ଡାକ୍ତରଖାନାରେ ନର୍ସଙ୍କୁ କାଶ୍ମୀର ସେଓ ସହ ତୁଳନା କରି ବିବାଦରେ ଆଶାରାମ

ନୂଆଦିଲ୍ଲୀ: ନାବାଳିକା ଯୌନ ଶୋଷଣ ମାମଲାରେ ଜେଲରେ ଥିବା ଆଶାରାମ ବାପୁ ଜଣେ ନର୍ସଙ୍କୁ କାଶ୍ମୀର ସେଓ ସହ ତୁଳନା କରି ବିବାଦରେ ଫସିଛନ୍ତି। ମେଡିକାଲ ଚେକ୍‌ଅପ୍‌ ଲାଗି ତାଙ୍କୁ ଯୋଧପୁରରୁ ଦିଲ୍ଲୀ ଏମସ୍‌ ହସ୍ପିଟାଲକୁ ଅଣାଯାଇଥିଲା। ଚେକ୍‌ଅପ୍‌ ପୂର୍ବରୁ ତାଙ୍କୁ ସକାଳ ଜଳଖିଆରେ ବ୍ରେଡ୍‌ ଓ ବଟର୍‌ ଦେବାକୁ ଜଣେ ନର୍ସ ଯାଇଥିଲେ। ଏହି ସମୟରେ ଆଶାରାମ ନର୍ସଙ୍କୁ ଦେଖି କହିଥିଲେ ତୁମେ ତ ବଟର୍‌ ପରି ଦିଶୁଛ, ପୁଣି ବଟର ଆଣିବା କ’ଣ ଦରକାର […]

asaram

asaram

Rakesh Mallick
  • Published: Monday, 26 September 2016
  • Updated: 26 September 2016, 12:56 PM IST

Sports

Latest News

ନୂଆଦିଲ୍ଲୀ: ନାବାଳିକା ଯୌନ ଶୋଷଣ ମାମଲାରେ ଜେଲରେ ଥିବା ଆଶାରାମ ବାପୁ ଜଣେ ନର୍ସଙ୍କୁ କାଶ୍ମୀର ସେଓ ସହ ତୁଳନା କରି ବିବାଦରେ ଫସିଛନ୍ତି। ମେଡିକାଲ ଚେକ୍‌ଅପ୍‌ ଲାଗି ତାଙ୍କୁ ଯୋଧପୁରରୁ ଦିଲ୍ଲୀ ଏମସ୍‌ ହସ୍ପିଟାଲକୁ ଅଣାଯାଇଥିଲା। ଚେକ୍‌ଅପ୍‌ ପୂର୍ବରୁ ତାଙ୍କୁ ସକାଳ ଜଳଖିଆରେ ବ୍ରେଡ୍‌ ଓ ବଟର୍‌ ଦେବାକୁ ଜଣେ ନର୍ସ ଯାଇଥିଲେ। ଏହି ସମୟରେ ଆଶାରାମ ନର୍ସଙ୍କୁ ଦେଖି କହିଥିଲେ ତୁମେ ତ ବଟର୍‌ ପରି ଦିଶୁଛ, ପୁଣି ବଟର ଆଣିବା କ’ଣ ଦରକାର ଥିଲା। ଏହାସହ ସେ ନର୍ସଙ୍କ ଗାଲକୁ କାଶ୍ମୀର ସେଓ ସହ ତୁଳନା କରିଥିଲେ। ଆଶାରାମଙ୍କଠାରୁ ଏପରି ବ୍ୟବହାର ପାଇବା ପରେ ନର୍ସ ଜଣଙ୍କ ତୁରନ୍ତ ଉକ୍ତ ସ୍ଥାନ ଛାଡି ଚାଲିଯାଇଥିଲେ।

ଏତିକିରେ ଆଶାରାମଙ୍କ ଦୌରାତ୍ମ୍ୟ କମି ନ ଥିଲା। ତାଙ୍କୁ ଚିକିତ୍ସା କରିବାକୁ ଆସିଥିବା ଡାକ୍ତରଙ୍କୁ ତାଙ୍କର ଯୁବାବସ୍ଥା ଫେରାଇ ଦେବାକୁ ସେ କହିଥିଲେ। ସେ କହିଥିଲେ,“୮୦ ବର୍ଷ ହୋଇ ଗଲାଣି, ବାର୍ଦ୍ଧକ୍ୟ ମାଡି ଆସିଲାଣି। ଡାକ୍ତର ବାବୁ ମୋର ଚିକିତ୍ସା କରି ପୁଣି ଥରେ ଯୁବାବସ୍ଥା ଫେରାଇ ଆଣ।”

ଏହାସହ ସେ ବାରମ୍ବାର ଭିଡିଓଗ୍ରାଫି କରିବାକୁ ମନା କରୁଥିବା ଯାଞ୍ଚ ଅଧିକାରୀ କହିଛନ୍ତି।

ନିକଟରେ ଆଶାରାମଙ୍କୁ ଯୋଧପୁରରୁ ଦିଲ୍ଲୀ ଅଣାଯିବା ବେଳେ ବିମାନରେ ମଧ୍ୟ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ୭୦ ସିଟ୍‌ ବିଶିଷ୍ଟ ବିମାନର ୩୫ ସିଟ୍‌ରେ ତାଙ୍କ ସମର୍ଥକ ବସିଥିଲେ। ବିମାନ ଟେକ୍‌ଅପ୍‌ କରିବା ପରେ ସେମାନେ ଆଶାରାମଙ୍କ ପାଦ ଛୁଇଁ ପ୍ରଣାମ କରିବା ସହ ଭଜନ କୀର୍ତ୍ତନ ଆରମ୍ଭ କରିଦେଇଥିଲେ। ଫଳରେ ବିମାନର ସନ୍ତୁଳନ ବିଗିଡି ଯାଇଥିଲା। ଫଳରେ ସିଟ୍‌ବେଲ୍ଟ ବାନ୍ଧି ବସିବାକୁ ପାଇଲଟ୍‌ ଯାତ୍ରୀମାନଙ୍କୁ ଅନୁରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story