ଅଟକିବନି ବାହାଘର: ମୋଦି ଦେଲେ ୫୦ ହଜାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବୁଲନ୍ଦ ସହର ଜଟାପୁର ଗ୍ରାମର ମନଜିତଙ୍କ ଦୁଇ ଭଉଣୀଙ୍କ ବିବାହ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପଠାଇଛନ୍ତି । ମନଜିତଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ୨୫ ଡିସେମ୍ୱର ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ସହାୟତା ମାଗିଥିଲେ।  ସେ ଯୌତୁକର ଏକ ତାଲିକା ପ୍ରସ୍ତୁତ କରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିଲେ। ଅନ୍ୟପକ୍ଷରେ ମନଜିତ ପେଶାରେ ଜଣେ ଅଧ୍ୟାପକ । ଦୁଇ ଭଉଣୀଙ୍କ ବିବାହ ପାଇଁ […]

narendra-modi

narendra-modi

Rakesh Mallick
  • Published: Saturday, 23 May 2015
  • Updated: 24 May 2015, 02:21 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବୁଲନ୍ଦ ସହର ଜଟାପୁର ଗ୍ରାମର ମନଜିତଙ୍କ ଦୁଇ ଭଉଣୀଙ୍କ ବିବାହ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପଠାଇଛନ୍ତି । ମନଜିତଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ୨୫ ଡିସେମ୍ୱର ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ସହାୟତା ମାଗିଥିଲେ।  ସେ ଯୌତୁକର ଏକ ତାଲିକା ପ୍ରସ୍ତୁତ କରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିଲେ। ଅନ୍ୟପକ୍ଷରେ ମନଜିତ ପେଶାରେ ଜଣେ ଅଧ୍ୟାପକ । ଦୁଇ ଭଉଣୀଙ୍କ ବିବାହ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ କରିବାରେ ବିଫଳ ହେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ।

ଚିଠି ପାଇବା ପରେ ୫ ଜାନୁଆରୀରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କୁ ମନଜିତଙ୍କ ପରିବାରର ଆର୍ଥିକ ଅବସ୍ଥା ସମ୍ପର୍କରେ ବୁଝିବା ପାଇଁ କୁହାଯାଇଥିଲା । ଏହାପରେ ଜିଲ୍ଳା ପ୍ରଶାସନ ମନଜିତଙ୍କ ଆର୍ଥିକ ଅବସ୍ଥା ସମ୍ପର୍କରେ ବୁଝି ଏକ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମନଜିତଙ୍କ ପରିବାରକୁ ୫୦ ହଜାର ଟଙ୍କା ପଠାଯିବା ସହ ଦୁଇ ଭଉଣୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛାର ଏକ ପତ୍ର ପଠାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story