କରୋନା ଟିକାକୁ ନେଇ ଆସିଲା ଭଲ ଖବର: କେବେ ମିଳିବ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଦ୍ରୁତ ସଂକ୍ରମଣ ଭିତରେ ଭାରତ ସରକାର ଆଜି ଆଶ୍ୱସ୍ତ କରିବା ଭଳି ଖବର ଦେଇଛନ୍ତି। ଯଦି ସବୁକିଛି ଠିକ ରହେ ତେବେ ଭାରତ ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଟିକା ହାସଲ କରିପାରିବ। ଦେଶରେ ପ୍ରସ୍ତୁତ ଦୁଇ ଟିକା ଏବେ ଟ୍ରାଏଲ ପ୍ରୋସେସରେ ରହିଛି। ଏହା ୨୦୨୦ ଶେଷ ଆଡ଼କୁ ଲୋକଙ୍କ ଉପରେ ପ୍ରୟୋଗ କରିବାକୁ ଉପଲବ୍ଧ ହୋଇପାରେ ବୋଲି ଆଜି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ […]

c

c

Hemant Lenka
  • Published: Friday, 21 August 2020
  • Updated: 21 August 2020, 09:07 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଦ୍ରୁତ ସଂକ୍ରମଣ ଭିତରେ ଭାରତ ସରକାର ଆଜି ଆଶ୍ୱସ୍ତ କରିବା ଭଳି ଖବର ଦେଇଛନ୍ତି। ଯଦି ସବୁକିଛି ଠିକ ରହେ ତେବେ ଭାରତ ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଟିକା ହାସଲ କରିପାରିବ। ଦେଶରେ ପ୍ରସ୍ତୁତ ଦୁଇ ଟିକା ଏବେ ଟ୍ରାଏଲ ପ୍ରୋସେସରେ ରହିଛି। ଏହା ୨୦୨୦ ଶେଷ ଆଡ଼କୁ ଲୋକଙ୍କ ଉପରେ ପ୍ରୟୋଗ କରିବାକୁ ଉପଲବ୍ଧ ହୋଇପାରେ ବୋଲି ଆଜି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି।

ଦେଶର ଏକ ପ୍ରମୁଖ ଖବରକାଗଜ ସଂସ୍ଥାକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଭାରତ ବାୟୋଟିକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ବର୍ଷର ଶେଷ ଆଡ଼କୁ ଲୋକଙ୍କ ବ୍ୟବହାର ପାଇଁ ଉପଲବ୍ଧ ହୋଇପାରେ। ଭାରତ ୨୦୨୧ର ପ୍ରଥମ ଭାଗରେ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରିବ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ ଟିକା ହାସଲ କରିବା ପାଇଁ ମନ୍ତ୍ରଣାଳୟ ବିଭିନ୍ନ ଯୋଜନା କରୁଛି। ଯଦି ଭାରତରେ ଭ୍ୟାକ୍ସିନର ପରୀକ୍ଷଣ ସଫଳ ହୁଏ, ତା’ହେଲେ ଭାରତ ସରକାରଙ୍କୁ ଶସ୍ତା ଦାମରେ ଯୋଗାଇ ଦେବା ପାଇଁ ଆଇସିଏମଆର ଓ ଭାରତ ବାୟୋଟିକ ମଧ୍ୟରେ ଏଏମୟୁ ସ୍ୱାକ୍ଷରିତ ହୋଇଛି। ସେହିପରି ସେରମ ଇନଷ୍ଟିଚ୍ୟୁଟ ସହ ମିଶି କରୋନା ଟିକାର ପରୀକ୍ଷା ଓ ଉତ୍ପାଦନ ପାଇଁ ପ୍ରୟାସ ଜାରି ରହିଛି।

ଜାଣନ୍ତୁ ଭାରତରେ ପ୍ରସ୍ତୁତ ହେଉଥିବା ଟିକାର ସ୍ଥିତି କେମିତି ରହିଛି-

ଅକ୍ସଫୋର୍ଡ ଭ୍ୟାକ୍ସିନ- ସେରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ ଟିକାର ମାନବ ପରୀକ୍ଷଣ ଭାରତରେ ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ଫେଜ-୩ ଟ୍ରାଏଲ ହିଁ ଭାରତରେ କରାଯାଉଛି। ଏହି ଟିକା ବର୍ଷର ଶେଷ ଆଡ଼କୁ ଉପଲବ୍ଧ ହେବାର ସମ୍ଭାବନା ଅଛି।

କୋଭାକ୍ସିନ-ହାଇଦ୍ରାବାଦରେ ଅବସ୍ଥାପିତ ଭାରତ ବାୟୋଟିକ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକ୍ସିନରର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହା ମଧ୍ୟ ବର୍ଷ ଶେଷ ଆଡ଼କୁ ବଜାରରେ ଉପଲବ୍ଧ ହୋଇପାରେ।

ଜାୟକୋବ-ଡି – ଜାୟଡସ କାଡିଲା ମଧ୍ୟ ମନୁଷ୍ୟ ଉପରେ ଏହି ଭ୍ୟାକ୍ସିନର ଟ୍ରାଏଲ ଆରମ୍ଭ କରିଛି। କିଛି ମାସ ମଧ୍ୟରେ ଏହାର ଟ୍ରାଏଲ ଶେଷ ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story