ଅମରନାଥ ବେସ୍ କ୍ୟାମ୍ପରେ ବାଦଲଫଟା ବର୍ଷା:୨ ମୃତ, ୯ ଆହତ

ଶ୍ରୀନଗର: ଅମରନାଥ ଯାତ୍ରାର ଗାଂଦରୱଲ ଜିଲ୍ଲା ଅନ୍ତର୍ଗତ ବାଲଟଲା ସ୍ଥିତ ବେସ୍ କ୍ୟାମ୍ ନିକଟରେ ଶନିବାର ସକାଳେ ବାଦଲ ଫଟା ବର୍ଷା ହେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ୯ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁ ରହିଛି। ଏହା ପୂର୍ବରୁ ଗାଂଦରୱଲରେ ବାଦଲ ଫଟା ବର୍ଷା ଯୋଗୁ ତିନି ଜଣ ଲୋକ ପ୍ରାଣ ହରାଇଥିଲେ। ସୂଚନାଯୋଗ୍ୟ, ଅମରନାଥ ଯାତ୍ରା ଅନ୍ତିମ ଚରଣରେ ପହଞ୍ଚିଛି। ତେଣୁ ଏବେ ଗାଂଦରୱଲରେ ଶ୍ରଦ୍ଧାଳୁଙ୍କ ଭିଡ଼ […]

amarnath

Rakesh Mallick
  • Published: Saturday, 25 July 2015
  • , Updated: 25 July 2015, 09:09 AM IST

ଶ୍ରୀନଗର: ଅମରନାଥ ଯାତ୍ରାର ଗାଂଦରୱଲ ଜିଲ୍ଲା ଅନ୍ତର୍ଗତ ବାଲଟଲା ସ୍ଥିତ ବେସ୍ କ୍ୟାମ୍ ନିକଟରେ ଶନିବାର ସକାଳେ ବାଦଲ ଫଟା ବର୍ଷା ହେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ୯ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁ ରହିଛି।

ଏହା ପୂର୍ବରୁ ଗାଂଦରୱଲରେ ବାଦଲ ଫଟା ବର୍ଷା ଯୋଗୁ ତିନି ଜଣ ଲୋକ ପ୍ରାଣ ହରାଇଥିଲେ।

ସୂଚନାଯୋଗ୍ୟ, ଅମରନାଥ ଯାତ୍ରା ଅନ୍ତିମ ଚରଣରେ ପହଞ୍ଚିଛି। ତେଣୁ ଏବେ ଗାଂଦରୱଲରେ ଶ୍ରଦ୍ଧାଳୁଙ୍କ ଭିଡ଼ ରହିଛି।

Related story