ବିମୁଦ୍ରାକରଣକୁ ନେଇ ସରକାରଙ୍କ ସବୁ ସର୍ଭେ ମିଛ: ମାୟାବତୀ

ନୂଆଦିଲ୍ଲୀ: ବିମୁଦ୍ରାକରଣ ନେଇ ବିଏସପି ସୁପ୍ରିମୋ ମାୟାବତୀ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ଦୋଷାରପ କରିଛନ୍ତି। ସଂସଦରେ ନୋଟ୍‌ବନ୍ଦୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୟାନ ରଖନ୍ତୁ ବୋଲି ମାୟାବତୀ ଦାବି କରିଛନ୍ତି। ବିମୁଦ୍ରାକରଣ ପାଇଁ ସରକାର ଉଠାଇଥିବା ପଦକ୍ଷେପ ସଠିକ୍‌ ନୁହେଁ, ବିନା ପ୍ରସ୍ତୁତିରେ ମୋଦି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ଲୋକମାନଙ୍କ ମତ ଜାଣିବା ପାଇଁ ମୋଦି କରୁଥିବା ସର୍ଭେ ସବୁ ମିଛ ଅଟେ। ଯଦି ଲୋକମାନଙ୍କ […]

mayabati

mayabati

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 05:22 PM IST

Sports

Latest News

ନୂଆଦିଲ୍ଲୀ: ବିମୁଦ୍ରାକରଣ ନେଇ ବିଏସପି ସୁପ୍ରିମୋ ମାୟାବତୀ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ଦୋଷାରପ କରିଛନ୍ତି। ସଂସଦରେ ନୋଟ୍‌ବନ୍ଦୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୟାନ ରଖନ୍ତୁ ବୋଲି ମାୟାବତୀ ଦାବି କରିଛନ୍ତି।

ବିମୁଦ୍ରାକରଣ ପାଇଁ ସରକାର ଉଠାଇଥିବା ପଦକ୍ଷେପ ସଠିକ୍‌ ନୁହେଁ, ବିନା ପ୍ରସ୍ତୁତିରେ ମୋଦି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ଲୋକମାନଙ୍କ ମତ ଜାଣିବା ପାଇଁ ମୋଦି କରୁଥିବା ସର୍ଭେ ସବୁ ମିଛ ଅଟେ। ଯଦି ଲୋକମାନଙ୍କ ମତ ଜାଣିବାକୁ ଚାହୁଁଛନ୍ତି ତେବେ ଲୋକସଭା ଭାଙ୍ଗି ପୁନର୍ବାର ନିର୍ବାଚନ କରନ୍ତୁ।

ସେ ଆହୁରି ମଧ୍ୟ କହିଛନ୍ତି, ଦେଶର ୯୦ପ୍ରତିଶତ ଜନତା ଏହି ବିମୁଦ୍ରାକରଣ ନେଇ ଦୁଃଖିତ ଅଛନ୍ତି। ସଂସଦରେ ଆଲୋଚନା ସମୟରେ ନରେନ୍ଦ୍ର ମୋଦି ଉପସ୍ଥିତ ରହିବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story