ପୁଣେରେ ଭାରତ ସମେତ ୫ ବିମ୍‌ଷ୍ଟେକ୍‌ ରାଷ୍ଟ୍ରଙ୍କ ମିଳିତ ସମରାଭ୍ୟାସ: ୩ ସେନାର ଶକ୍ତି ପ୍ରଦର୍ଶନ

ପୁଣେ: ଜଳ,ସ୍ଥଳ ଓ ଆକାଶ । ସମସ୍ତ ତିନି ମାର୍ଗରୁ ଚାଲିଥିଲା ଘନ ଘନ ଆକ୍ରମଣ। ଶତ୍ରୁ ପକ୍ଷଙ୍କୁ ମାତ୍ ଦେବା ପାଇଁ ପୂର୍ବ ପ୍ରସ୍ତୁତି ରଣନୀତି ଅନୁଯାୟୀ ହୋଇ ଥିଲା ହମ୍‌ଲା। ତେବେ ଏହା କୌଣସି ଯୁଦ୍ଧର ଦୃଶ୍ୟ ନ ଥିଲା ବରଂ ପୁଣେ ଔନ୍ଧରେ ଭାରତୀୟ ସେନା ବେସ୍‌ରେ ଚାଲିଥିଲା ମିଳିତ ସମରାଭ୍ୟାସ। ବେ ଅଫ୍ ବେଙ୍ଗଲ ଇନିସିଏଟିଭ୍ ଫର ମଲ୍‌ଟି ସେକ୍ଟରାଲ୍‌ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ କୋଅପରେସନ୍ ବା ବିମ୍‌ଷ୍ଟେକ ରାଷ୍ଟ୍ରଙ୍କର  ମିଳିତ […]

arm

arm

Tapas Behera
  • Published: Sunday, 16 September 2018
  • Updated: 16 September 2018, 03:55 PM IST

Sports

Latest News

ପୁଣେ: ଜଳ,ସ୍ଥଳ ଓ ଆକାଶ । ସମସ୍ତ ତିନି ମାର୍ଗରୁ ଚାଲିଥିଲା ଘନ ଘନ ଆକ୍ରମଣ। ଶତ୍ରୁ ପକ୍ଷଙ୍କୁ ମାତ୍ ଦେବା ପାଇଁ ପୂର୍ବ ପ୍ରସ୍ତୁତି ରଣନୀତି ଅନୁଯାୟୀ ହୋଇ ଥିଲା ହମ୍‌ଲା। ତେବେ ଏହା କୌଣସି ଯୁଦ୍ଧର ଦୃଶ୍ୟ ନ ଥିଲା ବରଂ ପୁଣେ ଔନ୍ଧରେ ଭାରତୀୟ ସେନା ବେସ୍‌ରେ ଚାଲିଥିଲା ମିଳିତ ସମରାଭ୍ୟାସ।

ବେ ଅଫ୍ ବେଙ୍ଗଲ ଇନିସିଏଟିଭ୍ ଫର ମଲ୍‌ଟି ସେକ୍ଟରାଲ୍‌ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ କୋଅପରେସନ୍ ବା ବିମ୍‌ଷ୍ଟେକ ରାଷ୍ଟ୍ରଙ୍କର  ମିଳିତ ସମରାଭ୍ୟାସ ହୋଇଥିଲା। ଖାସ୍ କରି ସହରାଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ହେଲେ ଏହାର କିପରି ମୁକାବିଲା କରାଯାଇପାରିବ ସେନେଇ ନମୁନା ପ୍ରଦର୍ଶନ କରାଯାଇ ଥିଲା। ପୁଣେର ଔନ୍ଧ ମିଲିଟାରୀ ବେସ୍‌ରେ ଏକାଠି ହୋଇଥିଲେ ବିମଷ୍ଟେକ୍ ଗୋଷ୍ଠୀର ୫ ସଦସ୍ୟ ରାଷ୍ଟ୍ର।

ବଙ୍ଗୋପସାଗର ଉପରେ ନିର୍ଭର କରୁଥିବା ଭାରତ, ବାଂଲାଦେଶ, ଭୁଟାନ, ମ୍ୟାନ୍‌ମାର, ଶ୍ରୀଲଙ୍କା ମିଳିତ ଶକ୍ତି ପ୍ରଦର୍ଶନ କରିଛନ୍ତି। ତେବେ ଗୋଷ୍ଠୀର ଅନ୍ୟ ଦୁଇ ଦେଶ ନେପାଳ ଓ ଥାଇଲାଣ୍ଡ ସମରାଭ୍ୟାସରେ ଭାଗ ନେଇ ନଥିଲେ ମଧ୍ୟ ନିଜ ନିଜ ପର୍ଯ୍ୟବେକ୍ଷକଙ୍କ ଜରିଆରେ ତଥ୍ୟ ସଂଗ୍ରହ କରିଛନ୍ତି।  ଆତଙ୍କବାଦୀ ଆକ୍ରମଣ ବେଳେ କିପରି ସୂଚନା ଆଦାନପ୍ରଦାନ କରାଯାଇପାରିବ ତାହା ସମରାଭ୍ୟାସରେ ରିହର୍‌ସଲ ହୋଇଛି ।

ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇଥିବା ବିମ୍‌ଷ୍ଟେକ୍‌ ସମରାଭ୍ୟାସ ୭ ଦିନ ଚାଲିବ। ଦକ୍ଷିଣ ପୂର୍ବ ଏସିଆରେ ଚୀନର ଦାଦାଗିରି ଓ ବଡ଼ ଭାଇପଣିଆକୁ ପ୍ରତିହତ କରିବା ଦିଗରେ ମିଳିତ ସମରାଭ୍ୟାସକୁ ଏକ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story