କମଳା ହାରିସଙ୍କୁ ଅମୂଲର ନିଆରା ଶୁଭେଚ୍ଛା

ନୂଆଦିଲ୍ଲୀ: ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମୂଲ ପ୍ରସ୍ତୁତ କରୁଥିବା ଡୁଡୁଲ୍ସ ବେଶ ଲୋକପ୍ରିୟକ। ନିକଟରେ କମ୍ପାନୀ ଏକ ଡୁଡୁଲ୍ସ ସୋଶାଲ ମିଡିଆରେ ଶେୟାର କରିଛି। ଡୁଡୁଲ୍ସଟି ଆମେରିକାର ଉପ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କର। କମଳା ହେଉଛନ୍ତି ଜଣେ ଭାରତୀୟ ବଂଶଦ୍ଭୋବ ଆମାରିକୀୟ ନାଗରିକ। ସେ ଆମେରିକାର ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟି ତରଫରୁ ପ୍ରାର୍ଥୀ ହୋଇଛନ୍ତି। ସେ ପ୍ରଥମ ଏସିଆନ-ଆମେରିକାନ ମହିଳା ଭାବେ ଉପ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଟିକେଟ ହାସଲ କରିଛନ୍ତି। ଅମୂଲ ଶେୟାର କରିଥିବା […]

fa

Hemant Lenka
  • Published: Friday, 14 August 2020
  • , Updated: 14 August 2020, 05:58 PM IST

ନୂଆଦିଲ୍ଲୀ: ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମୂଲ ପ୍ରସ୍ତୁତ କରୁଥିବା ଡୁଡୁଲ୍ସ ବେଶ ଲୋକପ୍ରିୟକ। ନିକଟରେ କମ୍ପାନୀ ଏକ ଡୁଡୁଲ୍ସ ସୋଶାଲ ମିଡିଆରେ ଶେୟାର କରିଛି।

ଡୁଡୁଲ୍ସଟି ଆମେରିକାର ଉପ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କର। କମଳା ହେଉଛନ୍ତି ଜଣେ ଭାରତୀୟ ବଂଶଦ୍ଭୋବ ଆମାରିକୀୟ ନାଗରିକ। ସେ ଆମେରିକାର ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟି ତରଫରୁ ପ୍ରାର୍ଥୀ ହୋଇଛନ୍ତି। ସେ ପ୍ରଥମ ଏସିଆନ-ଆମେରିକାନ ମହିଳା ଭାବେ ଉପ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଟିକେଟ ହାସଲ କରିଛନ୍ତି।

ଅମୂଲ ଶେୟାର କରିଥିବା ଏହି ଡୁଡୁଲ୍ସରେ କମଳା ଅମୂଲ ଗାର୍ଲ ପାଖରେ ଛିଡ଼ା ହୋଇ ବ୍ରେଡ ଓ ବଟର ଖାଉଥିବାର ଦେଖାଯାଉଛି।  ଭଲ କରି ଦେଖିଲେ ଫଟୋଟିରେ ଆମେରିକାର ପତାକା ଦୃଶ୍ୟ ହେଉଛି। ଏଥିରେ ‘କମାଲ ହାରିସ’ ବୋଲି ଟାଇଟଲ ଦିଆଯାଇଛି।

Related story