ୱେବ୍‌ ସାଇଟ୍‌ରୁ ଜଣାପଡ଼ିବ କେଉଁ ଏଟିଏମ୍‌ରେ ଅଛି ଟଙ୍କା

ନୂଆଦିଲ୍ଲୀ: ପୁରୁଣା ଟଙ୍କା ପ୍ରଚଳନ ବନ୍ଦ ହେବାର ଛଅ ଦିନ ବିତି ଯାଇଥିଲେ ମଧ୍ୟ ଏଟିଏମ୍ କାଉଣ୍ଟରରେ ଭିଡ଼ ପୂର୍ବ ପରି ଲାଗି ରହୁଛି। ଅନେକ ସ୍ଥାନରେ ଟଙ୍କା ଅଭାବ ନେଇ ଏଟିଏମ୍‌ କାଉଣ୍ଟର ମଧ୍ୟ ବନ୍ଦ ରହୁଛି। ତେବେ କାଉଣ୍ଟରକୁ ଯିବା ପୂର୍ବରୁ ଟଙ୍କାର ଉପଲବ୍ଧି ସଂପର୍କରେ ସିଏମ୍‌ଏସ୍‌ (କ୍ୟାସ୍‌ ମ୍ୟାନେଜମେଣ୍ଟ ଆଣ୍ଡ ସଲ୍ୟୁସନ୍ ଫର୍ମ) ତରଫରୁ www.cms.com ନାମକ ଏକ ୱେବ୍‌ସାଇଟ୍‌ ଜାରି କରାଯାଇଛି। ଏହି ୱେବସାଇଟକୁ ଯାଇ ନିଜ ରାଜ୍ୟ ଓ ସହର […]

cms_moss_

cms_moss_

Rakesh Mallick
  • Published: Tuesday, 15 November 2016
  • Updated: 15 November 2016, 02:32 PM IST

Sports

Latest News

ନୂଆଦିଲ୍ଲୀ: ପୁରୁଣା ଟଙ୍କା ପ୍ରଚଳନ ବନ୍ଦ ହେବାର ଛଅ ଦିନ ବିତି ଯାଇଥିଲେ ମଧ୍ୟ ଏଟିଏମ୍ କାଉଣ୍ଟରରେ ଭିଡ଼ ପୂର୍ବ ପରି ଲାଗି ରହୁଛି। ଅନେକ ସ୍ଥାନରେ ଟଙ୍କା ଅଭାବ ନେଇ ଏଟିଏମ୍‌ କାଉଣ୍ଟର ମଧ୍ୟ ବନ୍ଦ ରହୁଛି। ତେବେ କାଉଣ୍ଟରକୁ ଯିବା ପୂର୍ବରୁ ଟଙ୍କାର ଉପଲବ୍ଧି ସଂପର୍କରେ ସିଏମ୍‌ଏସ୍‌ (କ୍ୟାସ୍‌ ମ୍ୟାନେଜମେଣ୍ଟ ଆଣ୍ଡ ସଲ୍ୟୁସନ୍ ଫର୍ମ) ତରଫରୁ www.cms.com ନାମକ ଏକ ୱେବ୍‌ସାଇଟ୍‌ ଜାରି କରାଯାଇଛି। ଏହି ୱେବସାଇଟକୁ ଯାଇ ନିଜ ରାଜ୍ୟ ଓ ସହର ନାମ ଲେଖିବା ପରେ ଆପଣ ନିଜ ସହରର କେଉଁ ଏଟିଏମ୍‌ କାଉଣ୍ଟରରେ ଟଙ୍କା ରହିଛି ସେ ସଂପର୍କରେ ସହଜରେ ଜାଣି ପାରିବେ।

ଏହି ୱେବ ପେଜରେ ବଡ଼ ବଡ଼ ବ୍ୟାଙ୍କର ସୂଚନା ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story