ପଶ୍ଚିମବଙ୍ଗରେ ରହିଛନ୍ତି ୯୨ ହଜାର କରୋନା ଆକ୍ରାନ୍ତ!

କୋଲକାତା: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶରେ ସ୍ଥିତି ବିଗୁଡ଼ୁଥିବା ବେଳେ ପଶ୍ଚିମବଙ୍ଗରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ପ୍ରାୟ ୯୨ ହଜାର କରୋନା ସନ୍ଦିଗ୍ଧଙ୍କୁ ଠାବ କରିଛନ୍ତି। ଏହି ୯୨ ହଜାର ଲୋକଙ୍କର ଫ୍ଲୁ ଭଳି ଲକ୍ଷଣ ରହିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୮୭୦ ଜଣ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇ ସଙ୍କଟାପନ୍ନ ଅବସ୍ଥାରେ ରହିଛନ୍ତି। କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ପାଖରେ ଯେଉଁ ସବୁ ଲକ୍ଷଣ […]

wb

wb

Hemant Lenka
  • Published: Wednesday, 06 May 2020
  • Updated: 06 May 2020, 09:55 PM IST

Sports

Latest News

କୋଲକାତା: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶରେ ସ୍ଥିତି ବିଗୁଡ଼ୁଥିବା ବେଳେ ପଶ୍ଚିମବଙ୍ଗରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ପ୍ରାୟ ୯୨ ହଜାର କରୋନା ସନ୍ଦିଗ୍ଧଙ୍କୁ ଠାବ କରିଛନ୍ତି। ଏହି ୯୨ ହଜାର ଲୋକଙ୍କର ଫ୍ଲୁ ଭଳି ଲକ୍ଷଣ ରହିଛି।

ଏମାନଙ୍କ ମଧ୍ୟରୁ ପ୍ରାୟ ୮୭୦ ଜଣ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇ ସଙ୍କଟାପନ୍ନ ଅବସ୍ଥାରେ ରହିଛନ୍ତି। କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ପାଖରେ ଯେଉଁ ସବୁ ଲକ୍ଷଣ ଠାବ ହୋଇଥାଏ ଚିହ୍ନଟ ହୋଇଥିବା ୯୨ ହଜାର ଲୋକଙ୍କ ପାଖରେ ସମାନ ଲକ୍ଷଣ ସବୁ ରହିଛି। ତେଣୁ ଏମାନେ କରୋନାରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମଗ୍ର ଦେଶ ଭଳି ପଶ୍ଚିମବଙ୍ଗ ସରକାର କୋଭିଡ-୧୯ ବିରୋଧରେ ଯୁଦ୍ଧ କରୁଥିବା ବେଳେ ଏତେ ସଂଖ୍ୟକଙ୍କ କରୋନା ସନ୍ଧିଗ୍ଧଙ୍କୁ ଠାବ କରିଛନ୍ତି। ଏହାଦ୍ୱାରା ବଡ଼ ବିପର୍ଯ୍ୟୟର ମୁକାବିଲା ପୂର୍ବରୁ ମମତା ସରକାର ଆଗୁଆ ସତର୍କ ସୂଚନା ପାଇଛନ୍ତି। ଏବେ ତଦନୁସାରେ ପଦକ୍ଷେପ ନେବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‍ଫେସବୁକ ମାଧ୍ୟମରେ ଏହି ତଥ୍ୟ ଦେଇ କହିଛନ୍ତି ଯେ ସରକାରୀ ସ୍ତରରେ ଘର ଘର ବୁଲି ସର୍ଭେ କରାଯାଇ ଏତେ ସଂଖ୍ୟକ ଫ୍ଲୁ ଲକ୍ଷଣ ଥିବା ଲୋକଙ୍କୁ ଠାବ କରିଛନ୍ତି। ଦୀର୍ଘ ଗୋଟିଏ ମାସ ଧରି ପ୍ରାୟ ୫.୫ କୋଟି ଘର ବୁଲି ଏହି ତଥ୍ୟ ହାସଲ କରାଯାଇଛି।

ଭାଇରସ ପରାସ୍ତ ହେବା ଯାଏ ଏଭଳି ସର୍ଭେ ଜାରି ରହିବ। ଏପ୍ରିଲ ୭ରୁ ମେ’ ୩ ଯାଏ ପ୍ରାୟ ୫.୫୭ କୋଟି ଘରେ ଅଧିକାରୀମାନେ ପହଞ୍ଚିଥିଲେ। ଫ୍ଲୁ ଲକ୍ଷଣ ଥିବା ୯୨ ହଜାର ୮୦୦ ଲୋକଙ୍କ ମଧ୍ୟରୁ ୮୭୨ ଜଣ ଗୁରୁତର ରେସ୍ପାଟୋରୀ ରୋଗରେ ପଡ଼ିଥିବା ବେଳେ ବାକି ୯୧,୫୧୫ ଜଣଙ୍କ ଶରୀରରେ ଫ୍ଲୁ ଭଳି ରୋଗର ଲକ୍ଷଣ ରହିଛି। ସେମାନଙ୍କୁ ଠାବ କରି ସମସ୍ତଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଏହି ସର୍ଭେ କାମରେ ତାଲିମ ପ୍ରାପ୍ତ ୬୦ ହଜାର ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ସାମିଲ ହୋଇଥିଲେ। ସର୍ଭେଲାନ୍ସ ଆମକୁ ଆଗୁଆ ସତର୍କ ସୂଚନା ଦେଇଛି। ଏହା ନିଶ୍ଚିତ ଭାବେ କୋଭିଡି-୧୯ ଯୁଦ୍ଧରେ ଆମକୁ ସହାୟକ ହେବ। ସର୍ଭେ ବେଳେ ୩୭୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୬୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କର ଚିକିତ୍ସା ଏବେ ଚାଲିଛି ବୋଲି ମମତା କହିଛନ୍ତି।

ବୁଧବାର ସୁଦ୍ଧା ପଶ୍ଚିମବଙ୍ଗରେ କରୋନା ମୃତ୍ୟୁସଂଖ୍ୟା ୧୪୦ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫୬ ରହିଛି। ଅନ୍ୟପକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପଶ୍ଚିମବଙ୍ଗରେ କରୋନା ମୃତ୍ୟୁହାର ଦେଶରେ ସର୍ବାଧିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story