ପୂର୍ବତନ ଡିଜି ବଂଶଲ ଓ ତାଙ୍କ ପୁଅଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଲାଞ୍ଚ ନେବା ଅଭିଯୋଗରେ ଫସିଥିବା କର୍ପୋରେଟ ମାମଲାର ପୂର୍ବତନ ମହାନିର୍ଦ୍ଦେଶକ ବି.କେ. ବଂଶଲ ଓ ତାଙ୍କ ପୁଅ ଆଜି ଆତ୍ମହତ୍ୟା କରିଛନ୍ତି। ଉଭୟ ବାପ, ପୁଅ ଦିଲ୍ଲୀସ୍ଥିତ ନିଜ ବାସଭବନରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଲାଞ୍ଚ ନେବା ଅଭିଯୋଗରେ ବଂଶଲ ଗିରଫ ହେବା ପରେ ଗତମାସ ତାଙ୍କ ପତ୍ନୀ ଓ ଝିଅ ଆତ୍ମହତ୍ୟା କରିଦେଇଥିଲେ।

ଲାଞ୍ଚ ନେବା ନେଉଥିବା ସମୟରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ବଂଶଲଙ୍କ ସହିତ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଜୁଲାଇ ୧୭ ତାରିଖରେ ବଂଶଲଙ୍କୁ ପଟିଆଲା ହାଉସ୍‌ କୋର୍ଟ ଜାମିନ ଦେଇଥିଲେ।

ଆହୁରି ପଢ଼ନ୍ତୁ

ଚାଇନାର ଦାବି, କୁକୁଡାରେ ରହିଛି କରୋନା ଭାଇରସ!

ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀର ଦାମ, ମୁଦ୍ରାସ୍ଫୀତି ହାର ୬.୯୩ ପ୍ରତିଶତ ବୃଦ୍ଧି

ବିଧାନସଭାରେ ଆଗୁଆ ଆସ୍ଥା ପ୍ରସ୍ତାବ ଆଣିବେ ମୁଖ୍ୟମନ୍ତ୍ରୀ ଗେହଲଟ

ପ୍ରଧାନମନ୍ତ୍ରୀ ପଦରେ ମୋଦିଙ୍କ ନାଁରେ ନୂଆ ରେକର୍ଡ, ପଛରେ ପଡ଼ିଲେ ବାଜପେୟୀ

କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଗେହଲଟ ଘରେ ପାଇଲଟ, ସବୁ ରାଗ ଭୁଲି ଦୁହେଁ ହାତ ମିଳାଇଲେ

ବେଙ୍ଗାଲୁରୁ ଦଙ୍ଗାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଏଫଆଇଆରରେ ୫ ଅଭିଯୁକ୍ତ

ମୁମ୍ବାଇ ସ୍ୱପ୍ନ ସାକାର କରିବାକୁ ୪୫ ହଜାର ଟଙ୍କାରେ ଛୁଆକୁ ବିକିଲା ମା’

ଏଚ୍-୧ବି ଭିସା ବ୍ୟାନ ନିୟମରେ କୋହଳ କଲା ଟ୍ରମ୍ପ ପ୍ରଶାସନ

ପିପିଇ କିଟ ପିନ୍ଧି କୋଭିଡ ଲକ୍ଷଣ ଥିବା ଜଣେ ଲୋକଙ୍କୁ ବାଇକରେ ହସ୍ପିଟାଲ ନେଲେ ଟିଏମସି ନେତା

ଆଖିକୁ ଦିଶେନାହିଁ, କିନ୍ତୁ ୟୁପିଏସସି ପରୀକ୍ଷାରେ ବାଜିମାତ କଲେ ଏହି ଯୁବତୀ

କୋମାକୁ ଚାଲିଗଲେ ପ୍ରଣବ ମୁଖାର୍ଜୀ, ଅବସ୍ଥା ଅତ୍ୟନ୍ତ ଗମ୍ଭୀର