ପାଗ ସୁଧୁରିବା ପରେ ଆରମ୍ଭ ହେଲା ନିଖୋଜ ବିମାନ ଖୋଜା

ଇଟାନଗର: ଆଜି ପାଣିପାଗରେ ସୁଧାର ଆସିବା ପରେ ସୋମବାର ଅରୁଣାଚଳ ପ୍ରଦେଶରେ ନିଖୋଜ ହୋଇଥିବା ବିମାନକୁ ଖୋଜିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଛି। ଏହା ପୂର୍ବରୁ ପାଗ ଖରାପ ଥିବାରୁ ଆକଶମାର୍ଗରୁ ଖୋଜିବା କଷ୍ଟକର ହୋଇପଡ଼ିଥିଲା। ୱିଙ୍ଗ କମାଣ୍ଡର ରତ୍ନାକର ସିଂହଙ୍କ କହିବା ଅନୁଯାୟୀ, ଏକ ସି୧୩୦ଜେ ୪ଇଞ୍ଜିନ୍‌ ଏୟାରକ୍ରାଫ୍ଟ, ଏକ ସିଖୋଇ ସୁ-୩୦, ୨ଟି ଏମ୍‌ଆଇ-୧୭ ହେଲିକପ୍ଟର ଏବଂ ୨ ଟି ଆଧୁନିକ ହାଲକା ହେଲିକପ୍ଟର ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଆହୁରି ମଧ୍ୟ ସ୍ଥଳଭାଗରେ […]

flight

flight

Subrat Kumar Nayak
  • Published: Wednesday, 05 June 2019
  • Updated: 05 June 2019, 09:51 PM IST

Sports

Latest News

ଇଟାନଗର: ଆଜି ପାଣିପାଗରେ ସୁଧାର ଆସିବା ପରେ ସୋମବାର ଅରୁଣାଚଳ ପ୍ରଦେଶରେ ନିଖୋଜ ହୋଇଥିବା ବିମାନକୁ ଖୋଜିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଛି। ଏହା ପୂର୍ବରୁ ପାଗ ଖରାପ ଥିବାରୁ ଆକଶମାର୍ଗରୁ ଖୋଜିବା କଷ୍ଟକର ହୋଇପଡ଼ିଥିଲା।

ୱିଙ୍ଗ କମାଣ୍ଡର ରତ୍ନାକର ସିଂହଙ୍କ କହିବା ଅନୁଯାୟୀ, ଏକ ସି୧୩୦ଜେ ୪ଇଞ୍ଜିନ୍‌ ଏୟାରକ୍ରାଫ୍ଟ, ଏକ ସିଖୋଇ ସୁ-୩୦, ୨ଟି ଏମ୍‌ଆଇ-୧୭ ହେଲିକପ୍ଟର ଏବଂ ୨ ଟି ଆଧୁନିକ ହାଲକା ହେଲିକପ୍ଟର ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଆହୁରି ମଧ୍ୟ ସ୍ଥଳଭାଗରେ ସେନା, ଇଣ୍ଡ-ତିବ୍ବତୀୟ ପୁଲିସ୍‌ ଏବଂ ଅରୁଣାଚଳ ପୁଲିସ୍‌ ଏହି ଅଞ୍ଚଳରେ ବିମାନ ଖୋଜୁଛନ୍ତି। ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟ ପୂରା ଦମ୍‌ରେ ସହାୟତାରେ ସହଯୋଗ କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story