ସଚିବାଳୟରେ କେଜ୍ରିୱାଲଙ୍କୁ ଲଙ୍କା ଗୁଣ୍ଡ ମାଡ଼

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପୁଣିଥରେ ଆକ୍ରମଣ କରାଯାଇଛି। ପୂର୍ବରୁ ତାଙ୍କ ଉପରକୁ କାଳି ଓ ଅଣ୍ଡା ମାଡ଼ ହେବା କଥା ଆପଣ ଶୁଣିଥିଲେ। ହେଲେ ଆଜି ଜଣେ ବ୍ୟକ୍ତି ସଚିବାଳୟରେ ପଶି କେଜ୍ରିୱାଲଙ୍କ ଉପରକୁ ଲଙ୍କା ଗୁଣ୍ଡ ମାଡ଼ କରିଛନ୍ତି। ଆଜି କେଜ୍ରିୱାଲ ତୃତୀୟ ମହଲାରେ ଥିବା ନିଜ ଚ୍ୟାମ୍ବରରୁ ଲଞ୍ଚ ପାଇଁ ଯାଉଥିଲେ। ଏହି ସମୟରେ ଅନୀଲ କୁମାର ଶର୍ମା ନାମକ ଜଣେ ବ୍ୟକ୍ତି […]

1542708701-chilli_powder

1542708701-chilli_powder

Hemant Lenka
  • Published: Tuesday, 20 November 2018
  • Updated: 20 November 2018, 04:09 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପୁଣିଥରେ ଆକ୍ରମଣ କରାଯାଇଛି। ପୂର୍ବରୁ ତାଙ୍କ ଉପରକୁ କାଳି ଓ ଅଣ୍ଡା ମାଡ଼ ହେବା କଥା ଆପଣ ଶୁଣିଥିଲେ। ହେଲେ ଆଜି ଜଣେ ବ୍ୟକ୍ତି ସଚିବାଳୟରେ ପଶି କେଜ୍ରିୱାଲଙ୍କ ଉପରକୁ ଲଙ୍କା ଗୁଣ୍ଡ ମାଡ଼ କରିଛନ୍ତି।

ଆଜି କେଜ୍ରିୱାଲ ତୃତୀୟ ମହଲାରେ ଥିବା ନିଜ ଚ୍ୟାମ୍ବରରୁ ଲଞ୍ଚ ପାଇଁ ଯାଉଥିଲେ। ଏହି ସମୟରେ ଅନୀଲ କୁମାର ଶର୍ମା ନାମକ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ହଠାତ୍‌ କେଜ୍ରିୱାଲଙ୍କୁ ଅଟକାଇଥିଲେ।

ପାଖାପାଖି ୨.୧୦ ମିନିଟ୍‌ରେ ଅନୀଲ ସିଗାରେଟ୍‌ ଖୋଳରେ ଆଣିଥିବା ଲଙ୍କା ଗୁଣ୍ଡକୁ କେହି କିଛି ବୁଝିବା ଆଗରୁ କେଜ୍ରିୱାଲଙ୍କ ଉପରକୁ  ମାଡ଼ କରିଥିଲେ। ଏହାପରେ ସୃଷ୍ଟି ହୋଇଥିବା ଧସ୍ତାଧସ୍ତିରେ କେଜ୍ରିଙ୍କ ଚସମା ଭାଙ୍ଗି ଯାଇଥିବା ଜଣାପଡ଼ି।

ପୁଲିସ୍‌ ତୁରନ୍ତ ସେଠାରେ ପହଞ୍ଚି ଅନୀଲ କୁମାରଙ୍କୁ ଅଟକ ରଖି ପଚରା ଉଚରା କରିଛି। ଅନୀଲ କୁମାରଙ୍କ ବୟସ ୪୦ ଏବଂ ସେ ଦିଲ୍ଲୀର ନାରାୟଣ ନଗରରେ ରହୁଥିଲେ।

ଏହି ଘଟଣା ପରେ ଆପ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହା ପଛରେ ରାଜନୀତିକ ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ କରାଯାଇଛି। ଏଥିସହ ଦିଲ୍ଲୀ ପୁଲିସ୍‌ର ଅବହେଳା ପାଇଁ ଏଭଳି ଘଟିଲା ବୋଲି ଦଳ ପକ୍ଷରୁ କୁହାଯାଇଛି।

ତେବେ ପୁଲିସ୍‌ ଏ ସମ୍ପର୍କରେ କ’ଣ ପଦକ୍ଷେପ ନେଇଛି ତାହା ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story