ବାନ୍ଦୀପୁରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ପାକିସ୍ତାନର ଅନୁପ୍ରବେଶ ଥମିବାର ନା ଧରୁନି। ରାଜ୍ୟର ବାନ୍ଦୀପୁରା ଜିଲ୍ଲାରେ ଆଜି ସକାଳୁ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଛି। ଗୁଳିବିନିମୟ ସମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ସୁରକ୍ଷାକର୍ମୀଙ୍କ ଏହି ଅପରେସନ ଏବେ ପର୍ଯ୍ୟନ୍ତ ଜାରି ରହିଛି।

bandipur-war

Rakesh Mallick
  • Published: Thursday, 22 September 2016
  • , Updated: 22 September 2016, 02:45 PM IST

Related story