ଏହି ଆନ୍ଧ୍ର ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଜଗନ ଭଗବାନଙ୍କ ଠୁ ବି ବଡ଼

ବିଜୟୱାଡା: ଦେଶର ରାଜନୀତିରେ ଯାହା କେବେ ଘଟି ନଥିଲା, ଆନ୍ଧ୍ର ପ୍ରଦେଶରେ ସେଭଳି ଏକ ଘଟଣା ଘଟିଛି। ଆନ୍ଧ୍ର ପ୍ରଦେଶର ଜଣେ ନଵନିର୍ବାଚିତ ବିଧାୟକ ପଦ ଓ ଗୋପନୀୟତାର ଶପଥ ନେବା ବେଳେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ନିୟମ ଅନୁଯାୟୀ ପଦ ଓ ଗୋପନୀୟତାର ଶପଥ ପାଠ କରିବା ସମୟରେ ସମସ୍ତେ ଭଗବାନଙ୍କ ନାଁ ନିଅନ୍ତି। ହେଲେ ଉକ୍ତ ବିଧାୟକ ଜଣଙ୍କ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନାଁ ଧରି ଶପଥ […]

sa

sa

Hemant Lenka
  • Published: Thursday, 13 June 2019
  • Updated: 13 June 2019, 04:50 PM IST

Sports

Latest News

ବିଜୟୱାଡା: ଦେଶର ରାଜନୀତିରେ ଯାହା କେବେ ଘଟି ନଥିଲା, ଆନ୍ଧ୍ର ପ୍ରଦେଶରେ ସେଭଳି ଏକ ଘଟଣା ଘଟିଛି। ଆନ୍ଧ୍ର ପ୍ରଦେଶର ଜଣେ ନଵନିର୍ବାଚିତ ବିଧାୟକ ପଦ ଓ ଗୋପନୀୟତାର ଶପଥ ନେବା ବେଳେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ନିୟମ ଅନୁଯାୟୀ ପଦ ଓ ଗୋପନୀୟତାର ଶପଥ ପାଠ କରିବା ସମୟରେ ସମସ୍ତେ ଭଗବାନଙ୍କ ନାଁ ନିଅନ୍ତି। ହେଲେ ଉକ୍ତ ବିଧାୟକ ଜଣଙ୍କ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନାଁ ଧରି ଶପଥ ନେଇଛନ୍ତି। ଏହି ବିଧାୟକ ଜଣଙ୍କ ୱାଇଏସ୍‌ଆର କଂଗ୍ରେସ ଟିକେଟ୍‌ରେ ବିଜୟୀ ହୋଇଛନ୍ତି। ଗତକାଲି ବିଜୟୱାଡ଼ାରେ ସେ ଶପଥ ନେବା ବେଳେ ଜଗନ ମୋହନଙ୍କ ନାଁ ନେଇ ଚହଳ ସୃଷ୍ଟି କରିଛନ୍ତି।

ନେଲୋର ଗ୍ରାମାଞ୍ଚଳର ବିଧାୟକ କେ ଶ୍ରୀଧର ରେଡ୍ଡୀଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତକାଲି ଆନ୍ଧ୍ର ବିଧାନସଭାର ଅସ୍ଥାୟୀ ବାଚସ୍ପତି ଏସ. ଆପ୍ପାଲା ନାଇଡୁ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଉଥିଲେ। ଏହି ସମୟରେ କେ ଶ୍ରୀଧର ରେଡ୍ଡୀ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ନାଁରେ ଶପଥ ନେଇଥିଲେ। ତେବେ ଅସ୍ଥାୟୀ ବାଚସ୍ପତି ତାଙ୍କୁ ତୁରନ୍ତ ଏଭଳି ନ କରି ଭଗବାନଙ୍କ ନାଁରେ ଶପଥ ନେବାକୁ କହିଥିଲେ। ଶ୍ରୀଧର କହିଛନ୍ତି, ମୋ ପାଇଁ ଜଗନ ମୋହନ ହେଉଛନ୍ତି ଭଗବାନ। ତେଣୁ ମୁଁ ତାଙ୍କ ନାଁରେ ଶପଥ ନେଇଥିଲି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story