କେନ୍ଦ୍ରକୁ ଅମରିନ୍ଦର କହିଲେ ଆଫଗାନ୍‌ରୁ ଶିଖ୍‌ଙ୍କୁ ଉଦ୍ଧାର କର

ଚଣ୍ଡୀଗଡ଼: ଦିନେ ନାଗରିକତା ସଂଶୋଧନ ଆଇନର ବିରୋଧ କରିଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବେ ଆଫଗାନିସ୍ତାନରେ ଥିବା ଶିଖ୍‌ଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ଗତ କିଛି ଦିନ ତଳେ ଆଇଏସ୍‌ ଆତଙ୍କବାଦୀ ଶିଖ୍‌ଙ୍କ ଗୁରୁଦ୍ୱାର ଉପରେ ଆକ୍ରମଣ କରି ୨୫ ଜଣଙ୍କୁ ହତ୍ୟ କରିବା ପରେ ଏବେ ଅମରିନ୍ଦର ଚିନ୍ତା ପ୍ରକଟ କରିଛନ୍ତି। ସେ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି, ସରକାର ତୁରନ୍ତ ହସ୍ତକ୍ଷେପ କରି ସେମାନଙ୍କୁ ଭାରତ ଆଣିବାରେ ପଦକ୍ଷେପ ନିଅନ୍ତୁ। ଅମରିନ୍ଦର […]

Amarinder Singh

Amarinder Singh

Subrat Kumar Nayak
  • Published: Saturday, 28 March 2020
  • Updated: 28 March 2020, 04:43 PM IST

Sports

Latest News

ଚଣ୍ଡୀଗଡ଼: ଦିନେ ନାଗରିକତା ସଂଶୋଧନ ଆଇନର ବିରୋଧ କରିଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବେ ଆଫଗାନିସ୍ତାନରେ ଥିବା ଶିଖ୍‌ଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ଗତ କିଛି ଦିନ ତଳେ ଆଇଏସ୍‌ ଆତଙ୍କବାଦୀ ଶିଖ୍‌ଙ୍କ ଗୁରୁଦ୍ୱାର ଉପରେ ଆକ୍ରମଣ କରି ୨୫ ଜଣଙ୍କୁ ହତ୍ୟ କରିବା ପରେ ଏବେ ଅମରିନ୍ଦର ଚିନ୍ତା ପ୍ରକଟ କରିଛନ୍ତି। ସେ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି, ସରକାର ତୁରନ୍ତ ହସ୍ତକ୍ଷେପ କରି ସେମାନଙ୍କୁ ଭାରତ ଆଣିବାରେ ପଦକ୍ଷେପ ନିଅନ୍ତୁ।

ଅମରିନ୍ଦର କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଲେଖିଛନ୍ତି, “ଆଫଗାନିସ୍ତାନରେ ବୃହତ ସଂଖ୍ୟାରେ ଶିଖ୍‌ ପରିବାର ରହିଛନ୍ତି। ସେମାନେ ଆଫଗାନିସ୍ତାନ ଛାଡ଼ି ପଳାଇଯିବାକୁ ଚାହୁଁଛନ୍ତି। ଏଭଳି ସଙ୍କଟ ସମୟରେ ଆମେ ସେମାନଙ୍କୁ ସାହାଯ୍ୟ କରିବାକୁ ହେବ।”

ଦାଲ୍‌ ଖାଲସା ନାମକ ବିଚ୍ଛିନ୍ନତାବାଦୀ ସଂଗଠନର ପ୍ରତିଷ୍ଠାତା ଜଶୱନ୍ତ ସିଂହ ଠେକେଦାର ମଧ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି, ଆଫଗାନିସ୍ତାନରା ଥିବା ହିନ୍ଦୁ ଏବଂ ଶିଖ୍‌ଙ୍କୁ ସରକାର ଆଶ୍ରୟ ଦିଅନ୍ତୁ।

ସୂଚନାଯୋଗ୍ୟ ଯେ, କାବୁଲର ଶୋର ବଜାରଠାରେ ଥିବା ୪୦୦ ବର୍ଷ ପୁରୁଣା ଗୁରୁଦ୍ୱାର ଉପରେ ଆଇଏସ୍‌ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଶିଖ୍‌ ଏହି ଦେଶରେ ରହିବାକୁ ବିପଦ ମନେ କରିବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story