ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରତାପ ଦେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଆଳି ବିଧାୟକ ପ୍ରତାପ କେଶରୀ ଦେବ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଦେବ କହିଛନ୍ତି ଯେ, ରାଜ୍ୟସଭା ସାଂସଦ ପଦରୁ ସେ ଇସ୍ତଫା ଦେଇସାରିଛନ୍ତି। ନିୟମ ଅନୁସାରେ ନିର୍ବାଚନ ଫଳାଫଳ ବିଜ୍ଞପ୍ତି ଜାରି ହେବାର ୧୫ଦିନ କିମ୍ବା ଗୃହରେ ଶପଥ ନେବାର ୧୫ଦିନ ମଧ୍ୟରେ ତାଙ୍କୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ତେଣୁ ମେ’ ୨୫ତାରିଖରେ ନିର୍ବାଚନ ଫଳାଫଳ ବିଜ୍ଞପ୍ତି ଜାରି […]

ui

ui

Hemant Lenka
  • Published: Friday, 07 June 2019
  • Updated: 07 June 2019, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଆଳି ବିଧାୟକ ପ୍ରତାପ କେଶରୀ ଦେବ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଦେବ କହିଛନ୍ତି ଯେ, ରାଜ୍ୟସଭା ସାଂସଦ ପଦରୁ ସେ ଇସ୍ତଫା ଦେଇସାରିଛନ୍ତି। ନିୟମ ଅନୁସାରେ ନିର୍ବାଚନ ଫଳାଫଳ ବିଜ୍ଞପ୍ତି ଜାରି ହେବାର ୧୫ଦିନ କିମ୍ବା ଗୃହରେ ଶପଥ ନେବାର ୧୫ଦିନ ମଧ୍ୟରେ ତାଙ୍କୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାକୁ ପଡ଼ିବ।

ତେଣୁ ମେ’ ୨୫ତାରିଖରେ ନିର୍ବାଚନ ଫଳାଫଳ ବିଜ୍ଞପ୍ତି ଜାରି ହୋଇଥିବାରୁ ତାଙ୍କ ପାଖରେ ଜୁନ୍ ୧୦ତାରିଖ ପର୍ଯ୍ୟନ୍ତ ସମୟ ରହିଛି। ସେହିପରି ଯଦି ବିଧାନସଭାରେ ଶପଥ ନେବା କଥାକୁ ହିସାବ କରାଯାଏ ତା’ହେଲେ ଜୁନ୍ ୧୫ତାରିଖ ମଧ୍ୟରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇପାରିବେ। ତେଣୁ ଇସ୍ତଫା ଦେବାରେ ସେ ବିଳମ୍ବ କରୁଛନ୍ତି ବୋଲି ହେଉଥିବା ଚର୍ଚ୍ଚା ଭିତ୍ତିହୀନ। ଦିଲ୍ଲୀ ଗସ୍ତରେ ତାଙ୍କର ଯିବାର କାର୍ଯ୍ୟକ୍ରମ ଥିଲା, ତେଣୁ ସେ ଦିଲ୍ଲୀ ରହଣି ବେଳେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାକୁ ସ୍ଥିର କରିଥିଲେ। ଏଥିରେ ବିଳମ୍ବର ପ୍ରଶ୍ନ ଉଠୁଛି କେଉଁଠୁ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟସଭାରେ ବିଜେଡିର ସାଂସଦ ଥିବା ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହି ୩ ଜଣ ନେତା ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇସାରିଥିବା ଜଣାପଡ଼ିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story