ମୋଦିଙ୍କୁ ରାମ ଓ ଯୋଗୀଙ୍କୁ ହନୁମାନ କହିଲେ ବିଜେପି ବିଧାୟକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଆଜି ଏକ ବିବାଦୀୟ ଓ ଅଯଥା ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ରାମଙ୍କ ଅବତାର କହିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହନୁମାନଙ୍କ ଅବତାର ଭାବେ ବର୍ଣ୍ଣନା କରିଛନ୍ତି। ଭାରତୀୟ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଉଭୟ ଅବତାର ଗ୍ରହଣ କରି ପୃଥିବୀକୁ ଆସିଥିବା ସେ କହିଛନ୍ତି। ଖାଲି ଏତିକି ନୁହେଁ, ୨୦୨୪ରେ ଆରଏସ୍‌ଏସ୍‌ ଗଠନକୁ ଶହେ ବର୍ଷ […]

p

p

Hemant Lenka
  • Published: Friday, 07 June 2019
  • Updated: 07 June 2019, 08:13 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଆଜି ଏକ ବିବାଦୀୟ ଓ ଅଯଥା ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ରାମଙ୍କ ଅବତାର କହିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହନୁମାନଙ୍କ ଅବତାର ଭାବେ ବର୍ଣ୍ଣନା କରିଛନ୍ତି।

ଭାରତୀୟ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଉଭୟ ଅବତାର ଗ୍ରହଣ କରି ପୃଥିବୀକୁ ଆସିଥିବା ସେ କହିଛନ୍ତି। ଖାଲି ଏତିକି ନୁହେଁ, ୨୦୨୪ରେ ଆରଏସ୍‌ଏସ୍‌ ଗଠନକୁ ଶହେ ବର୍ଷ ପୂରିବ। ଆରଏସ୍‌ଏସ୍‌ ଶହେ ବର୍ଷ ପୂରଣ କଲେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯିବ। ସେ ଅଖିଲେଶ ଯାଦବଙ୍କ ନାଁରେ ଅପଶବ୍ଦ ପ୍ରୟୋଗ କରିଥିବା ବେଳେ ମାୟାବତୀଙ୍କୁ ଲୋଭୀ ବୋଲି କହିଛନ୍ତି। କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଥାଇ ଅତ୍ୟନ୍ତ ଉତ୍ସାହିତ ହୋଇ ସୁରେନ୍ଦ୍ର ସିଂହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅତ୍ୟନ୍ତ କଟୁ ଭାଷାରେ ସମାଲୋଚନା କରିଛନ୍ତି।

ସୁରେନ୍ଦ୍ର କହିଛନ୍ତି, “ମାୟାବତୀ ରାଜନୀତିରୁ ଟଙ୍କା ହାସଲ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେ ଏହାକୁ ଏକ ବ୍ୟବସାୟରେ ପରିଣତ କରିଛନ୍ତି। ସେ ଏକାକୀ ଉତ୍ତର ପ୍ରଦେଶର ୧୧ଟି ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନରେ ପ୍ରାର୍ଥୀ ଦେଇ ୨୨ କୋଟି ଟଙ୍କା ଆୟ କରିବେ।”

ଶ୍ରୀ ସିଂହ ମୋଦି, ଯୋଗୀ ଓ ଅମିତ ଶାହଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ୩ ଜଣ ନେତା ଦେଶରେ ରାମରାଜ୍ୟର ସ୍ୱପ୍ନ ସାକାର କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story