ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇବେ ଅମିତ ଶାହ!

ନୂଆଦିଲ୍ଲୀ: ଭାରତ ସରକାର ଆଉ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇବାକୁ ଭାରତ ସରକାର ଅଣ୍ଟା ଭିଡ଼ିଛନ୍ତି। ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରର ଲାଲ ଚୌକ୍‌ରେ ପତାକା ଉତ୍ତୋଳନ କରିବାକୁ ଯିବେ ବୋଲି ଜଣାପଡ଼ିଛି। ଏଥିପାଇଁ ଏବେ ଠାରୁ ଜମ୍ମୁ-କଶ୍ମୀରରେ ପୂର୍ବରୁ ଥିବା ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। କେନ୍ଦ୍ର […]

v

v

Hemant Lenka
  • Published: Tuesday, 13 August 2019
  • Updated: 13 August 2019, 01:35 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ସରକାର ଆଉ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇବାକୁ ଭାରତ ସରକାର ଅଣ୍ଟା ଭିଡ଼ିଛନ୍ତି। ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରର ଲାଲ ଚୌକ୍‌ରେ ପତାକା ଉତ୍ତୋଳନ କରିବାକୁ ଯିବେ ବୋଲି ଜଣାପଡ଼ିଛି।

ଏଥିପାଇଁ ଏବେ ଠାରୁ ଜମ୍ମୁ-କଶ୍ମୀରରେ ପୂର୍ବରୁ ଥିବା ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ଏହାକୁ ଦୁଇ ଭାଗ କରିବା ପରେ ପ୍ରଥମଥର ପାଇଁ ଅମିତ ଶାହ ଉପତ୍ୟକା ଗସ୍ତ କରିବ।

କଶ୍ମୀରରେ ତ୍ରିରଙ୍ଗା ଉଡ଼ାଇ ଶାହ ଇତିହାସ ରଚିବେ ବୋଲି ଖବର ସାମ୍ନାକୁ ଆସିଛି। କାରଣ ପୂର୍ବରୁ କେବେ ବି ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅଗଷ୍ଟ ୧୫ରେ ଲାଲ ଚୌକରେ ତ୍ରିରଙ୍ଗା ଉତ୍ତୋଳନ କରି ନାହାନ୍ତି। ଶାହ ଲାଲ ଚୌକରେ ପତାକା ଉତ୍ତୋଳନ କରିବା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିବେ। ଶାହଙ୍କ ଗସ୍ତ ପାଇଁ ଡୋଭାଲ ଜମ୍ମୁ-କଶ୍ମୀରରେ ରହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଶାହଙ୍କ ଜମ୍ମୁ-କଶ୍ମୀର ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ ହେଁ ସେ କେବେ ସେଠାକୁ ଯିବେ, ସେକଥା କୁହାଯାଇ ନାହିଁ। ଭାରତ ଓ ପାକିସ୍ତାନ ମଧ୍ୟରେ ଧାରା ୩୭୦ ଉଚ୍ଛେଦକୁ ନେଇ ବିବାଦ ଲାଗି ରହିଛି। ଏଭଳି ସ୍ଥିତିରେ ସ୍ୱରାଷ୍ଟ୍ର ମନ୍ତ୍ରୀ କେବେ ସେଠାକୁ ଗସ୍ତ କରିବେ, ସେକଥା ସୁରକ୍ଷା ଦୃଷ୍ଟିରୁ ଆଗୁଆ ସାର୍ବଜନୀନ କରାଯିବ ନାହିଁ ବୋଲି ମନ୍ତ୍ରଣାଳୟର ଜଣେ ଅଫିସର ନିଜ ନାଁ ଗୋପନ ରଖି କହିଛନ୍ତି।

ସେହିପରି ଜାତୀୟ ଗଣମାଧ୍ୟମରେ ଶାହଙ୍କୁ ଜମ୍ମୁ-କଶ୍ମୀର ଗସ୍ତକୁ ନେଇ ଚର୍ଚ୍ଚା ଲାଗିଥିଲେ ହେଁ ଜମ୍ମୁ-କଶ୍ମୀର ପୁଲିସ୍‌ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ।

୧୯୯୨ରେ ବିଜେପି ଭେଟରାନ୍‌ ମୁରଲୀ ମନହୋର ଯୋଶୀ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇଥିଲେ। ବିଜେପିକୁ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇବାକୁ ପାକିସ୍ତାନ ପ୍ରାୟୋଜିତ ବିଭିନ୍ନ ଆତଙ୍କୀ ସଂଗଠନ ବାରଣ କରିଥିଲେ ହେଁ ଏହାକୁ ସେମାନେ ଖାତିର କରି ନଥିଲେ।

ଏବେ ଅମିତ ଶାହ ପୁଣି ଏକ ଇତିହାସ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି। ଶେଷଥର ୧୯୪୮ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story