ଭୂମଧ୍ୟ ସାଗରରେ ବୁଡିଗଲା ୪୫୦ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଜାହାଜ

ରୋମ : ୪୫୦ ଶରଣାର୍ଥୀଙ୍କୁ ଧରି ଯାଉଥିବା ଏକ ଜାହାଜ ଭୂମଧ୍ୟ ସାଗର ମଧ୍ୟରେ ବୁଡିଯାଇଛି। ଜାହାଜଟି ଆଫ୍ରିକା ଦେଶର ଶରଣାର୍ଥୀଙ୍କୁ ଧରି ଇଟାଲୀ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଏଥିରେ କେତେଜଣଙ୍କ ମୃତ୍ୟୁ ଘଟିଛି ତାହା ସଠିକ‌ ଜଣାପଡି ନଥିଲେ ମଧ୍ୟ ଅଳ୍ପକେ କିଛି ଯାତ୍ରୀ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି। ଅନ୍ୟପକ୍ଷରେ ଇସଲାମିକ ରାଷ୍ଟ୍ର ଗୁଡିକର ଜଟିଳ ପରିସ୍ଥିତି  ଓ ଆଫ୍ରିକା ଦେଶର ଦୁର୍ଭିକ୍ଷ ଯୋଗୁଁ ପ୍ରତିଦିନ ହଜାର ହଜାର ସଂଖ୍ୟାର […]

K

K

Rakesh Mallick
  • Published: Thursday, 11 June 2015
  • Updated: 04 May 2017, 03:45 PM IST

Sports

Latest News

ରୋମ : ୪୫୦ ଶରଣାର୍ଥୀଙ୍କୁ ଧରି ଯାଉଥିବା ଏକ ଜାହାଜ ଭୂମଧ୍ୟ ସାଗର ମଧ୍ୟରେ ବୁଡିଯାଇଛି। ଜାହାଜଟି ଆଫ୍ରିକା ଦେଶର ଶରଣାର୍ଥୀଙ୍କୁ ଧରି ଇଟାଲୀ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଏଥିରେ କେତେଜଣଙ୍କ ମୃତ୍ୟୁ ଘଟିଛି ତାହା ସଠିକ‌ ଜଣାପଡି ନଥିଲେ ମଧ୍ୟ ଅଳ୍ପକେ କିଛି ଯାତ୍ରୀ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।

ଅନ୍ୟପକ୍ଷରେ ଇସଲାମିକ ରାଷ୍ଟ୍ର ଗୁଡିକର ଜଟିଳ ପରିସ୍ଥିତି  ଓ ଆଫ୍ରିକା ଦେଶର ଦୁର୍ଭିକ୍ଷ ଯୋଗୁଁ ପ୍ରତିଦିନ ହଜାର ହଜାର ସଂଖ୍ୟାର ଶରଣାର୍ଥୀଙ୍କୁ ସମୁଦ୍ର ରାସ୍ତା ଦେଇ ୟୁରୋପୀୟ ଦେଶଆଡେ ଚାଲିଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story