ଲକଡାଉନ୍ ପ୍ରସଙ୍ଗରେ ରାହୁଲଙ୍କୁ ଘେରିଲେ ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ କେନ୍ଦ୍ର ଦ୍ୱାରା ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଥିଲେ। ଏମିତିକି ସୀମାରେ ଚୀନ୍ ଏବଂ ନେପାଳ ସହିତ କ’ଣ ସମସ୍ୟା ରହିଛି ସରକାର ସ୍ପଷ୍ଟ କରିବା ଦରକାର ବୋଲି ରାହୁଲ ସ୍ପଷ୍ଟୀକରଣ ମାଗିଥିଲେ। ଏବେ ଆଇନ୍ ମନ୍ତ୍ରୀ ତଥା ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ଭାରତକୁ କେହି ଆଖି ଉଠାଇ ଚାହିଁ ପାରିବେ ନାହିଁ। ରାହୁଲ ଏବଂ କଂଗ୍ରେସ ନେତା […]

rahul-gandhi-ravi-shankar-prasad

rahul-gandhi-ravi-shankar-prasad

Subhransu Sekhar
  • Published: Wednesday, 27 May 2020
  • Updated: 27 May 2020, 02:28 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ କେନ୍ଦ୍ର ଦ୍ୱାରା ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଥିଲେ। ଏମିତିକି ସୀମାରେ ଚୀନ୍ ଏବଂ ନେପାଳ ସହିତ କ’ଣ ସମସ୍ୟା ରହିଛି ସରକାର ସ୍ପଷ୍ଟ କରିବା ଦରକାର ବୋଲି ରାହୁଲ ସ୍ପଷ୍ଟୀକରଣ ମାଗିଥିଲେ। ଏବେ ଆଇନ୍ ମନ୍ତ୍ରୀ ତଥା ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ଭାରତକୁ କେହି ଆଖି ଉଠାଇ ଚାହିଁ ପାରିବେ ନାହିଁ। ରାହୁଲ ଏବଂ କଂଗ୍ରେସ ନେତା ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଦେଶର ମନୋବଳକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି।

ଲକଡାଉନକୁ ରାହୁଲ ଗାନ୍ଧି ସମାଲୋଚନା କରୁଛନ୍ତି, ହେଲେ କଂଗ୍ରେସ ଶାସିତ ରାଜ୍ୟ ପଞ୍ଜାବ, ରାଜସ୍ଥାନ ପ୍ରଥମେ ଲକଡାଉନ୍ ଅବଧି ବଢ଼ାଇଛନ୍ତି ବୋଲି ସେ କହିଛନ୍ତି। ଦେଶର ମନୋବଳ ଦୁର୍ବଳ କରାଇ ରାଜନୀତିକ ଫଇଦା ନେବା ଛଡ଼ା ରାହୁଲଙ୍କ ଉଦ୍ଦେଶ୍ୟ ଆଉ କିଛି ନୁହଁ ବୋଲି ସେ କହିଛନ୍ତି।

ଲକଡାଉନ୍ ପାଇଁ ଦେଶରେ କରୋନା ନିୟନ୍ତ୍ରଣରେ ରହିଛି ବୋଲି ରବିଶଙ୍କର କହିଛନ୍ତି। ଅନ୍ୟ ଦେଶରେ ମୃତକ ସଂଖ୍ୟା ତୁଳନାରେ ଭାରତରେ ବହୁତ କମ୍। ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, କାନାଡା ଭଳି ୧୫ଟି ଦେଶରେ ମୋଟ୍ ଜନସଂଖ୍ୟା ୧୪୨ କୋଟି। ଏହି ୧୫ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିଥିବାବେଳେ ଭାରତରେ ମୃତ୍ୟୁ ସଂଖ୍ୟା ୪ ୫୦୦ ଭିତରେ ଏଯାବତ ରହିଛି। ୬୪ ହଜାରରୁ ଅଧିକ ଲୋକ ଆରୋଗ୍ୟ ହୋଇଛନ୍ତି।

ରାହୁଲ ଗାନ୍ଧୀ ୫ଟି ଉପାୟରେ ଦେଶର ମନୋବଳକୁ ଦୁର୍ବଳ କରୁଛନ୍ତି ବୋଲି ରବିଶଙ୍କର କହିଛନ୍ତି। ଗୋଟିଏ ନକରାତ୍ମକ ପ୍ରଚାର, ସଙ୍କଟ ସମୟରେ ଦେଶ ବିରୋଧରେ କାମ କରିବା, ମିଛ ପ୍ରଚାର କରି ଶ୍ରେୟ ନେବା, କହିବା ଓ କରିବାରେ ଓଲଟା, ମିଛ ତଥ୍ୟ ଦେଇ ବିଭ୍ରାନ୍ତି କରୁଛନ୍ତି। ରାଜସ୍ଥାନର ଭିଲଓ୍ୱାଡା ମଡେଲ ବାବଦରେ ରାହୁଲ ଗାନ୍ଧୀ ମିଛ କହି ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି।

ସେ ଆହୁରି କହିଛନ୍ତି, ପଞ୍ଜାବ ପ୍ରଥମେ ଲକଡାଉନ୍ କରିଛି। ତା’ପରେ ରାଜସ୍ଥାନ। ପରେ ମହାରାଷ୍ଟ୍ର ଆଉ ଏହାପରେ ପଞ୍ଜାବ ସର୍ବାଧିକ ୩୧ ମେ ଯାଏ ଲକଡାଉନ୍ ବଢ଼ାଇଛି। ଏହି ଘୋଷଣା ପ୍ରଧାନମନ୍ତ୍ରୀଙ୍କ ସହିତ ଘୋଷଣା ପୂର୍ବରୁ ହୋଇଛି ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି। ଲକଡାଉନ୍ କରୋନା ମୁକାବିଲାର ସମସ୍ୟା ନୁହେଁ ବୋଲି ରାହୁଲ ଗାନ୍ଧୀ କହୁଛନ୍ତି, ହେଲେ କଂଗ୍ରେସ ଶାସିତ ରାଜ୍ୟ ଲକଡାଉନ୍ କାହିଁକି ବୃଦ୍ଧି କରୁଛନ୍ତି ବୋଲି ରବିଶଙ୍କର ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି। କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ରାହୁଲ ଗାନ୍ଧୀଙ୍କୁ ଶୁଣୁନାହାନ୍ତି କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ସେହିପରି ମହାରାଷ୍ଟ୍ରରେ କଂଗ୍ରେସ ସରକାରରେ ରହିଛି, ନିଷ୍ପତ୍ତି ନେବାର ଅଧିକାର ନାହିଁ କେବଳ କଂଗ୍ରେସ ପ୍ରସ୍ତାବ ଦିଏ ବୋଲି ରାହୁଲ ଯେଉଁ ମତ ରଖିଥିଲେ ତାକୁ ମଧ୍ୟ ରବି ଶଙ୍କର ପ୍ରସାଦ କାଉଣ୍ଟର କରିଛନ୍ତି। ସରକାରରେ ଥାଇ ନିଜର ଉତ୍ତର ଦାୟିତ୍ୱ ଲୁଚାଇବାକୁ ରାହୁଲ ଏଭଳି କହୁଛନ୍ତି ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story