ପରଲୋକରେ ବିଶ୍ୱର ସବୁଠାରୁ ଦୀର୍ଘାୟୁ ପ୍ରଧାନମନ୍ତ୍ରୀ

ମନାମା: ବାହାରିନର ପ୍ରଧାନମନ୍ତ୍ରୀ ତଥା ବିଶ୍ୱର ସବୁଠାରୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପ୍ରିନ୍ସ ଖଲିଫା ବିନ୍‌ ସଲମାନ ଅଲ ଖଲିଫାଙ୍କ ଆଜି ଦେହାନ୍ତ ହୋଇଛି। ସେ ୧୯୭୧ ମସିହା ଅର୍ଥାତ ବାହାରିନ ସ୍ୱାଧୀନତା ପାଇବା ଠାରୁ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ମୃତ୍ୟୁ ବେଳକୁ ୮୪ ବର୍ଷ ବୟସ ହୋଇଥିଲା। ଆଜି ଆମେରିକାର ମେୟୋ କ୍ଲିନିକ ହସ୍ପିଟାଲରେ ପ୍ରିନ୍ସ ଖଲିଫାଙ୍କ ଦେହାନ୍ତ ହୋଇଛି। ଏବେ ତାଙ୍କ ପାର୍ଥିବ ଶରୀର ବାହାରିନ ଆସିବା ପରେ ଅନ୍ତିମ […]

gh

gh

Hemant Lenka
  • Published: Wednesday, 11 November 2020
  • Updated: 11 November 2020, 06:02 PM IST

Sports

Latest News

ମନାମା: ବାହାରିନର ପ୍ରଧାନମନ୍ତ୍ରୀ ତଥା ବିଶ୍ୱର ସବୁଠାରୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପ୍ରିନ୍ସ ଖଲିଫା ବିନ୍‌ ସଲମାନ ଅଲ ଖଲିଫାଙ୍କ ଆଜି ଦେହାନ୍ତ ହୋଇଛି। ସେ ୧୯୭୧ ମସିହା ଅର୍ଥାତ ବାହାରିନ ସ୍ୱାଧୀନତା ପାଇବା ଠାରୁ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ମୃତ୍ୟୁ ବେଳକୁ ୮୪ ବର୍ଷ ବୟସ ହୋଇଥିଲା।

ଆଜି ଆମେରିକାର ମେୟୋ କ୍ଲିନିକ ହସ୍ପିଟାଲରେ ପ୍ରିନ୍ସ ଖଲିଫାଙ୍କ ଦେହାନ୍ତ ହୋଇଛି। ଏବେ ତାଙ୍କ ପାର୍ଥିବ ଶରୀର ବାହାରିନ ଆସିବା ପରେ ଅନ୍ତିମ ସଂସ୍କାର କରାଯିବ। ପ୍ରିନ୍ସ ଖଲିଫାଙ୍କ ଦେହାନ୍ତ ଯୋଗୁ ଦେଶରେ ୩ ଦିନିଆ ଛୁଟି ଘୋଷଣା କରାଯାଇଛି। ସେହିପରି ୭ ଦିନ ଯାଏ ଦେଶର ପତାକା ପ୍ରିନ୍ସ ଖଲିଫାଙ୍କ ସମ୍ମାନରେ ଅର୍ଦ୍ଧନର୍ମିତ ହୋଇ ରହିବ।

ପ୍ରିନ୍ସ ଖଲିଫା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ବିବାଦରେ ଫସିଛନ୍ତି। ତାଙ୍କୁ ଶିହେଟ ସଂପ୍ରଦାୟ ଆଦୌ ପସନ୍ଦ କରନ୍ତି ନାହିଁ। ୨୦୧୧ରେ ଶିହେଟ ନେତୃତ୍ୱାଧୀନ ଆନ୍ଦୋଳନ ମନାମାର ପର୍ଲସ ଛକକୁ ଅକ୍ତିଆର କରି ନେଇଥିଲା। ଏହି ସମୟରେ ସେମାନେ ପ୍ରିନ୍ସ ଖଲିଫା ଗାଦି ଛାଡ଼ନ୍ତୁ ବୋଲି ଦାବି କରିଥିଲେ। ତେବେ ସାଉଦି ସୁରକ୍ଷାକର୍ମୀଙ୍କ ସହାୟତାରେ ଆନ୍ଦୋଳନକାରୀ ଆକ୍ରମଣ କରି ହଟାଇ ଦିଆଯାଇଥିଲା। ସେ ବାହାରିନର ଅର୍ଥନୀତି ଓ ରାଜନୀତିକ ବ୍ୟାପାର ନିଷ୍ପତ୍ତିରେ ଦୀର୍ଘ ୩ ଦଶନ୍ଧି ଧରି ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

୧୯୩୫ ମସିହା ନଭେମ୍ବର ୨୪ରେ ଜନ୍ମ ଗ୍ରହଣ କରିଥିବା ପ୍ରିନ୍ସ ଖଲିଫା ୭ ବର୍ଷ ବୟସରୁ ହିଁ ତାଙ୍କ ବାପାଙ୍କ ରୟାଲ କୋର୍ଟରେ ଯୋଗଦେଉ ଥିଲେ। ୧୯୭୦ରେ ଷ୍ଟେଟ କାଉନସିଲର ମୁଖ୍ୟ ହୋଇଥିଲେ ପ୍ରିନ୍ସ ଖଲିଫା। ଏହା ସ୍ୱାଧୀନତା ପରେ କାଉନସିଲ ଅଫ ମିନିଷ୍ଟର୍‌ରେ ପରିଣତ ହୋଇଥିଲା ଓ ୧୯୭୧ରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story