ଉଦ୍ଭଟ ଟ୍ରାଫିକ ଆଇନରେ ଅଜବ ଜୋରିମାନା

ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ଅନେକ ସ୍ଥାନରେ ଏହାର ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହେଲେ ପୁଣି ଟ୍ରାଫିକ୍ ପୋଲିସ ତରଫରୁ ଟିକେ ଢିଲା ହେବା ପରେ ପୁଣିଥରେ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଦେଖିବାକୁ ମିଳିଛି କେତେକ ଉଦ୍ଭଟ ଟ୍ରାଫିକ ନିୟମ ଓ ଅଜବ ଜୋରିମାନା। ଡିସେମ୍ୱର ପହିଲାରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ ଆଇନ କଡ଼ାକଡ଼ି ହେବ। ହେଲେ ଏହା ପୂର୍ବରୁ ଜାଣି ରଖନ୍ତୁ କ’ଣ […]

traffic-rules-violation

traffic-rules-violation

Subhransu Sekhar
  • Published: Friday, 22 November 2019
  • Updated: 23 November 2019, 04:34 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ଅନେକ ସ୍ଥାନରେ ଏହାର ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହେଲେ ପୁଣି ଟ୍ରାଫିକ୍ ପୋଲିସ ତରଫରୁ ଟିକେ ଢିଲା ହେବା ପରେ ପୁଣିଥରେ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଦେଖିବାକୁ ମିଳିଛି କେତେକ ଉଦ୍ଭଟ ଟ୍ରାଫିକ ନିୟମ ଓ ଅଜବ ଜୋରିମାନା। ଡିସେମ୍ୱର ପହିଲାରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ ଆଇନ କଡ଼ାକଡ଼ି ହେବ। ହେଲେ ଏହା ପୂର୍ବରୁ ଜାଣି ରଖନ୍ତୁ କ'ଣ ରହିଛି ଟ୍ରାଫିକ ଆଇନରେ ବିଚିତ୍ର ଜୋରିମାନା।

ଜଣେ ଗାଡ଼ି ଚାଳକ ବ୍ୟାଜ୍‌ ବା ପଟି ନବାନ୍ଧି ବ୍ୟବସାୟିକ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ଆଇନରେ ବ୍ୟବସ୍ଥା ରହିଛି। ହେଲେ ମୋବାଇଲ ଫୋନରେ କଥା ହୋଇ ଗାଡ଼ି ଚଳାଇଲେ ୫୦୦ରୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ନିୟମ ରହିଛି। ମୋବାଇଲ ଧରି ଗାଡ଼ି ଚଳାଇବାର ଅର୍ଥ ନିଜ ପାଇଁ ଓ ଅନ୍ୟ ପାଇଁ ଦୁର୍ଘଟଣାକୁ ଆମନ୍ତ୍ରଣ କରିବା। କିନ୍ତୁ ଏ କ୍ଷେତ୍ରରେ ଜୋରିମାନା ପରିମାଣ ବିନା ପଟି ବା ବ୍ୟାଜ୍‌ରେ ଗାଡ଼ି ଚଳେଇବା ତୁଳନାରେ କମ୍ ରହିଛି। ସେହିଭଳି ଯଦି ଜଣେ ଘରୋଇ ଗାଡ଼ି ଚଳାଉଥିବ ତାହେଲେ ଜୋରିମାନା ପରିମାଣ କମ୍ ରହିଛି। ଅବସରପ୍ରାପ୍ତ ଟ୍ରାଫିକ ପୁଲିସ କମିଶନର ଭୈରୋଁ ସିଂହ ଗୁଜର କହିଛନ୍ତି ଯେ ବ୍ୟାବସାୟିକ ଗାଡ଼ିର ଡ୍ରାଇଭରଙ୍କୁ ଅନ୍ୟ ଗାଡ଼ିର ଡ୍ରାଇଭରଙ୍କଠାରୁ ଅଲଗା ଚିହ୍ନଟ କରିବା ପାଇଁ ଏପରି ବ୍ୟାଜ୍‌ ବ୍ୟବସ୍ଥା କରାଯାଇଛି।  ଗୁଜର ଟ୍ରାଫିକ ଆଇନ ପ୍ରଣୟନ ସମିତିର ସଦସ୍ୟ ଥିଲେ।

ସେହିଭଳି ନିକଟରେ ଦିଲ୍ଲୀ ହାଇକୋର୍ଟ ଟ୍ରାଫିକ ଆଇନ ଉଲ୍ଲଂଘନକୁ ନେଇ ଏକ ରାୟ ପ୍ରକାଶ କରିଥିଲେ। ଚାରି ଚକିଆ କାର୍‌ଗୁଡ଼ିକରେ ଲାଗିଥିବା ରଙ୍ଗୀନ କାଚ କାଢ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। କାରଣ ଏହି କାଚ ଲାଗିଥିଲେ କାର୍‌ ଭିତରେ କ’ଣ ହେଉଛି ତାହା ଦେଖିବା ସମ୍ଭବ ପର ନଥିଲା। ଯାହାକି, ଅନେକ ଅସାମାଜିକ କାମ ଓ ଅପରାଧକୁ ଜନ୍ମ ଦେଉଥିଲା। ତେଣୁ କୋର୍ଟ ଏହି ରଙ୍ଗୀନ କାଚକୁ ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନୂଆ ଟ୍ରାଫିକ ଆଇନ ଅନୁସାରେ ଯେଉଁ କାର୍‌ରେ ଏହି କାଚ ଲାଗିଥିବ ସେଥିପାଇଁ ମାତ୍ର ୫୦୦ ଟଙ୍କାରୁ ୧୫୦୦ ଟଙ୍କା ଜୋରିମାନା ଦେବାକୁ ହେବ। ହେଲେ ଯଦି ଜଣେ ରାସ୍ତାରେ ହର୍ଣ୍ଣ ବଜାଇ ଯାଉଥିବ ତାହେଲେ ଶବ୍ଦ ପ୍ରଦୂଷଣ କାରଣରୁ ୫୦୦୦ରୁ ୧୦, ୦୦୦ ଟଙ୍କାର ଜୋରିମାନା ଧାର୍ଯ୍ୟ ହୋଇପାରେ।

ସେହିଭଳି ଜଣେ ବିନା ପ୍ରଦୂଷଣ ଲାଇସେନ୍ସରେ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିୟମ ରହିଥିବା ବେଳେ ଗାଡ଼ିରୁ ପ୍ରଦୂଷିତ ଧୂଆଁ ବାହାରୁଥିଲେ ମାତ୍ର ୫୦୦ ଟଙ୍କା ଜୋରିମାନା ରହିଛି। ଗାଡ଼ିରୁ ଧୂଆଁ ବାହାରୁଛି ମାନେ ପ୍ରଦୂଷଣ ହେଉଛି। ହେଲେ ଏ କ୍ଷେତ୍ରରେ ଜୋରିମାନା ପରିମାଣ ମାତ୍ର ୫୦୦ ଟଙ୍କା ଥିବା ବେଳେ ପ୍ରଦୂଷଣ ସାର୍ଟିଫିକେଟ ନଥିଲେ କିନ୍ତୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ନିୟମ ରହିଛି। ବିନା ସାଇଲେନ୍ସରରେ ଗାଡ଼ି ଚଳାଇଲେ ଶବ୍ଦ ପ୍ରଦୂଷଣ ହୋଇଥାଏ। ହେଲେ ଏଥିପାଇଁ ଜୋରିମାନ ପରିମାଣ ମାଚ୍ର ୫୦୦ରୁ ୧,୫୦୦ ଟଙ୍କା ରହିଛି।

ସେହିଭଳି ଟ୍ରାଫିକ ସିଗନାଲରେ ରେଡ୍ ଲାଇଟ୍ ଥାଇ ଜେବ୍ରା କ୍ରସିଂ କଲେ ୧ ହଜାରରୁ ୫ ହଜାର ଟଙ୍କା ଜୋରିମାନ ରହିଛି। ବାରମ୍ବାର ଏପରି କଲେ ଜୋରିମାନା ବଢ଼ିବଢ଼ି ଚାଲିବ। କିନ୍ତୁ ଏହି ସମାନ ଅପରାଧ ପାଇଁ ଅନ୍ୟ ଏକ ନିୟମ ଅନୁସାରେ ୨ ହଜାରରୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ହେବ।

ରାତିରେ ରାସ୍ତାରେ ଗାଡ଼ି ଚଳାଇବା ବେଳେ ହେଡ ଲାଇଟରେ ହାଇ ବିମ୍ ଲାଇଟ ଲଗାଇଲେ ମାଚ୍ର ୫୦୦ ଟଙ୍କା ଜୋରିମାନା ରହିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ ଏହି ହାଇ ଲାଇଟ୍ ପାଇଁ ଅପର ପକ୍ଷରୁ ଆସୁଥିବା ଲୋକଙ୍କୁ କିଛି ଦେଖାଯାଇ ନଥାଏ। ଫଳରେ ଦୁର୍ଘଟଣା ହୋଇଥାଏ। କିନ୍ତୁ ରାତିରେ ବିନା ଲାଇଟରେ ଗାଡ଼ି ଚଳାଇଲେ ମାତ୍ର ୫ରୁ ୧୫ ଟଙ୍କା ଜୋରିମାନା ରାଶି ରହିଛି।

ସେହିପରି କାର୍‌ ଭିତରେ ଧୂଆଁ ଟାଣିବା ଟ୍ରାଫିକ ଆଇନରେ ଅପରାଧ। ଯିଏ ଏଭଳି କରିବ ସେଥିପାଇଁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। କାର୍‌ ପାଖରେ ଧୂଆଁ ଟାଣିଲେ ବି ସମାନ ପରିମାଣର ଜୋରିମାନା ଦେବାକୁ ହେବ। କାର୍‌ ଭିତରେ ଓ ବାହାରେ ଧୂମପାନ କରିବା ବିପଜ୍ଜନକ। ଟିକିଏ ଅସାବଧାନତା ହେଲେ କାର୍‌ରେ ନିଆଁ ଲାଗିବାର ସମ୍ଭାବନା ରହିଥାଏ। ହେଲେ ଏ କ୍ଷେତ୍ରରେ ମାତ୍ର ଜୋରିମାନା ପରିମାଣ ୫୦୦ ଟଙ୍କା।

ଗୁଜର କହିଛନ୍ତି, ଟ୍ରାଫିକ ଆଇନ ସବୁବେଳେ ପରିବର୍ତ୍ତନୀଶୀଳ। ସମୟ ଓ ସ୍ଥିତି ଅନୁଯାୟୀ ଏହି ନିୟମର ପରିବର୍ତ୍ତନ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story