ଜୁନ୍‌ ମାସରେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଚଳିତ ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ କାମ କରିବାର ଅଛି, ତେବେ କେଉଁ ସବୁ ଦିନ ବ୍ୟାଙ୍କ ବନ୍ଦ ରହିବ ତାହା ନିଶ୍ଚୟ ଜାଣିବା ଦରକାର। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ)ର ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ମାସରେ ୬ ଦିନ ବ୍ୟାଙ୍କ ଛୁଟି ରହିବ। ଆସନ୍ତୁ ଜାଣିବା କେଉଁ କେଉଁ ଦିନରେ ବ୍ୟାଙ୍କ ବନ୍ଦ ରହିବ। ୫ ଜୁନ୍‌- ଇନ୍‌-ଉଲ୍‌-ଫିତର ପାଇଁ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। […]

sbi

sbi

Subrat Kumar Nayak
  • Published: Tuesday, 04 June 2019
  • Updated: 04 June 2019, 08:34 PM IST

Sports

Latest News

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଚଳିତ ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ କାମ କରିବାର ଅଛି, ତେବେ କେଉଁ ସବୁ ଦିନ ବ୍ୟାଙ୍କ ବନ୍ଦ ରହିବ ତାହା ନିଶ୍ଚୟ ଜାଣିବା ଦରକାର। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ)ର ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ମାସରେ ୬ ଦିନ ବ୍ୟାଙ୍କ ଛୁଟି ରହିବ। ଆସନ୍ତୁ ଜାଣିବା କେଉଁ କେଉଁ ଦିନରେ ବ୍ୟାଙ୍କ ବନ୍ଦ ରହିବ।

୫ ଜୁନ୍‌- ଇନ୍‌-ଉଲ୍‌-ଫିତର ପାଇଁ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

୬ ଜୁନ୍‌- ମହାରାଣା ପ୍ରତାପ ଜୟନ୍ତୀ ପାଇଁ କେବଳ ହିମାଚଳ ପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ।

୮ ଜୁନ୍‌- ସମସ୍ତ ରାଜ୍ୟରେ ଦ୍ୱିତୀୟ ଶନିବାର ବ୍ୟାଙ୍କ ବନ୍ଦ ରହିବ।

୧୫ ଜୁନ୍‌- ୱାଇଏମ୍‌ଏ ଡେ’ ପାଇଁ ମିଜୋରାମରେ ବ୍ୟାଙ୍କ ବନ୍ଦ ରହିବ।

୧୭ ଜୁନ୍‌- ଏହି ଦିନ ସିକ୍କିମ୍‌ରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

୨୨ ଜୁନ୍‌ - ଚତୁର୍ଥ ଶନିବାର କାରଣରୁ ଏହି ଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

ଏସବୁ ବ୍ୟତୀତ ବିଭିନ୍ନ ରାଜ୍ୟରେ କିଛି ସ୍ୱତନ୍ତ୍ର ଦିନରେ ବ୍ୟାଙ୍କ ବନ୍ଦ ରହିବ। ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଜୁନ୍‌ ୧୫ ରଜ ସଂକ୍ରାନ୍ତି ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଏହାର ପର ଦିନ ରବିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ। କିଛି ବ୍ୟାଙ୍କ ଶୀତଳ ଷଷ୍ଠୀ ପାଇଁ ୯ ତାରିଖରେ ମଧ୍ୟ ବ୍ୟାଙ୍କ ବନ୍ଦ ରଖିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story