ଏନ୍‌ଆଇଏକୁ ସଶକ୍ତ କରିବାକୁ ଲୋକସଭାରେ ବିଲ୍‌ ପାସ୍‌

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)କୁ ସଶକ୍ତ କରିବା ପାଇଁ ଆଜି ଏକ ବିଲ୍‌ ଲୋକସଭାରେ ପାସ୍‌ ହୋଇଛି। ଏହି ବିଲ୍‌ ଅନୁଯାୟୀ, ବିଦେଶରେ ଭାରତୀୟଙ୍କ ଉପରେ ହେଉଥିବା ଆକ୍ରମଣର ତଦନ୍ତ ଏଣିକି ଏନ୍‌ଆଇଏ କରିପାରିବ। ଏଥିସହ ବିଦେଶରେ ଭାରତ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ର ଘଟଣାର ସୁରାକ ପାଇଲେ, ଏନ୍‌ଆଇଏ ତା’ର ମଧ୍ୟ ଛାନଭିନ କରିବ। ଏହାବାଦ୍‌ ସାଇବର କ୍ରାଇମ ଏବଂ ମାନବ ଚାଲାଣ ଘଟଣାର ତଦନ୍ତ ଦାୟିତ୍ୱ ଏଣିକି ଏନ୍‌ଆଇଏ ପାଇବ। ଆତଙ୍କବାଦୀ ହମ୍‌ଲା ଓ ଆତଙ୍କବାଦ […]

qw

qw

Hemant Lenka
  • Published: Monday, 15 July 2019
  • Updated: 15 July 2019, 06:43 PM IST

Sports

Latest News

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)କୁ ସଶକ୍ତ କରିବା ପାଇଁ ଆଜି ଏକ ବିଲ୍‌ ଲୋକସଭାରେ ପାସ୍‌ ହୋଇଛି। ଏହି ବିଲ୍‌ ଅନୁଯାୟୀ, ବିଦେଶରେ ଭାରତୀୟଙ୍କ ଉପରେ ହେଉଥିବା ଆକ୍ରମଣର ତଦନ୍ତ ଏଣିକି ଏନ୍‌ଆଇଏ କରିପାରିବ। ଏଥିସହ ବିଦେଶରେ ଭାରତ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ର ଘଟଣାର ସୁରାକ ପାଇଲେ, ଏନ୍‌ଆଇଏ ତା’ର ମଧ୍ୟ ଛାନଭିନ କରିବ। ଏହାବାଦ୍‌ ସାଇବର କ୍ରାଇମ ଏବଂ ମାନବ ଚାଲାଣ ଘଟଣାର ତଦନ୍ତ ଦାୟିତ୍ୱ ଏଣିକି ଏନ୍‌ଆଇଏ ପାଇବ।

ଆତଙ୍କବାଦୀ ହମ୍‌ଲା ଓ ଆତଙ୍କବାଦ କାର୍ଯ୍ୟକଳାପ ଗୁଡ଼ିକର ତଦନ୍ତ ଏନ୍‌ଆଇଏ କରୁଥିଲା। ତେବେ ଏହା ଦେଶ ମଧ୍ୟରେ ସୀମିତ ରହିଥିଲା।

ବିରୋଧୀ ଦଳଗୁଡ଼ିକ ଏନ୍‌ଆଇଏ ସଂଶୋଧିତ ବିଲ୍‌ ୨୦୧୯କୁ ସରକାର ଅପବ୍ୟବହାର କରିବେ ବୋଲି ଅଭିଯୋଗ କରିଥିଲେ।  ଏହାର ଜବାବ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, “ସରକାର କେବେ ହେଲେ ଏହି ବିଲ୍‌କୁ ଧର୍ମ ଆଧାରରେ ବ୍ୟବହାର କରିବେ ନାହିଁ। କିନ୍ତୁ ଜଣେ ଅପରାଧୀ ଯେଉଁ ଧର୍ମରେ ହେଲେ ମଧ୍ୟ ତାକୁ ଦଣ୍ଡ ମିଳିବା ଦରକାର।

ଆତଙ୍କବାଦର ମୂଳପୋଛ କରିବା ପାଇଁ ସରକାର ସର୍ବଦା କାର୍ଯ୍ୟରତ। ପୂର୍ବର ୟୁପିଏ ସରକାର ନିଜର ଭୋଟ ବ୍ୟାଙ୍କ ପାଇଁ ଆଣ୍ଟି ଟେରର ପ୍ରିଭେନସନ ଅଫ ଟେରୋରିଜିମ ଆକ୍ଟ ବା ପିଓଟିଏକୁ ରଦ୍ଦ କରିଥିଲେ। କିନ୍ତୁ ଏହାକୁ ଅପବ୍ୟବହାର କରାଯାଉଥିବାରୁ ସରକାର ଏହାକୁ ରଦ୍ଦ କରିଥିବା ସଫେଇ ଦେଇଥିଲେ। ପିଓଟିଏକୁ ରଦ୍ଦ କରାଯିବା ପରେ ଦେଶରେ ଆତଙ୍କବାଦୀ ହମ୍‌ଲା ବୃଦ୍ଧି ପାଇଥିଲା।

ଯେଉଁ ୟୁପିଏ ସରକାର ପିଓଟିଏକୁ ରଦ୍ଦ କରିଥିଲେ ସେହି ସରକାର ମୁମ୍ବାଇ ୨୬/୧୧ ହମ୍‌ଲା ପରେ ଏନ୍‌ଆଇଏ ପ୍ରତିଷ୍ଠା କରିଥିଲେ। ଯଦି ଆମେ ଏହି ସଂଶୋଧିତ ବିଲ୍‌କୁ ସମର୍ଥନ ନ କରିବା, ତା’ହେଲେ ଏହା ଆତଙ୍କବାଦୀଙ୍କ ମନୋବଳ ବୃଦ୍ଧି କରିବ।”

ପୂର୍ବରୁ ବିରୋଧୀ ଦଳର ନେତାମାନେ ସରକାର ତଦନ୍ତକାରୀ ସଂସ୍ଥାକୁ ନିଜର ରାଜନୀତିକ ଫାଇଦା ପାଇଁ ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ। ଏପରି କି କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରିବା ପାଇଁ ମଧ୍ୟ ସରକାର ଆତଙ୍କବାଦ ନିରୋଧ ଆଇନ୍‌କୁ ବ୍ୟବହାର କରୁଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story