ଭୂସ୍ଖଳନରୁ ୫୦ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ: ମିଆଁମାରରେ ଜାଡେ ମାଇନିଂର ଖାଦାନରେ ଭୂସ୍ଖଳନ ହୋଇଛି। ଏଥିରେ ୫୦ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ମୃତକ ମାନେ ଖାଦାନରେ କାମ କରୁଥିଲେ। ଏବେ ଆହୁରି ଅନେକ ମାଟି ତଳେ ରହିଯାଇଥିବା ସୂଚନା ରହିଛି। ମିଆଁମାରର କଚିନ ରାଜ୍ୟରେ ଥିବା ହପକାନ୍ତ ସହରରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ମିଆଁମାରର ସମୟ ଅନୁସାରେ ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଛି। ମୌସୁମୀ ଆସିଥିବାରୁ ମିଆଁମାରରେ ଅତ୍ୟଧିକ ବର୍ଷା ହୋଇଛି। ଏହି କାରଣରୁ […]

Myanmar-mine

Myanmar-mine

Subhransu Sekhar
  • Published: Thursday, 02 July 2020
  • Updated: 02 July 2020, 12:04 PM IST

Sports

Latest News

ନୂଆଦିଲ୍ଲୀ: ମିଆଁମାରରେ ଜାଡେ ମାଇନିଂର ଖାଦାନରେ ଭୂସ୍ଖଳନ ହୋଇଛି। ଏଥିରେ ୫୦ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ମୃତକ ମାନେ ଖାଦାନରେ କାମ କରୁଥିଲେ। ଏବେ ଆହୁରି ଅନେକ ମାଟି ତଳେ ରହିଯାଇଥିବା ସୂଚନା ରହିଛି। ମିଆଁମାରର କଚିନ ରାଜ୍ୟରେ ଥିବା ହପକାନ୍ତ ସହରରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।

ମିଆଁମାରର ସମୟ ଅନୁସାରେ ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଛି। ମୌସୁମୀ ଆସିଥିବାରୁ ମିଆଁମାରରେ ଅତ୍ୟଧିକ ବର୍ଷା ହୋଇଛି। ଏହି କାରଣରୁ ଭୂସ୍ଖଳନ ହୋଇଥିବା ଆକଳନ କରାଯାଉଛି। ଉଦ୍ଧରକାରୀ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story