ପାହାଡ଼ରେ ଧକ୍କା ହୋଇ କ୍ରାଶ ହୋଇଛି ବିମାନ ଏଏନ୍‌-୩୨

ନୂଆଦିଲ୍ଲୀ: ବାୟୁସେନାର ନିଖୋଜ ଏଏନ୍‌-୩୨ ବିମାନର ଧ୍ୱଂସାବଶେଷକୁ ଦୀର୍ଘ ୯ ଦିନ ପରେ ଠାବ କରାଯାଇଥିଲା। ବିମାନଟି ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିବା ବେଳେ ନିକଟସ୍ଥ ଏକ ପାହାଡ଼ରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଆଜି ଭାରତୀୟ ବାୟୁସେନା ପକ୍ଷରୁ ବିମାନର ଧ୍ୱଂସାବଶେଷ ପଡ଼ି ରହିଥିବା ସ୍ଥାନର ଏକ ସ୍ପଷ୍ଟ ଫଟୋ ଜାରି କରାଯାଇଛି। ଯେଉଁଥିରୁ ଜଣାପଡ଼ୁଛି ଯେ ବିମାନଟି ମେଚୁକାଠାରୁ ଅଳ୍ପଦୂରରେ ଥିବା ଏକ ପାହାଡ଼ରେ ଧକ୍କା ହେବା ପରେ ହିଁ […]

i

i

Hemant Lenka
  • Published: Wednesday, 12 June 2019
  • Updated: 12 June 2019, 07:37 PM IST

Sports

Latest News

ନୂଆଦିଲ୍ଲୀ: ବାୟୁସେନାର ନିଖୋଜ ଏଏନ୍‌-୩୨ ବିମାନର ଧ୍ୱଂସାବଶେଷକୁ ଦୀର୍ଘ ୯ ଦିନ ପରେ ଠାବ କରାଯାଇଥିଲା। ବିମାନଟି ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିବା ବେଳେ ନିକଟସ୍ଥ ଏକ ପାହାଡ଼ରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଆଜି ଭାରତୀୟ ବାୟୁସେନା ପକ୍ଷରୁ ବିମାନର ଧ୍ୱଂସାବଶେଷ ପଡ଼ି ରହିଥିବା ସ୍ଥାନର ଏକ ସ୍ପଷ୍ଟ ଫଟୋ ଜାରି କରାଯାଇଛି। ଯେଉଁଥିରୁ ଜଣାପଡ଼ୁଛି ଯେ ବିମାନଟି ମେଚୁକାଠାରୁ ଅଳ୍ପଦୂରରେ ଥିବା ଏକ ପାହାଡ଼ରେ ଧକ୍କା ହେବା ପରେ ହିଁ କ୍ରାଶ ହୋଇଯାଇଥିଲା।

ଗତକାଲି ଦୁର୍ଘଟଣା ସ୍ଥଳର ୧୨ ହଜାର ଫୁଟ ଉପରୁ ଏମଆଇ-୧୭ ହେଲିକପ୍ଟର ଦ୍ୱାରା ବିମାନର ଧ୍ୱଂସାବଶେଷ ଠାବ କରାଯାଇଥିଲା। ଏବେ ଉକ୍ତ ସ୍ଥାନରେ ପହଞ୍ଚିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆଜି ସକାଳ ୬.୩୦ରୁ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନରେ ପହଞ୍ଚିବା ପାଇଁ ଅପରେସନ ଆରମ୍ଭ ହୋଇଥିଲା। ବାୟୁସେନା ପକ୍ଷରୁ ଦୁଇଟି ହେଲିକପ୍ଟର ଜରିଆରେ ୮ରୁ ୧୦ ଜଣଙ୍କୁ କ୍ରାଶ ସ୍ଥଳରେ ଅବତରଣ କରାଯାଇଛି।

ସେହିପରି ବାୟୁସେନାର ୯ ଜଣ, ସ୍ଥଳସେନାର ୪ ଜଣ ଓ ୨ ଜଣ ସାଧାରଣ ପର୍ବତ ଆରୋହୀଙ୍କୁ ମଧ୍ୟ ଅପରେସନରେ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରୁ କିଛି ଦୁର୍ଘଟଣା ସ୍ଥଳକୁ ଯାଉଥିବା ବେଳେ ଅନ୍ୟମାନେ ନିକଟସ୍ଥ ଜଙ୍ଗଲରେ ରହିଛନ୍ତି। କାରଣ ବିମାନରେ ଥିବା ବାୟୁସେନା ଅଫିସରମାନେ ସମ୍ଭବତଃ ଜଙ୍ଗଲ ମଧ୍ୟରେ ଫସି ରହିଥିବେ, ସେମାନଙ୍କୁ ଏହି ବ୍ୟକ୍ତିମାନେ ଉଦ୍ଧାର କରିବେ।

ଜୁନ୍‌ ୩ ତାରିଖରେ ଆସାମର ଜୋରହାଟରୁ ବାୟୁସେନାର ଏଏନ୍‌-୩୨ ବିମାନ ୧୩ ଜଣ ବାୟୁସେନା ଅଧିକାରୀଙ୍କୁ ନେଇ ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିବା ବେଳେ ହଠାତ୍‌ ନିଖୋଜ ହୋଇଯାଇଥିଲା। ଏଥିରେ ଓଡ଼ିଶାର ଜଣେ ବାୟୁସେନା ଅଧିକାରୀ ସୁନିତ ମହାନ୍ତି ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story