ଆଝାରୁଦ୍ଦିନ ହେଲେ ତେଲେଙ୍ଗାନା କଂଗ୍ରେସର ସଭାପତି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ରାଜନୀତିକ କ୍ୟାରିୟର ପୁଣିଥରେ ଆରମ୍ଭ ହୋଇଛି। ୨୦୧୪ ଲୋକସଭା ନିର୍ବାଚନରେ ହାରିବା ପରେ ଆଝାରୁଦ୍ଦିନଙ୍କ ରାଜନୀତିକ ଇନିଂସ୍‌ ଏକ ପ୍ରକାରର ଠପ୍‌ ହୋଇଯାଇଥିଲା। କିନ୍ତୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତାଙ୍କୁ ରାଜ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛି। ଆଝାରୁଦ୍ଦିନଙ୍କ ନିର୍ଦ୍ଦେଶରେ ଏବେ କଂଗ୍ରେସ ତେଲେଙ୍ଗାନା ନିର୍ବାଚନ ବୈତରଣୀ ପାର ହେବାକୁ ନଜର ରଖିଛି। କିଛିଦିନ ହେଲା କଂଗ୍ରେସ ଉପରେ ଆଝାରୁଦ୍ଦିନ ଖୁସି ନଥିବା […]

j

j

Hemant Lenka
  • Published: Friday, 30 November 2018
  • Updated: 01 December 2018, 02:55 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ରାଜନୀତିକ କ୍ୟାରିୟର ପୁଣିଥରେ ଆରମ୍ଭ ହୋଇଛି। ୨୦୧୪ ଲୋକସଭା ନିର୍ବାଚନରେ ହାରିବା ପରେ ଆଝାରୁଦ୍ଦିନଙ୍କ ରାଜନୀତିକ ଇନିଂସ୍‌ ଏକ ପ୍ରକାରର ଠପ୍‌ ହୋଇଯାଇଥିଲା।

କିନ୍ତୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତାଙ୍କୁ ରାଜ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛି। ଆଝାରୁଦ୍ଦିନଙ୍କ ନିର୍ଦ୍ଦେଶରେ ଏବେ କଂଗ୍ରେସ ତେଲେଙ୍ଗାନା ନିର୍ବାଚନ ବୈତରଣୀ ପାର ହେବାକୁ ନଜର ରଖିଛି।

କିଛିଦିନ ହେଲା କଂଗ୍ରେସ ଉପରେ ଆଝାରୁଦ୍ଦିନ ଖୁସି ନଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ କଂଗ୍ରେସ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ ଖେଳିଥିବା କୁହାଯାଉଛି।
୨୦୦୯ରେ ଆଝାରୁଦ୍ଦିନ ଉତ୍ତର ପ୍ରଦେଶର ମୋରଦାବାଦରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ ସେ ରାଜସ୍ଥାନର ଟୋଙ୍କ ସାୱାଇ ମାଧପୋରରୁ ପ୍ରାର୍ଥୀ ହୋଇଥିବା ବେଳେ ପରାସ୍ତ ହୋଇଥିଲେ।

ଆଝାରୁଦ୍ଦିନଙ୍କ ବ୍ୟତୀତ ବିଏମ୍‌ ବିନୋଦ କୁମାର ଓ ଜାଫର ଜାଭେଦଙ୍କୁ କଂଗ୍ରେସ ରାଜ୍ୟର ଉପସଭାପତି ଭାବେ ଦାୟିତ୍ୱ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story