ବିଶାଖାପାଟଣାରେ ସଡ଼କ ଦୁର୍ଘଟଣା: ୧୧ ମୃତ,୬ ଆହତ

ବିଶାଖାପାଟଣା: ବିଶାଖାପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ଘଟି ୧୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଅଛନ୍ତି। ବିଶାଖାପାଟଣାରୁ ୧୫ କିଲୋମିଟର ଦୂର ୧୬ନମ୍ୱର ଜାତୀୟ ରାଜପଥରେ ଆନ୍ଧ୍ରପ୍ରଦେଶ ସଡକ ପରିବହନର ଏକ ଯାତ୍ରୀବାହୀ ବସ୍ ସହ ଅଟୋ ରିକ୍ସାର ଧକ୍କା ହେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା  ଅନ୍ୟ ୫ଜଣ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଗୁରୁତର ୬ ଜଣ ଯାତ୍ରୀଙ୍କ ଚିକିତ୍ସା ଚାଲିଛି। ବସଟି ବିଜୟନଗରମରୁ ବିଶାଖାପାଟଣା ଫେରୁଥିବାବେଳେ ବସଟି ଦୁର୍ଘଟଣାଗ୍ରସ୍ତ […]

busdugatana

Rakesh Mallick
  • Published: Wednesday, 22 July 2015
  • , Updated: 22 July 2015, 07:14 AM IST

ବିଶାଖାପାଟଣା: ବିଶାଖାପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ଘଟି ୧୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଅଛନ୍ତି। ବିଶାଖାପାଟଣାରୁ ୧୫ କିଲୋମିଟର ଦୂର ୧୬ନମ୍ୱର ଜାତୀୟ ରାଜପଥରେ ଆନ୍ଧ୍ରପ୍ରଦେଶ ସଡକ ପରିବହନର ଏକ ଯାତ୍ରୀବାହୀ ବସ୍ ସହ ଅଟୋ ରିକ୍ସାର ଧକ୍କା ହେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା  ଅନ୍ୟ ୫ଜଣ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଗୁରୁତର ୬ ଜଣ ଯାତ୍ରୀଙ୍କ ଚିକିତ୍ସା ଚାଲିଛି। ବସଟି ବିଜୟନଗରମରୁ ବିଶାଖାପାଟଣା ଫେରୁଥିବାବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

Related story