‍‍‍‍ବିହାରରେ ନୀଳଗାଈ ହତ୍ୟା ଘଟଣା: ଜାୱାଡେକରଙ୍କ ଉପରେ ବର୍ଷିଲେ ମେନକା

ନୂଆଦିଲ୍ଲୀ: ବିହାରରେ ଫସଲ ନଷ୍ଟ କରୁଥିବା ନୀଳ ଗାଈଙ୍କୁ ହତ୍ୟା ଘଟଣାକୁ ନେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି  ପରିବେଶ ମନ୍ତ୍ରୀ ପ୍ରକାଶ ଜାୱାଡେକରଙ୍କ ଉପରେ ବର୍ଷିଛନ୍ତି। ପରିବେଶ ମନ୍ତ୍ରୀ ଚିଠି ଲେଖି ରାଜ୍ୟରେ ଥିବା ପଶୁମାନଙ୍କୁ ହତ୍ୟା କରିବାକୁ ଅନୁମତି ଦେଉଥିବା ମେନକା ଅଭିଯୋଗ କରିଛନ୍ତି। ମେନକା କହିଛନ୍ତି,“ ଆମ ସରକାରରେ ପରିବେଶ ମନ୍ତ୍ରଣାଳୟ ଏତେ ସକ୍ରିୟ ହୋଇଛି, ପ୍ରତ୍ୟେକ ରାଜ୍ୟକୁ କୁହାଯାଉଛି କେଉଁ କେଉଁ ପଶୁମାଙ୍କୁ ହତ୍ୟା କରିବାକୁ […]

maneka

maneka

Rakesh Mallick
  • Published: Thursday, 09 June 2016
  • Updated: 09 June 2016, 03:14 PM IST

Sports

Latest News

ନୂଆଦିଲ୍ଲୀ: ବିହାରରେ ଫସଲ ନଷ୍ଟ କରୁଥିବା ନୀଳ ଗାଈଙ୍କୁ ହତ୍ୟା ଘଟଣାକୁ ନେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି  ପରିବେଶ ମନ୍ତ୍ରୀ ପ୍ରକାଶ ଜାୱାଡେକରଙ୍କ ଉପରେ ବର୍ଷିଛନ୍ତି। ପରିବେଶ ମନ୍ତ୍ରୀ ଚିଠି ଲେଖି ରାଜ୍ୟରେ ଥିବା ପଶୁମାନଙ୍କୁ ହତ୍ୟା କରିବାକୁ ଅନୁମତି ଦେଉଥିବା ମେନକା ଅଭିଯୋଗ କରିଛନ୍ତି। ମେନକା କହିଛନ୍ତି,“ ଆମ ସରକାରରେ ପରିବେଶ ମନ୍ତ୍ରଣାଳୟ ଏତେ ସକ୍ରିୟ ହୋଇଛି, ପ୍ରତ୍ୟେକ ରାଜ୍ୟକୁ କୁହାଯାଉଛି କେଉଁ କେଉଁ ପଶୁମାଙ୍କୁ ହତ୍ୟା କରିବାକୁ ଚାହାଁନ୍ତି। ବଙ୍ଗଳାରେ ହାତୀ, ଗୋଆରେ ମାରେ କୋ, ହିମାଚଳ ପ୍ରଦେଶରେ ମାଙ୍କଡ ଓ ରାଜସ୍ଥାନରେ ନୀଳ ଗାଈକୁ ହତ୍ୟା କରିବାକୁ ମନ୍ତ୍ରୀ ମହୋଦୟ ନିର୍ଦ୍ଦେଶ ଦେଉଛନ୍ତି।” ବିହାରରେ ୨୫୦ଟି ନୀଳ ଗାଈର ମୃତ୍ୟୁପରେ ମେନକା ଏହି ମନ୍ତବ୍ୟ ଦେଇଛନ୍ତି।

ଆରଟିଆଇ ଜରିଆରେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିବା ମେନକା କହିଛନ୍ତି। ପରିବେଶ ମନ୍ତ୍ରୀ ଜୀବଜନ୍ତୁଙ୍କ ପଛରେ ପଡି ଯାଇଥିବା ମେନକା ଅଭିଯୋଗ କରିଛନ୍ତି।

ବିହାରରେ ଯେଭଳି ଭାବରେ ନୀଳ ଗାଈଙ୍କୁ ହତ୍ୟା କରାଯାଇଛି ଏଥିପାଇଁ  ପରିବେଶ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦାୟୀ ହେବେ। ବିହାର ମୁଖ୍ୟମନ୍ତ୍ରୀ ଯାହା କଲେ ତାହା ଲଜ୍ଜାଜନକ ବୋଲି ମେନକା କହିଛନ୍ତି।

ପରିବେଶ ମନ୍ତ୍ରୀ  ପ୍ରକାଶ ଜାୱାଡେକର ମେନକା ଗାନ୍ଧିଙ୍କ ଅଭିଯୋଗ ଉପରେ କହିଛନ୍ତି,” କିଏ କ’ଣ କହିଲା ଏ ନେଇ ମୁଁ ପ୍ରତିକ୍ରିୟା ଦେବାକୁ ଚାହୁଁନାହିଁ।  ତେବେ ଆଇନ ଅନୁସାରେ କୃଷକର ଫସଲ ଅଧିକ ନଷ୍ଟ ହେଉଥିଲେ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ ପଠାଇଥାଆନ୍ତି ଆମେ ଏ ନେଇ ମଞ୍ଜୁରୀ ଦେଇଥାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story