ବିମାନ କମ୍ପାନୀ ଏୟାର କୋରିଆ ସହ ୨୩ଟି କମ୍ପାନୀକୁ ବ୍ଲାକ୍‌ ଲିଷ୍ଟ କଲା ଆମେରିକା

ୱାସିଂଟନ୍‌: ଉତ୍ତର କୋରିଆ ସେପ୍ଟମ୍ବର ୯ ତାରିଖରେ କରିଥିବା ପରମାଣୁ ପରୀକ୍ଷଣ ପରେ ଆମେରିକା ସରକାରୀ ବିମାନ କମ୍ପାନୀ ଏୟାର କୋରିଆ ସହ ଦେଶର ୨୩ଟି କମ୍ପାନୀକୁ ବ୍ଲାକ୍‌ ଲିଷ୍ଟଡ୍‌ କରିଛନ୍ତି। ଏସିଆନ୍‌ ଦେଶକୁ ରାଜନୈତିକ ଓ ଆର୍ଥିକ ରୂପରୁ ଅଲଗା କରିବା ଲକ୍ଷ୍ୟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ପ୍ୟୋଙ୍ଗୟାଙ୍ଗର ବିପକ୍ଷରେ ଏବେ ପର୍ଯ୍ୟନ୍ତ ସବୁଠୁ କଠୋର ପ୍ରତିବନ୍ଧକ ପ୍ରସ୍ତାବ ପାସ୍‌ କରିଥିଲେ। ଏହାପରେ ଆମେରିକା ଏହି ନିଷ୍ପତ୍ତି ନେଇଛି। ଆମେରିକାର ଅର୍ଥ ବିଭାଗ ଏହି ପ୍ରତିବନ୍ଧକ ଲାଗୁ […]

north-korea

north-korea

Rakesh Mallick
  • Published: Saturday, 03 December 2016
  • Updated: 04 May 2017, 03:44 PM IST

Sports

Latest News

ୱାସିଂଟନ୍‌: ଉତ୍ତର କୋରିଆ ସେପ୍ଟମ୍ବର ୯ ତାରିଖରେ କରିଥିବା ପରମାଣୁ ପରୀକ୍ଷଣ ପରେ ଆମେରିକା ସରକାରୀ ବିମାନ କମ୍ପାନୀ ଏୟାର କୋରିଆ ସହ ଦେଶର ୨୩ଟି କମ୍ପାନୀକୁ ବ୍ଲାକ୍‌ ଲିଷ୍ଟଡ୍‌ କରିଛନ୍ତି।

ଏସିଆନ୍‌ ଦେଶକୁ ରାଜନୈତିକ ଓ ଆର୍ଥିକ ରୂପରୁ ଅଲଗା କରିବା ଲକ୍ଷ୍ୟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ପ୍ୟୋଙ୍ଗୟାଙ୍ଗର ବିପକ୍ଷରେ ଏବେ ପର୍ଯ୍ୟନ୍ତ ସବୁଠୁ କଠୋର ପ୍ରତିବନ୍ଧକ ପ୍ରସ୍ତାବ ପାସ୍‌ କରିଥିଲେ। ଏହାପରେ ଆମେରିକା ଏହି ନିଷ୍ପତ୍ତି ନେଇଛି।

ଆମେରିକାର ଅର୍ଥ ବିଭାଗ ଏହି ପ୍ରତିବନ୍ଧକ ଲାଗୁ କରିଛି। ଏମାନଙ୍କ ଲକ୍ଷ୍ୟ କମ୍ପାନି ଏବଂ ଲୋକମାନଙ୍କ ବେସିକ୍‌ ଅର୍ଥ ପ୍ରଣାଳୀରୁ ବାହାର କରିବା। ଏଥିରେ ଉତ୍ତର କୋରିଆର ଅନେକ ବ୍ୟାଙ୍କ, ବିନିର୍ମାଣ କମ୍ପାନି, ବାଣିଜ୍ୟିକ କମ୍ପାନି ଏବଂ ଏକ ତେଲ କମ୍ପାନି ବି ସାମିଲ ରହିଛି।

ଆମେରିକାର ପ୍ରତିବନ୍ଧକ ସୂଚୀରେ ଏୟାର କୋରିଆ ନାମ ରହିଛି। ଅର୍ଥ ବିଭାଗ ଏହାକୁ ଉତ୍ତର କୋରିଆର ସେନାର ନେଟୱର୍କ୍‌ ବୋଲି କହିଛି। ଏହାର ଏକ ବିମାନ ଜୁଲାଇ ୨୦୧୩ରେ “ଭିକ୍ଟରି ଡେ ସେନା ପାରେଡ”ରେ ଉଡାଣ ଭରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story