‘ଅମିତ ଶାହ, ଯୋଗୀ ପ୍ରଚାର କରିଥିବା ସ୍ଥାନରେ ବିଜେପି ହାରିଛି’

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନର ଫଳାଫଳ ବାହାରି ସାରିଛି। କୌଣସି ଦଳକୁ ବହୁମତ ଦେଇ ନାହାନ୍ତି ହାଇଦ୍ରାବାଦ ବାସିନ୍ଦା। ଟିଆରଏସ ସର୍ବାଧିକ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ଏବଂ ଏଆଇଏମଆଇଏମ ତୃତୀୟ ସ୍ଥାନରେ ରହିଛି। ନିର୍ବାଚନ ଫଳାଫଳା ପରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଏଆଇଏମଆଇଏମର ସଭାପତି ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ୱେସୀ କହିଛନ୍ତି, ବିଜେପି ଅଧିକ ଆସନରେ ପୂର୍ବ ଅପେକ୍ଷା ବିଜୟୀ ହୋଇଛି। ହେଲେ ଆଗକୁ […]

shah yogi

shah yogi

Subhransu Sekhar
  • Published: Saturday, 05 December 2020
  • Updated: 05 December 2020, 12:21 PM IST

Sports

Latest News

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନର ଫଳାଫଳ ବାହାରି ସାରିଛି। କୌଣସି ଦଳକୁ ବହୁମତ ଦେଇ ନାହାନ୍ତି ହାଇଦ୍ରାବାଦ ବାସିନ୍ଦା। ଟିଆରଏସ ସର୍ବାଧିକ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ଏବଂ ଏଆଇଏମଆଇଏମ ତୃତୀୟ ସ୍ଥାନରେ ରହିଛି।

ନିର୍ବାଚନ ଫଳାଫଳା ପରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଏଆଇଏମଆଇଏମର ସଭାପତି ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ୱେସୀ କହିଛନ୍ତି, ବିଜେପି ଅଧିକ ଆସନରେ ପୂର୍ବ ଅପେକ୍ଷା ବିଜୟୀ ହୋଇଛି। ହେଲେ ଆଗକୁ ହାଇଦ୍ରାବାଦବାସୀ ବିଜେପିକୁ ବଢ଼ିବାକୁ ଦେବେନି। ଗୃହମନ୍ତ୍ରୀ ଅମିତ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁଠି ପ୍ରଚାର କରିଛନ୍ତି ସେଠି ବିଜେପି ହାରିଛି।

ସେ ଆହୁରି କହିଛନ୍ତି ୨୦୧୬ରେ ତାଙ୍କ ଦଳ ୬୦ଟି ଆସନରେ ନିର୍ବାଚନ ଲଢ଼ି ୪୪ଟି ଆସନରେ ବିଜୟୀ ହୋଇଥିଲା। ଚଳିତଥର ୫୧ଟି ଆସନରେ ପ୍ରାର୍ଥୀ ଦେଇ ୪୪ଟି ଆସନରେ ବିଜୟୀ ହୋଇଛି। ତେଣୁ ଏଆଇଏମଆଇଏମ୍ ଭଲ ପ୍ରଦର୍ଶନ କରିଛି।

ଅନ୍ୟପଟେ ବିଜେପି ଅଧିକ ଆସନରେ ବିଜୟୀ ହେବାପରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡା ହାଇଦ୍ରାବାଦର ଭୋଟର, ଦଳୀୟ ନେତା ଏବଂ କର୍ମୀଙ୍କୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଛନ୍ତି।

ଟିଆରଏସ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନରେ ୧୫୦ ଟି ଆସନ ମଧ୍ୟରୁ ୫୫ ଟି ଜିତିଛି। ହେଲେ ଅନ୍ତିମଥର ୨୦୧୬ରେ ୯୯ଟି ଆସନରେ ବିଜୟୀ ହୋଇଥିଲା। ଚଳିତ ଥର ୪୪ଟି ଆସନ ହରାଇଛି।

ବିଜେପି ଏହି ନିର୍ବାଚନରେ ଗୋଟିଏ ଲମ୍ୱା ଇନିଂସ ଖେଳିଛି। ମୋଟ୍ ୪୮ଟି ଆସନରେ ବିଜୟୀ ହୋଇଛି ବିଜେପି। ୨୦୧୬ରେ ତେଲୁଗୁ ଦେଶମ ପାର୍ଟି ସହିତ ମିଶି ବିଜେପି ଚାରିଟି ଆସନରେ ବିଜୟୀ ହୋଇଥିଲା। ହେଲେ ଚଳିତ ଥର ଏକୁଟିଆ ଲଢ଼ି ବଡ଼ ଆସନ ହାତେଇଛି

କଂଗ୍ରେସ ୨୦୧୬ ଭଳି ଚଳିତଥର ମଧ୍ୟ ଦୁଇଟି ଆସନରେ ବିଜୟୀ ହୋଇଛି। ଆଉ ବିଫଳତା ପାଇଁ ନୈତକତା ଦୃଷ୍ଟିରୁ ତେଲେଙ୍ଗାନା ପିସିସି ସଭାପତି ଏନ୍ ଉତ୍ତର କୁମାର ରେଡ୍ଡୀ ଇସ୍ତଫା ଦେଇଛନ୍ତି।

ଅଧିକ ପଢନ୍ତୁ : ଭାରତର ବିରୋଧ ସତ୍ତ୍ୱେ ପୁଣି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଜଷ୍ଟିନ ଟ୍ରୁଡୋ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story