ବିହାର: ଭଗଲପୁରରେ ବୋମା ବିସ୍ଫୋରଣ, ୭ଶିଶୁ ଆହତ

ପାଟଣା: ବିହାରର ଭଗଲପୁରରେ ଦେଶୀ ବୋମା ବିସ୍ଫୋରଣରେ ୭ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଭଗଲପୁର କଟାହବାରୀ ଅଞ୍ଚଳରେ ଘଟିଛି । ପୋଲିସର କହିବା ଅନୁଯାୟୀ କଟାହବରୀ ଅଞ୍ଚଳରେ କିଛି ଶିଶୁ କ୍ରିକେଟ୍ ଖେଳୁଥିବା ସମୟରେ ଡଷ୍ଟବିନରୁ ଏହି ଅଫୁଟା ବୋମା ପାଇଥିଲେ। ପିଲାମାନେ କୌତୁହଳ ବଶତଃ ଏହାକୁ ନେଇ ଖେଳିଥିଲେ। ହଠାତ୍ ବୋମାଟି ବିସ୍ଫୋରଣ ହୋଇଥିଲା। ତତକ୍ଷାଣାତ୍ ଆହତ ଶିଶୁମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

bihar

bihar

Rakesh Mallick
  • Published: Saturday, 23 May 2015
  • Updated: 23 May 2015, 02:04 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story