ଅଶୋକ ଗେହଲଟ ହୋଇପାରନ୍ତି କଂଗ୍ରେସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ। ଦଳ ଏଥିପାଇଁ ଗେହଲଟଙ୍କୁ ପ୍ରସ୍ତୁତ ରହିବାକୁ କହିଥିବା ସୂଚନା ରହିଛି। ଅବଶ୍ୟ  ଏ ନେଇ କଂଗ୍ରେସ ତରଫରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନାହିଁ। ତେବେ ଦୁଇ ତିନି ଦିନ ମଧ୍ୟରେ  ଦଳର ନୂଆ ସଭାପତିଙ୍କ ନାମ ଘୋଷଣା ହେବ ବୋଲି ସୂଚନା ରହିଛି। ନୂଆ ସଭାପତି ନେହରୁ-ଗାନ୍ଧି ପରିବାର ବାହାରୁ ମନୋନୀତ ହେବେ ବୋଲି ଜଣାପଡ଼ିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ […]

ashok-gehlot

ashok-gehlot

Subhransu Sekhar
  • Published: Thursday, 20 June 2019
  • Updated: 20 June 2019, 08:59 AM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ। ଦଳ ଏଥିପାଇଁ ଗେହଲଟଙ୍କୁ ପ୍ରସ୍ତୁତ ରହିବାକୁ କହିଥିବା ସୂଚନା ରହିଛି। ଅବଶ୍ୟ  ଏ ନେଇ କଂଗ୍ରେସ ତରଫରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନାହିଁ। ତେବେ ଦୁଇ ତିନି ଦିନ ମଧ୍ୟରେ  ଦଳର ନୂଆ ସଭାପତିଙ୍କ ନାମ ଘୋଷଣା ହେବ ବୋଲି ସୂଚନା ରହିଛି। ନୂଆ ସଭାପତି ନେହରୁ-ଗାନ୍ଧି ପରିବାର ବାହାରୁ ମନୋନୀତ ହେବେ ବୋଲି ଜଣାପଡ଼ିଛି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ଗତକାଲି ରାହୁଲ ଗାନ୍ଧିଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ରାହୁଲ ଦଳର ଅଧ୍ୟକ୍ଷ ରୁହନ୍ତୁ ବୋଲି ସେ ଅନୁରୋଧ କରିଥିଲେ। କିନ୍ତୁ ରାହୁଲ ତାଙ୍କ ଜିଦରେ ଅଟଳ ରହିଥିବା ଜଣାପଡ଼ିଛି। ରାହୁଲଙ୍କ ମତରେ ନୂଆ ଅଧ୍ୟକ୍ଷ ପାଇବା ପରେ ହିଁ ଦଳ ଆଗକୁ ଯିବ। ତେଣୁ ଦଳର ଅଧ୍ୟକ୍ଷ ବଦଳିବା ଦରକାର ବୋଲି ସେ ।ରାହୁଲ ଗାନ୍ଧି ଏକଥା  ବି କହିଛନ୍ତି ଯେ  ଦଳର ଅଧ୍ୟକ୍ଷ ପଦବୀ ପାଇଁ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ନାମ ଆଲୋଚନା ନହେଉ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କଂଗ୍ରେସ ଦଳ ଉପରେ 'ବଂଶବାଦ ରାଜନୀତି'ର ଅଭିଯୋଗ ଆଣୁଛନ୍ତି। ତେଣୁ ଗାନ୍ଧି ପରିବାର ବାହାରୁ ନେତା ଗେହଲଟଙ୍କୁ ଦାୟିତ୍ୱ ଦେଇ କଂଗ୍ରେସ ବଂଶବାଦ ରାଜନୀତିରୁ ଓହରିବା ପାଇଁ ଚେଷ୍ଟା କରୁଛି ବୋଲି ଜଣାପଡ଼ିଛି।

କାହିଁକି ଗେହଲଟ?

  • ଗେହଲଟ ନେହରୁ-ଗାନ୍ଧି ପରିବାରର ଅତି ବିଶ୍ୱସ୍ତ ଏବଂ ଦଳର ଜଣେ ପୁରୁଖା ନେତା।। ତାଙ୍କର ସଂଗଠନ ଚଳାଇବାର ଦକ୍ଷତା ସାଙ୍ଗକୁ ଅଭିଜ୍ଞତା ମଧ୍ୟ ରହିଛି। ସେ ୨୦୧୭ରେ ଗୁଜରାଟ ବିଧାନସଭା ନିର୍ବାଚନର ଦାୟିତ୍ୱ ନେବା ପରେ ଦଳ ଭଲ ପ୍ରଦର୍ଶନ କରିଛି।
  • ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଭଲ ସମ୍ପର୍କ ରଖିଥିବାରୁ ଦଳ ଚଳାଇବାରେ ଅସୁବିଧା ହେବ ନାହିଁ ବୋଲି ଦଳର କୋର ଗ୍ରୁପ ଆଶା ରଖିଛି।
  • ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ରହିଛି। ତେଣୁ ଗେହଲଟଙ୍କୁ ଦଳର ଅଧ୍ୟକ୍ଷ ପଦବୀ ଦେଇ ପାଇଲଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ଚିନ୍ତା କରୁଛି। ଏଭଳି ହେଲେ ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦର ସମାଧନ ହୋଇପାରିବ ବୋଲି ଦଳର କୋର ଗ୍ରୁପ ଆକଳନ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story