ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟରେ ‘ତ୍ରୁଟି’ ଅଛି କହିଲେ ଯଶଓ୍ୱନ୍ତ ସିହ୍ନା

ମୁମ୍ୱାଇ: ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟରେ ‘ତ୍ରୁଟି’ ରହିଛି। ପୂର୍ବତନ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା ଏହା କହିଛନ୍ତି। ମୁସଲିମ ସାହିତ୍ୟ ଉତ୍ସବରେ ଉଦବୋଧନ ଦେଇ ସେ ଏହା କହିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ରାୟ ସବୁଠୁ ଉପରେ। ଏହାକୁ ଗ୍ରହଣ କରି ପୂର୍ବ କଥା ଭୁଲିଯିବା ଉଚିତ ବୋଲି ଆହ୍ୱାନ କରିଛନ୍ତି। ନଭେମ୍ୱର ୯ରେ ସୁପ୍ରିମ କୋର୍ଟ ଅଯୋଧ୍ୟା ବିବାଦୀୟ ୨.୭୭ ଏକର ଜମିକୁ ନେଇ ରାୟ ଶୁଣାଇଥିଲେ। ତିନି ପକ୍ଷ ଏହି […]

yashwant-sinha

yashwant-sinha

Subhransu Sekhar
  • Published: Monday, 18 November 2019
  • Updated: 18 November 2019, 01:15 PM IST

Sports

Latest News

ମୁମ୍ୱାଇ: ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟରେ ‘ତ୍ରୁଟି’ ରହିଛି। ପୂର୍ବତନ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା ଏହା କହିଛନ୍ତି। ମୁସଲିମ ସାହିତ୍ୟ ଉତ୍ସବରେ ଉଦବୋଧନ ଦେଇ ସେ ଏହା କହିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ରାୟ ସବୁଠୁ ଉପରେ। ଏହାକୁ ଗ୍ରହଣ କରି ପୂର୍ବ କଥା ଭୁଲିଯିବା ଉଚିତ ବୋଲି ଆହ୍ୱାନ କରିଛନ୍ତି।

ନଭେମ୍ୱର ୯ରେ ସୁପ୍ରିମ କୋର୍ଟ ଅଯୋଧ୍ୟା ବିବାଦୀୟ ୨.୭୭ ଏକର ଜମିକୁ ନେଇ ରାୟ ଶୁଣାଇଥିଲେ। ତିନି ପକ୍ଷ ଏହି ବିବାଦୀୟ ଜମିକୁ ନେଇ ଆବଦେନ କରିଥିଲେ। ହେଲେ ରାମ ଜନ୍ମଭୂମି ନ୍ୟାସକୁ ଏହି ଜମିକୁ ହସ୍ତାନ୍ତର କରିଥିଲେ ସୁପ୍ରିମକୋର୍ଟ। ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ୫ ଏକର ଜମି ମୁସଲିମ ପକ୍ଷଙ୍କୁ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ସୁପ୍ରିମକୋର୍ଟଙ୍କ ଏହା ରାୟର ପୁନର୍ବିଚାର ପାଇଁ ଆବେଦନ କରିବ ବୋଲି ଘୋଷଣା କରିଛି। ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ନେବା ପାଇଁ ମନା କରିଛି ବୋର୍ଡ଼।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ଏହି ରାୟକୁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ସମେତ ଦେଶବାସୀ ସ୍ୱାଗତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ସବୁଠୁ ଭଲ ବୋଲି ମଧ୍ୟ ଅନେକ ଧର୍ମଗୁରୁ ମଧ୍ୟ ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story