ବାଲାକୋଟ୍‌: ପାକିସ୍ତାନର ମୁଖା ଖୋଲିଲେ ବିଦେଶୀ ସାମ୍ବାଦିକ

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟ୍‌ଠାରେ ଭାରତୀୟ ବାୟୁସେନାର ଆକ୍ରମଣରେ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି ଜଣେ ଫ୍ରାନ୍‌ସେସ୍କା ମ୍ୟାରିନୋ ନାମକ ଜଣେ ଇଟାଲୀୟ ସାମ୍ବାଦିକ। ମୃତ ଆତଙ୍କବାଦୀଙ୍କ ସଂଖ୍ୟା ପ୍ରାୟ ୧୭୦ ବୋଲି ସେ କହିଛନ୍ତି। ଏତଦ୍‌ବ୍ୟତୀତ ଏହି ଘଟଣାକୁ ନେଇ ପାକିସ୍ତାନ ସମଗ୍ର ବିଶ୍ୱକୁ ଭୁଆଁ ବୁଲାଇବାର ଯେତେ ପ୍ରୟାସ କରିଲେ ମଧ୍ୟ ପାକିସ୍ତାନର ପ୍ରଭୂତ କ୍ଷୟକ୍ଷତି ହୋଇଥିବା ସତ ବୋଲି ସେ କହିଛନ୍ତି। ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ସୀମା ସେପଟେ […]

balakot

balakot

Subrat Kumar Nayak
  • Published: Wednesday, 08 May 2019
  • Updated: 08 May 2019, 06:45 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟ୍‌ଠାରେ ଭାରତୀୟ ବାୟୁସେନାର ଆକ୍ରମଣରେ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି ଜଣେ ଫ୍ରାନ୍‌ସେସ୍କା ମ୍ୟାରିନୋ ନାମକ ଜଣେ ଇଟାଲୀୟ ସାମ୍ବାଦିକ। ମୃତ ଆତଙ୍କବାଦୀଙ୍କ ସଂଖ୍ୟା ପ୍ରାୟ ୧୭୦ ବୋଲି ସେ କହିଛନ୍ତି। ଏତଦ୍‌ବ୍ୟତୀତ ଏହି ଘଟଣାକୁ ନେଇ ପାକିସ୍ତାନ ସମଗ୍ର ବିଶ୍ୱକୁ ଭୁଆଁ ବୁଲାଇବାର ଯେତେ ପ୍ରୟାସ କରିଲେ ମଧ୍ୟ ପାକିସ୍ତାନର ପ୍ରଭୂତ କ୍ଷୟକ୍ଷତି ହୋଇଥିବା ସତ ବୋଲି ସେ କହିଛନ୍ତି।

ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ସୀମା ସେପଟେ ପ୍ରସ୍ତୁତି ଚଲାଇଥିବା ଜୈଶ୍‌ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଗତ ଫେବୃଆରୀ ୨୬ ତାରିଖରେ ପାକିସ୍ତାନ ଆକାଶରେ ଗର୍ଜିଥିଲା ଭାରତୀୟ ବାୟୁସେନା। ଏହା ପୂର୍ବରୁ ସେହିମାସ ୧୪ ତାରିଖରେ ହିଁ ଜୈଶ୍‌ ସଂଘଟିତ ଏକ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହାର ପ୍ରତିଶୋଧ ସ୍ୱରୂପ ହିଁ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା ଯେଉଁଥିରେ ୨୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିପାତ ହୋଇଥିବା ଚର୍ଚ୍ଚା ହୋଇଥିଲା।

ପାକିସ୍ତାନ ଏହାକୁ ଅସ୍ୱୀକାର କରିବା ସହ ଆକ୍ରମଣସ୍ଥଳୀକୁ କାହାରିକୁ ମଧ୍ୟ ଛଡ଼ାଯାଉନଥିଲା। ଏପରିକି ବିଶ୍ୱସ୍ତରରେ ନିଜକୁ ଠିକ୍‌ ଦର୍ଶାଇବା ପାଇଁ କିଛି ବିଦେଶୀ ସାମ୍ବାଦିକଙ୍କୁ ଏଭଳି କିଛି ସ୍ଥାନ ନିଆଯାଇଥିଲା ଯେଉଁଠାରେ ଆକ୍ରମଣର କିଛି ଟେର୍‌ ନଥିଲା।

କିନ୍ତୁ ବର୍ତ୍ତମାନ ବିଦେଶୀ ସାମ୍ବାଦିକ ବାଲାକୋଟ୍‌ ବଦ୍‌ଲାରେ ଭୟାବହତା ବାବଦରେ ତଥ୍ୟ ରଖିବା ପାକିସ୍ତାନର ମୁଖା ଖୋଲିଯାଇଛି। ସେ କହିଛନ୍ତି, ପାକିସ୍ତାନ ଦୀର୍ଘ ଦିନ ଧରି ମିଛ କହିଆସୁଛି ଯେ, ଏହି ଆକ୍ରମଣରେ କିଛି ମଧ୍ୟ ଜନଜୀବନ କ୍ଷୟକ୍ଷତି ହୋଇନି। ଏହି ଦେଶ ଆରମ୍ଭରୁ ମିଛ କହିଥିବାରୁ ବର୍ତ୍ତମାନ ମଧ୍ୟ ତାହା ଚାଲୁ ରଖିଛି ବୋଲି ସେ କହିଛନ୍ତି।

ମ୍ୟାରିନୋ ଏହି ଅବସରରେ କହିଛନ୍ତି, ଜୈଶ୍‌ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର ଆକ୍ରମଣକୁ ନେଇ ପାକିସ୍ତାନ ବିଶ୍ୱକୁ ଠକି ଆସୁଥିଲେ ମଧ୍ୟ ଫେବୃଆରୀ ୨୬ର ସେହି କେତେଘଣ୍ଟା ବାବଦରେ ମୋ ପାଖରେ ତଥ୍ୟ ରହିଛି ଏବଂ ଏହାପରେ ମୁଁ ଏହି ଘଟଣାକୁ ଲଗାତାର ଅନୁସରଣ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଆକାଶମାର୍ଗରୁ ଆକ୍ରମଣ କରି ଭାରତୀୟ ସୀମା ସେପଟକୁ ଫେରିଯିବାର ଅଢ଼େଇ ଘଣ୍ଟା ପରେ ଅର୍ଥାତ ସକାଳ ୬ଟା ବେଳକୁ ଶିଙ୍କିଆରୀ ବେସ୍‌ କ୍ୟାମ୍ପରୁ କିଛି ପାକିସ୍ତାନ ଯବାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆହତମାନଙ୍କୁ ସେନା କ୍ୟାମ୍ପ ନିକଟରେ ଥିବା ହରକର-ଉଲ୍‌-ମୁଜାହିଦ୍ଦୀନ କ୍ୟାମ୍ପକୁ ନିଆଯାଥିଲା। ସେଠାରେ ସେନା ଡାକ୍ତର ସେମାନଙ୍କର ଚିକିତ୍ସା କରିଥିଲେ।

ବିଶେଷ ସୂତ୍ରରୁ ସେ ଜାଣିବାକୁ ପାଇଛନ୍ତି, ଏଥିରେ ୪୫ ଜଣ ଆହତ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ୨୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ହିଁ ପ୍ରାଣ ହରାଇଥିଲେ। ଯେଉଁମାନେ ମଧ୍ୟ ଠିକ୍‌ ହୋଇଯାଇଛନ୍ତି ସେମାନଙ୍କୁ ବାହାରକୁ ଛଡ଼ାନଯାଇ ପାକିସ୍ତାନ ସେନାର ହେପାଯତରେ ରଖାଯାଇଛି। ପାକିସ୍ତାନର କିଛି ନିର୍ଭରଯୋଗ୍ୟ ସୂତ୍ରରୁ ସେ ଏହି ତଥ୍ୟ ପାଇଥିବା କହିଛନ୍ତି।
ମୋଟ ମୃତ ଆତଙ୍କବାଦୀଙ୍କ ସଂଖ୍ୟା ୧୩୦ରୁ ୧୭୦ ମଧ୍ୟରେ ହେବ ବୋଲି ସେ କହିଛନ୍ତି। ସେମାନଙ୍କ ମଧ୍ୟରେ ୧୧ ଜଣ ଟ୍ରେନର ମଧ୍ୟ ଥିଲେ। ଏହି ଘଟଣାପରେ ମୃତ ଆତଙ୍କବାଦୀଙ୍କ ପରିବାରକୁ ଜୈଶ୍‌ ପକ୍ଷରୁ ଟଙ୍କା ଯଚାଯାଇଛି ଯାହାଫଳରେ ସେମାନେ ଏହି ଘଟଣା ବାବଦରେ ଚୁପ୍‌ ରହିବେ। ଘଟଣାସ୍ଥଳ ବର୍ତ୍ତମାନ ମଧ୍ୟ ପାକିସ୍ତାନର କବ୍‌ଜାରେ ଅଛି ଏବଂ ସେଠାକୁ ସ୍ଥାନୀୟ ପୁଲିସ୍‌କୁ ମଧ୍ୟ ଛଡ଼ାଯାଉନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story