ଯାତ୍ରୀମାନଙ୍କୁ ରେଳ ମନ୍ତ୍ରଣାଳୟର ନିବେଦନ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକମାନଙ୍କୁ ନିଜନିଜ ଘରକୁ ଫେରାଇ ନେବା କାର୍ଯ୍ୟ ନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ଦେଶବ୍ୟାପୀ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳର ବ୍ୟବସ୍ଥା କରିଛି। ଯେଉଁ ଯାତ୍ରୀମାନେ ଅସୁସ୍ଥ ଥାଇ ଏହି ସେବା ଲାଭ କରୁଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆଗାମୀ ଦିନରେ ଅଧିକ ଖରାପ ହୋଇପାରେ। ଏଭଳି ଅସୁସ୍ଥ ଓ ଦୁର୍ବଳ ଲୋକଙ୍କୁ କୋଭିଡ-୧୯ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଶାରୀରିକ ଅସୁସ୍ଥ ଥିବା ଯାତ୍ରୀମାନଙ୍କୁ ଏକ […]

train-1

train-1

Subhransu Sekhar
  • Published: Friday, 29 May 2020
  • Updated: 29 May 2020, 10:31 PM IST

Sports

Latest News

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକମାନଙ୍କୁ ନିଜନିଜ ଘରକୁ ଫେରାଇ ନେବା କାର୍ଯ୍ୟ ନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ଦେଶବ୍ୟାପୀ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳର ବ୍ୟବସ୍ଥା କରିଛି। ଯେଉଁ ଯାତ୍ରୀମାନେ ଅସୁସ୍ଥ ଥାଇ ଏହି ସେବା ଲାଭ କରୁଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆଗାମୀ ଦିନରେ ଅଧିକ ଖରାପ ହୋଇପାରେ। ଏଭଳି ଅସୁସ୍ଥ ଓ ଦୁର୍ବଳ ଲୋକଙ୍କୁ କୋଭିଡ-୧୯ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଶାରୀରିକ ଅସୁସ୍ଥ ଥିବା ଯାତ୍ରୀମାନଙ୍କୁ ଏକ ନିବେଦନ କରିଛି ।

ଏଥିରେ କୁହାଯାଇଛି ଯେ, ଯେଉଁମାନଙ୍କର ଉଚ୍ଚ ରକ୍ତଚାପ, ଡାଇବେଟିସ୍, ହୃଦରୋଗ, କ୍ୟାନସର ଏବଂ  ରୋଗ ପ୍ରତିଷେଧକ ଶକ୍ତି କମ ଥିବା ଭଳି ଲୋକ, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସର ଶିଶୁ ଏବଂ ୬୫ରୁ ଅଧିକ ବର୍ଷର ବ୍ୟକ୍ତି ଅତି ଜରୁରୀ ଆବଶ୍ୟକତା ନଥିଲେ ରେଳଯାତ୍ରା କରିବା ଅନୁଚିତ ।

ଏଥିରେ ଆହୁର କୁହାଯାଇଛି ଯେ, ଭାରତୟ ରେଳବାଇ ପରିବାର ଯାତ୍ରା ପାଇଁ ଆଗ୍ରହୀ ଏବଂ ସବୁ ନାଗରିକଙ୍କୁ ରେଳ ସେବା ଯୋଗାଣ ନିଶ୍ଚିତ କରିବା ପାଇଁ ୨୪ ଘଣ୍ଟା କାର୍ଯ୍ୟ କରୁଛି । ଏହା ସେତ୍ୱେ ଯାତ୍ରୀଙ୍କ ନିରାପତ୍ତାକୁ ରେଳବାଇ ସର୍ବାଧିକ ଗୁରୁତ୍ୱ ଦିଏ । ତେଣୁ ଏହି କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ରେଳବାଇ ନିବେଦନ କରିଛି । କୌଣସି ଅସୁବିଧା ବା ଜରୁରିକାଳୀନ ସ୍ଥିତିରେ ଯାତ୍ରୀମାନେ ରେଳବାଇ ପରିବାରର ସହାୟକ ନେବାକୁ କୁଣ୍ଠାବୋଧ ନ  କରିବାକୁ ରେଳମନ୍ତ୍ରଣାଳୟ କହିଛି । ଏଥିପାଇଁ ହେଲ୍ପଲାଇନ ନମ୍ବର ୧୩୯ ଓ ୧୩୮ ସହ ଯୋଗାଯୋଗ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story