ବିଜେପିର କନିଷ୍ଠତମ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ବୈଜ୍ଞାନିକ 'ଭାରତରତ୍ନ' ସିଏନ୍‌ଆର

ନୂଆଦିଲ୍ଲୀ: ବିଜେପିର କନିଷ୍ଠତମ ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଦେଶର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ତଥା ‘ଭାରତରତ୍ନ’ ସମ୍ମାନର ଅଧିକାରୀ ଡଃ ଚିନ୍ତାମଣି ନାଗେଶ ରାମଚନ୍ଦ୍ର ରାଓ। ‘ସିଏନ୍‌ଆର ରାଓ’ ଭାବେ ଲୋକପ୍ରିୟ ଏହି ବୈଜ୍ଞାନିକ ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ୭ ଲକ୍ଷ ଭୋଟ୍‌ରେ ଜିତିଥିବା ତେଜସ୍ୱୀଙ୍କୁ ଫୋନ୍‌ କଲ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ତେଜସ୍ୱୀ ଏହି କଥୋପକଥନ ବାବଦରେ କହିଛନ୍ତି, ଭାରତରତ୍ନ ସିଏନ୍‌ଆର ରାଓ ମୋତେ କଲ୍‌ କରିଥିଲେ। ସେ କହିଲେ, “ମୁଁ ମଧ୍ୟ […]

cnr-tejaswi

cnr-tejaswi

Subrat Kumar Nayak
  • Published: Thursday, 30 May 2019
  • Updated: 30 May 2019, 04:44 PM IST

Sports

Latest News

ନୂଆଦିଲ୍ଲୀ: ବିଜେପିର କନିଷ୍ଠତମ ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଦେଶର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ତଥା 'ଭାରତରତ୍ନ' ସମ୍ମାନର ଅଧିକାରୀ ଡଃ ଚିନ୍ତାମଣି ନାଗେଶ ରାମଚନ୍ଦ୍ର ରାଓ। 'ସିଏନ୍‌ଆର ରାଓ' ଭାବେ ଲୋକପ୍ରିୟ ଏହି ବୈଜ୍ଞାନିକ ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ୭ ଲକ୍ଷ ଭୋଟ୍‌ରେ ଜିତିଥିବା ତେଜସ୍ୱୀଙ୍କୁ ଫୋନ୍‌ କଲ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

ତେଜସ୍ୱୀ ଏହି କଥୋପକଥନ ବାବଦରେ କହିଛନ୍ତି, ଭାରତରତ୍ନ ସିଏନ୍‌ଆର ରାଓ ମୋତେ କଲ୍‌ କରିଥିଲେ। ସେ କହିଲେ, "ମୁଁ ମଧ୍ୟ ବେଙ୍ଗାଲୁରୁ ଦକ୍ଷିଣ ନାଗରିକ ଏବଂ ତୁମ ଭଳି ଯୁବ ପ୍ରତିଭାଙ୍କ ପ୍ରତିନିଧିତ୍ୱ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମୁଁ ମୋ ଯୁବ ସମୟରେ ଆରଏସ୍‌ଏସ୍‌ର ବାସବେଶ୍ୱର ଶାଖା ଯାଉଥିଲି। ଆଇଆଇଏସ୍‌ସି ଆସି ମୋତେ ଦେଖା କର।" ସତରେ ମହାନ ବ୍ୟକ୍ତିଙ୍କ ପରିଚୟ ତାଙ୍କର ନମ୍ର ଭାବରୁ ହିଁ ଜଣାପଡ଼େ।

ଡଃ ରାଓ ୨୦୧୪ ମସିହାରେ 'ଭାରତରତ୍ନ' ପାଇଥିଲେ। ବୈଜ୍ଞାନିକ ଭାବେ ତାଙ୍କ ପୂର୍ବରୁ ସିଭି ରମଣ ଏବଂ ଏପିଜେ ଅବଦୁଲ କଲାମଏହି ସମ୍ମାନ ପାଇଛନ୍ତି, ଯାହାକି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ।

ଚଳିତ ନିର୍ବାଚନରେ ବିଜେପିର ସର୍ବ କନିଷ୍ଠ ସାଂସଦ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କୁ ଦଳ ଦିବଂଗତ ଅନନ୍ତ କୁମାରଙ୍କ ଗଡ଼ କୁହାଯାଉଥିବା ଦକ୍ଷିଣ ବେଙ୍ଗାଲୁରୁରୁ ପ୍ରାର୍ଥୀ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story