ସରକାରକୁ ଆଇନା ଦେଖାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଣିକି ବିଧାନସଭା/ସଂସଦରେ ହଠାତ୍ କୌଣସି ବିଲ୍ ଆସିପାରିବ ନାହିଁ। ସଂସଦ/ବିଧାନସଭାରେ ବିଲ୍ ଆଗତ ହେବା ପୂର୍ବରୁ ସଂପୃକ୍ତ ସରକାର ୬୦ ଦିନ ପୂର୍ବରୁ ସାର୍ବଜନୀନ କରିବେ। ସରକାରୀ ଓ୍ୱେବସାଇଟରେ ବିଭିନ୍ନ ଭାଷାରେ ବିଲ୍ ବାବଦରେ ସରଳ ଭାଷାରେ ଲେଖିବାକୁ ହେବ। ଯେମିତି ସାଧାରଣ ଲୋକ ଏବଂ ସମସ୍ତ ବର୍ଗର ଲୋକ ବୁଝିପାରିବେ। ଏଭଳି ହେଲେ ବିଲରେ ଥିବା ଦୁର୍ବଳତା ଜଣାପଡ଼ିବ। ଆଉ ବିଲ୍ ବାବଦରେ ବିଧାୟକ ଓ ସାଂସଦ ମାନେ ଉପଯୋଗୀ ପରାମର୍ଶ ରଖିପାରିବେ। ବିଲ୍ […]

supreme court

supreme court

Subhransu Sekhar
  • Published: Sunday, 03 January 2021
  • Updated: 03 January 2021, 03:59 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ବିଧାନସଭା/ସଂସଦରେ ହଠାତ୍ କୌଣସି ବିଲ୍ ଆସିପାରିବ ନାହିଁ। ସଂସଦ/ବିଧାନସଭାରେ ବିଲ୍ ଆଗତ ହେବା ପୂର୍ବରୁ ସଂପୃକ୍ତ ସରକାର ୬୦ ଦିନ ପୂର୍ବରୁ ସାର୍ବଜନୀନ କରିବେ। ସରକାରୀ ଓ୍ୱେବସାଇଟରେ ବିଭିନ୍ନ ଭାଷାରେ ବିଲ୍ ବାବଦରେ ସରଳ ଭାଷାରେ ଲେଖିବାକୁ ହେବ। ଯେମିତି ସାଧାରଣ ଲୋକ ଏବଂ ସମସ୍ତ ବର୍ଗର ଲୋକ ବୁଝିପାରିବେ। ଏଭଳି ହେଲେ ବିଲରେ ଥିବା ଦୁର୍ବଳତା ଜଣାପଡ଼ିବ। ଆଉ ବିଲ୍ ବାବଦରେ ବିଧାୟକ ଓ ସାଂସଦ ମାନେ ଉପଯୋଗୀ ପରାମର୍ଶ ରଖିପାରିବେ। ବିଲ୍ ପାରିତ ହୋଇ ଆଇନରେ ପରିଣତ ହେବା ପରେ ଆଉ ଆନ୍ଦୋଳନ କି ରାଜନୀତିକ ହୋ ହାଲ୍ଲା ହେବନି। ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଏହା କହିଛନ୍ତି। କେନ୍ଦ୍ର କୃଷି ଆଇନକୁ ନେଇ ଦେଖାଦେଇଥିବା ସ୍ଥିତିର ଉଦାହରଣ ଦେଇ ସୁପ୍ରିମକୋର୍ଟ ଏହା କହିଛନ୍ତି।

ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏହି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଯେଉଁଥିରେ ସେ ଦର୍ଶାଇଥିଲେ ୫ ଫେବୃଆରୀ, ୨୦୧୪ରେ କେନ୍ଦ୍ର ସରକାର ଏକ ନୀତି ତିଆରି କରିଥିଲେ। ଯେଉଁଥିରେ କୁହାଯାଇଥିଲା କୌଣସି ଆଇନ ପରିଣତ ହେବା ପୂର୍ବରୁ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ସାର୍ବଜନୀନ କରାଯିବ। ତେବେ ସରକାର ଏହି ନୀତିକୁ ଏଯାବତ ଲାଗୁ କରି ନାହାନ୍ତି ବୋଲି ପିଆଇଏଲରେ ଦାଖଲ ହୋଇଛି। ଏହି ନୀତି ଖୋଦ୍ ମୋଦି ସରକାର ତିଆରି କରିଥିଲେ। ତିନି କୃଷି ଆଇନ୍ ଚାଷୀଙ୍କ ବିରେଧରେ ନୁହେଁ ବରଂ ମିଡିଲ ମ୍ୟାନ ବା ଏଜେଣ୍ଟଙ୍କ ବିରୋଧରେ ଆସିଛି। ହେଲେ ରାଜନୀତିକ ଦଳ ମାନେ ଏହାକୁ ନେଇ ଭ୍ରମ ତିଆରି କରିବାରେ ସକ୍ଷମ ହେଉଛନ୍ତି ବୋଲି ପିଆଇଏଲରେ ଦର୍ଶାଯାଇଛି।

ସୁପ୍ରିମକୋର୍ଟ ପିଆଇଲକୁ ବିଚାର କରି କହିଛନ୍ତି, ଏବେ ୬୦ ଦିନ ପୂର୍ବରୁ ସଂସଦ କିମ୍ୱା ବିଧାନସଭାରେ ଆଗତ ହେବାକୁ ଥିବା ବିଲ୍ ବାବଦରେ ସରକାର ଓ୍ୱେବସାଇଟ୍ ଏବଂ ବିଭିନ୍ନ ଫୋରମରେ ଉପସ୍ଥାନ କରିବାକୁ ହେବ। ସଂସଦରେ ଉପସ୍ଥାପନ ହେବାକୁ ଥିବା ବିଲ୍ ଇଂରାଜୀ, ହିନ୍ଦୀ ବ୍ୟତୀତ ୨୨ଟି ଭାଷାରେ ବିଲ୍ ସାର୍ବଜନୀନ ହେବା ଦରକାର ବୋଲି କହିଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story