ଖରାପ୍‌ ପାଣିପାଗ ପାଇଁ ଆଣ୍ଡାମାନରେ ଫସିଛନ୍ତି ୧୪୦୦ରୁ ଅଧିକ ପର୍ଯ୍ୟଟକ

କୋଲକାତା:  ୱାର୍ଦ୍ଦା ପ୍ରଭାବରେ ପ୍ରବଳ ବର୍ଷା ଏବଂ ପବନ କାରଣରୁ ଆଣ୍ଡମାନ ନିକୋବରର ହାବଲକ୍‌ ଏବଂ ନେଲ ଦ୍ୱୀପରେ ୧୪୦୦ରୁ ଅଧିକ ପର୍ଯ୍ୟଟ୍ଟକ ଫସି ରହିଛନ୍ତି। ତେବେ ଫସି ରହିଥିବା ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ରହିଥିବା କଥା ଗୃହମନ୍ତ୍ରୀ ରାଜନାଥ ସିଂ ଜଣାଇଛନ୍ତି। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଥିବା କଥା ସେ ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ  ଭାରତୀୟ ନୌସେନା ତାର […]

andamanfinal

andamanfinal

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 01:17 PM IST

କୋଲକାତା:  ୱାର୍ଦ୍ଦା ପ୍ରଭାବରେ ପ୍ରବଳ ବର୍ଷା ଏବଂ ପବନ କାରଣରୁ ଆଣ୍ଡମାନ ନିକୋବରର ହାବଲକ୍‌ ଏବଂ ନେଲ ଦ୍ୱୀପରେ ୧୪୦୦ରୁ ଅଧିକ ପର୍ଯ୍ୟଟ୍ଟକ ଫସି ରହିଛନ୍ତି। ତେବେ ଫସି ରହିଥିବା ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ରହିଥିବା କଥା ଗୃହମନ୍ତ୍ରୀ ରାଜନାଥ ସିଂ ଜଣାଇଛନ୍ତି। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଥିବା କଥା ସେ ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି।

ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ  ଭାରତୀୟ ନୌସେନା ତାର ତିନୋଟି ଜାହାଜ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କିନ୍ତୁ ଖରାପ୍‌ ପାଣିପାଗ ପାଇଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଫସି ରହିଥିବା ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗର।

ରାଜନାଥ ସିଂ ଆଣ୍ଡାମାନ ନିକୋବରର ଦ୍ୱୀପ ସମୂହର ଉପରାଜ୍ୟପାଳ ଡା. ଜଗଦୀଷ ମୁଖାର୍ଜୀଙ୍କ ସହ ଆଲୋଚନା କରିବା ସହ ମନ୍ତ୍ରାଳୟର ଅଧିକାରୀଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା ଟ୍ୱିଟର ମାଧ୍ୟମରେ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ଉଦ୍ଧାର ସଂପର୍କରେ ଆଶ୍ୱାସନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story