କରୋନା: ମେଡିସିନ୍‌ର ହେବ ହୋମ୍‌ ଡେଲିଭରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଔଷଧ ଏବଂ ଜୀବନ ରକ୍ଷାକାରୀ ଔଷଧର ହୋମ ଡେଲିଭରୀକୁ ଅନୁମତି ଦେଇଛନ୍ତି। ୨୧ ଦିନିଆ ଲକ୍‌ଡାଉନ୍‌କୁ ଲକ୍ଷ୍ୟ କରି ଏପରି ପଦକ୍ଷେପ ନେଇଛନ୍ତି ସରକାର। ଖୁବ ଶୀଘ୍ର ଏନେଇ ସରକାର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ପୂର୍ବରୁ ଫାର୍ମା, ହସ୍ପିଟାଲ, ଖାଦ୍ୟ ଏବଂ ରାସନ ସାମଗ୍ରୀ ଦୋକାନ ଆଦି ଲକ୍‌ଡାଉନ୍‌ରୁ ବାଦ୍‌ ଦିଆଯାଇଛି। ତେବେ ଏହି ୨୧ ଦିନରେ ଲୋକେ ସମସ୍ୟାର ସାମ୍ନା କରିବାକୁ ଯାଉଥିବାରୁ ସରକାର ଏହାର ମୁକାବିଲା ପାଇଁ […]

Medicine

Medicine

Subrat Kumar Nayak
  • Published: Thursday, 26 March 2020
  • Updated: 26 March 2020, 05:19 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଔଷଧ ଏବଂ ଜୀବନ ରକ୍ଷାକାରୀ ଔଷଧର ହୋମ ଡେଲିଭରୀକୁ ଅନୁମତି ଦେଇଛନ୍ତି। ୨୧ ଦିନିଆ ଲକ୍‌ଡାଉନ୍‌କୁ ଲକ୍ଷ୍ୟ କରି ଏପରି ପଦକ୍ଷେପ ନେଇଛନ୍ତି ସରକାର। ଖୁବ ଶୀଘ୍ର ଏନେଇ ସରକାର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

ପୂର୍ବରୁ ଫାର୍ମା, ହସ୍ପିଟାଲ, ଖାଦ୍ୟ ଏବଂ ରାସନ ସାମଗ୍ରୀ ଦୋକାନ ଆଦି ଲକ୍‌ଡାଉନ୍‌ରୁ ବାଦ୍‌ ଦିଆଯାଇଛି। ତେବେ ଏହି ୨୧ ଦିନରେ ଲୋକେ ସମସ୍ୟାର ସାମ୍ନା କରିବାକୁ ଯାଉଥିବାରୁ ସରକାର ଏହାର ମୁକାବିଲା ପାଇଁ ପ୍ୟାକେଜ୍‌ ଘୋଷଣା କରିସାରିଛନ୍ତି।

ତେବେ ସରକାର ସାମାଜିକ ଦୂରତା ବାବଦରେ ମଧ୍ୟ ପୂର୍ବରୁ ଜୋର ଦେଇଆସୁଛନ୍ତି। ବର୍ତ୍ତମାନ ମେଡିସିନ୍‌ ଘରେ ବସି ପାଇଲେ ଆଉ ବାହାରକୁ ଯିବାକୁ ପଡ଼ିବନି। ଫଳରେ ଏହି ସାମାଜିକ ଦୂରତା ଉଦ୍ଦେଶ୍ୟ ମଧ୍ୟ ସାଧିତ ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story