ଆଜି ପଶ୍ଚିମବଙ୍ଗରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

କୋଲକାତା: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସୁରକ୍ଷା ଦୃଷ୍ଟି କୋଣରୁ  କେତେକ ସ୍ଥାନରେ  ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ୫୬ଟି  ନିର୍ବାଚନମଣ୍ଡଳୀରେ  ୩୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରାୟ ୧କୋଟି ୨ ଲକ୍ଷ ଭୋଟର। ଦାର୍ଜିଲିଂ, ଉତ୍ତର ଓ ଦକ୍ଷିଣ ଦିନାଜପୁର, ମାଲଦା ଆଦି ଅଞ୍ଚଳରେ ଭୋଟଗ୍ରହଣ […]

nibachna

nibachna

Rakesh Mallick
  • Published: Sunday, 17 April 2016
  • Updated: 17 April 2016, 03:31 AM IST

Sports

Latest News

କୋଲକାତା: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସୁରକ୍ଷା ଦୃଷ୍ଟି କୋଣରୁ  କେତେକ ସ୍ଥାନରେ  ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।

ଏହି ପର୍ଯ୍ୟାୟରେ ୫୬ଟି  ନିର୍ବାଚନମଣ୍ଡଳୀରେ  ୩୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରାୟ ୧କୋଟି ୨ ଲକ୍ଷ ଭୋଟର। ଦାର୍ଜିଲିଂ, ଉତ୍ତର ଓ ଦକ୍ଷିଣ ଦିନାଜପୁର, ମାଲଦା ଆଦି ଅଞ୍ଚଳରେ ଭୋଟଗ୍ରହଣ କରାଯାଉଛି। ପ୍ରାୟ ୧୩ ହଜାର ୬ଶହ ପୋଲିଂ ବୁଥ୍ ଖୋଲାଯାଇଛି। ମତଦାନ କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos