ସମ୍ପୂର୍ଣ୍ଣ କଶ୍ମୀର ଆମର, ପିଓକେ ଆତଙ୍କବାଦୀ ନିୟନ୍ତ୍ରିତ: ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଶୁକ୍ରବାର ସେନାଧ୍ୟକ୍ଷ ବିପିନ୍‌ ରାୱତ୍‌ ପାକିସ୍ତାନର ଆତଙ୍କବାଦ ପ୍ରେମକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ପ୍ରକୃତରେ ଆତଙ୍କବାଦୀ ନିୟନ୍ତ୍ରିତ କଶ୍ମୀର। ଆର୍ମି କମାଣ୍ଡର ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ଏହି ଅଞ୍ଚଳ ପାକିସ୍ତାନ ସରକାର ନୁହେଁ, ବରଂ ଆତଙ୍କବାଦୀଙ୍କ ଦ୍ୱାରା ନିୟନ୍ତ୍ରିତ। ସେ ଆହୁରି ମଧ୍ୟ କହିଥିଲେ, “ଆମେ ଯେତେବେଳେ ଜମ୍ମୁ-କଶ୍ମୀର ବିଷୟରେ କହୁ ସମ୍ପୂର୍ଣ୍ଣ ଜମ୍ମୁ-କଶ୍ମୀରରେ ପିଓକେ […]

bipin

bipin

Subrat Kumar Nayak
  • Published: Friday, 25 October 2019
  • Updated: 25 October 2019, 07:07 PM IST

Sports

Latest News

ନୂଆଦିଲ୍ଲୀ: ଶୁକ୍ରବାର ସେନାଧ୍ୟକ୍ଷ ବିପିନ୍‌ ରାୱତ୍‌ ପାକିସ୍ତାନର ଆତଙ୍କବାଦ ପ୍ରେମକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ପ୍ରକୃତରେ ଆତଙ୍କବାଦୀ ନିୟନ୍ତ୍ରିତ କଶ୍ମୀର। ଆର୍ମି କମାଣ୍ଡର ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ଏହି ଅଞ୍ଚଳ ପାକିସ୍ତାନ ସରକାର ନୁହେଁ, ବରଂ ଆତଙ୍କବାଦୀଙ୍କ ଦ୍ୱାରା ନିୟନ୍ତ୍ରିତ।

ସେ ଆହୁରି ମଧ୍ୟ କହିଥିଲେ, “ଆମେ ଯେତେବେଳେ ଜମ୍ମୁ-କଶ୍ମୀର ବିଷୟରେ କହୁ ସମ୍ପୂର୍ଣ୍ଣ ଜମ୍ମୁ-କଶ୍ମୀରରେ ପିଓକେ ଏବଂ ଗିଏଗିଟ୍‌-ବଲୋଚିସ୍ତାନକୁ ମିଶାଇ କହୁ। ତେଣୁ ପିଓକେ ଏବଂ ଗିଲଗିଟ୍‌-ବଲୋଚିସ୍ତାନ ଏକ ଅଧିକୃତ ଅଞ୍ଚଳ, ଏହା ଏକ ଅଞ୍ଚଳ ଯାହାକି ଆମ ପଶ୍ଚିମ ପଡ଼ୋଶୀ ବେଆଇନ ଭାବେ ଦଖଲ କରିଛି।”

୩୭୦ ଧାରା ଉଚ୍ଛେଦ ବାବଦରେ ସେ କହିଛନ୍ତି ଏହା ଅସ୍ଥାୟୀ ଥିଲା ତେଣୁ ଏହାର ଉଚ୍ଛେଦ ଯଥାର୍ଥ। ସେ କହିଥିଲେ, ଯଦି ୩୭୦ ଧାରା ସହିତ ଅସ୍ଥାୟୀ ଶବ୍ଦଟି ଯୋଡ଼ାଯିବାରେ କାହାର ସମସ୍ୟା ନଥିଲା ଏବଂ ପାକିସ୍ତାନ ଏହାକୁ ବିରୋଧ କରିଡ଼ତିଲା, ଏହାର ଉଚ୍ଛେଦରେ ପାକିସ୍ତାନ କାହିଁକି ସ୍ୱର ଉତ୍ତୋଳନ କରୁଛି?

ସେନାଧ୍ୟକ୍ଷ ଆହୁରି କହିଥିଲେ, “ଏହାର କାରଣ ଯେଉଁ ଅଞ୍ଚଳ ପାକିସ୍ତାନ ବେଆଇନ ଭାବେ ଦଖଲ କରି ନିଜ ପାଖରେ ରଖିଛି ତାହା ପାକିସ୍ତାନ ନିୟନ୍ତ୍ରିତ ନୁହେଁ। ଏହା ପାକିସ୍ତାନର ଆତଙ୍କବାଦୀଙ୍କ ନିୟନ୍ତ୍ରିତ ଏକ ଅଞ୍ଚଳ। ପିଓକେ ପ୍ରକୃତରେ ଆତଙ୍କବାଦୀ ନିୟନ୍ତ୍ରିତ ଦେଶ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story