ଆଇପିଏସ ରାଜୀବ କୁମାର ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ: କୋଲକାତାର ପୂର୍ବତନ ପୁଲିସ୍‌ କମିଶନର ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଆଇପିଏସ୍‌ ରାଜୀବ କୁମାର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିବିଆଇ ତାଙ୍କୁ ଶାରଦା ଚିଟ୍‌ଫଣ୍ଡ ଘଟଣାରେ ଗିରଫ କରିବାକୁ ଚାହୁଁଥିବା ବେଳେ ତଳ କୋର୍ଟରୁ ଆଗୁଆ ଜାମିନ୍‌ ପାଇବା ପାଇଁ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କୁ ୭ ଦିନର ସମୟ ଦେଇଥିଲେ। ହେଲେ ଏହି ଅବଧିକୁ ବୃଦ୍ଧି କରିବା ପାଇଁ ରାଜୀବ କୁମାର ଆଜି ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜାମିନ୍‌ ଆବେଦନ […]

ra

ra

Hemant Lenka
  • Published: Monday, 20 May 2019
  • Updated: 20 May 2019, 05:12 PM IST

Sports

Latest News

ନୂଆଦିଲ୍ଲୀ: କୋଲକାତାର ପୂର୍ବତନ ପୁଲିସ୍‌ କମିଶନର ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଆଇପିଏସ୍‌ ରାଜୀବ କୁମାର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିବିଆଇ ତାଙ୍କୁ ଶାରଦା ଚିଟ୍‌ଫଣ୍ଡ ଘଟଣାରେ ଗିରଫ କରିବାକୁ ଚାହୁଁଥିବା ବେଳେ ତଳ କୋର୍ଟରୁ ଆଗୁଆ ଜାମିନ୍‌ ପାଇବା ପାଇଁ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କୁ ୭ ଦିନର ସମୟ ଦେଇଥିଲେ।

ହେଲେ ଏହି ଅବଧିକୁ ବୃଦ୍ଧି କରିବା ପାଇଁ ରାଜୀବ କୁମାର ଆଜି ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜାମିନ୍‌ ଆବେଦନ ପାଇଁ ରାଜୀବ କୁମାର କ୍ୟାଲକାଟା ହାଇକୋର୍ଟରେ ଆବେଦନ କରିବେ। ହେଲେ ସେଠାରେ ଆଇନଜୀବୀଙ୍କ ଆନ୍ଦୋଳନ ଚାଲିଛି। ତେଣୁ ଆଗୁଆ ଜାମିନ ପାଇଁ ଅଧିକ ସମୟ ଦେବାକୁ ରାଜୀବ କୁମାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି।

ଶାରଦା ଚିଟ୍‌ଫଣ୍ଡର ତଦନ୍ତ କରୁଥିବା ରାଜୀବ କୁମାର ଏକାଧିକ ପ୍ରମାଣ ନଷ୍ଟ କରିଥିବାରୁ ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହିଁଥିଲା। ହେଲେ ଫେବୃଆରୀ ୫ ଉପରେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଥିଲେ। କିନ୍ତୁ ଗତ ସପ୍ତାହର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ସୁରକ୍ଷା କବଚକୁ ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ରାଜୀବ କୁମାରଙ୍କ ମନରେ ଗିରଫ ହେବାର ଭୟ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story