କୋର୍ଟ ପରିସରରେ ବାର କାଉନସିଲ ମୁଖ୍ୟଙ୍କୁ ଗୁଳି କଲେ ଓକିଲ

ଆଗ୍ରା: ଦୁଇ ଦିନ ତଳେ ଉତ୍ତର ପ୍ରଦେଶ ବାର କାଉନସିଲର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିବା ଦରଭେଶ ଯାଦବଙ୍କୁ ଆଜି ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଆଗ୍ରା ଜିଲ୍ଲା କୋର୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଶ୍ରୀମତୀ ଯାଦବ ଯୋଗଦେବାକୁ ଆସିଥିବା ବେଳେ ମନୀଷ ନାମକ ଜଣେ ଓକିଲ ତାଙ୍କୁ ଗୁଳି କରିଥିଲେ। ଏହାପରେ ମନୀଷ ନିଜ ଉପରକୁ ମଧ୍ୟ ଗୁଳି ଚଳାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲା। […]

sq

sq

Hemant Lenka
  • Published: Wednesday, 12 June 2019
  • Updated: 12 June 2019, 06:09 PM IST

Sports

Latest News

ଆଗ୍ରା: ଦୁଇ ଦିନ ତଳେ ଉତ୍ତର ପ୍ରଦେଶ ବାର କାଉନସିଲର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିବା ଦରଭେଶ ଯାଦବଙ୍କୁ ଆଜି ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଆଗ୍ରା ଜିଲ୍ଲା କୋର୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଶ୍ରୀମତୀ ଯାଦବ ଯୋଗଦେବାକୁ ଆସିଥିବା ବେଳେ ମନୀଷ ନାମକ ଜଣେ ଓକିଲ ତାଙ୍କୁ ଗୁଳି କରିଥିଲେ। ଏହାପରେ ମନୀଷ ନିଜ ଉପରକୁ ମଧ୍ୟ ଗୁଳି ଚଳାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଆଗ୍ରା ଜିଲ୍ଲା କୋର୍ଟରେ ଆଜି ଶ୍ରୀମତୀ ଯାଦବଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସମୟରେ ହିଁ ମନୀଷ ତାଙ୍କୁ ଗୁଳି କରିଥିଲେ। ତେବେ ଗୁଳିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story