ତେଜସ୍ୱୀ ଯାଦବଙ୍କୁ ପ୍ରଶଂସା କଲେ ବିଜେପିର ସହଯୋଗୀ

ଚଣ୍ଡିଗଡ଼: ବିହାର ବିଧାନସଭାରେ ଜବରଦସ୍ତ ପ୍ରଦର୍ଶନ କରି ସରକାର ଗଠନ କରିବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ଆରଜେଡିକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଖୋଦ୍‌ ବିଜେପିର ସହଯୋଗୀ ମଧ୍ୟ ତେଜସ୍ୱୀଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ହରିଆଣାରେ ବିଜେପିକୁ ସରକାର ଗଠନ କରିବାରେ ସହଯୋଗ କରିଥିବା ଜେଜେପି ମୁଖ୍ୟ ତଥା ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା କହିଛନ୍ତି, “ମୁଁ ନୀତୀଶ କୁମାର ଓ ସୁଶୀଲ ମୋଦିଙ୍କୁ ଶୁଭେଚ୍ଛା ଜଣାଉଛି। ଲୋକମାନେ ସେମାନଙ୍କ […]

fy

fy

Hemant Lenka
  • Published: Wednesday, 11 November 2020
  • Updated: 11 November 2020, 10:00 PM IST

Sports

Latest News

ଚଣ୍ଡିଗଡ଼: ବିହାର ବିଧାନସଭାରେ ଜବରଦସ୍ତ ପ୍ରଦର୍ଶନ କରି ସରକାର ଗଠନ କରିବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ଆରଜେଡିକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଖୋଦ୍‌ ବିଜେପିର ସହଯୋଗୀ ମଧ୍ୟ ତେଜସ୍ୱୀଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି।

ହରିଆଣାରେ ବିଜେପିକୁ ସରକାର ଗଠନ କରିବାରେ ସହଯୋଗ କରିଥିବା ଜେଜେପି ମୁଖ୍ୟ ତଥା ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା କହିଛନ୍ତି, “ମୁଁ ନୀତୀଶ କୁମାର ଓ ସୁଶୀଲ ମୋଦିଙ୍କୁ ଶୁଭେଚ୍ଛା ଜଣାଉଛି। ଲୋକମାନେ ସେମାନଙ୍କ ଉପରେ ନିଜର ଆସ୍ଥା ପ୍ରକଟ କରିଛନ୍ତି। ତେଜସ୍ୱୀ ଯାଦବଙ୍କୁ ମଧ୍ୟ ବେଶ ଭଲ ଲଢ଼ିଛନ୍ତି। ସେ ଜଣେ ଯୁବ ପ୍ରତିଭା। ତାଙ୍କର ଭବିଷ୍ୟତ ରହିଛି। କିନ୍ତୁ ନୀତୀଶ କୁମାର ୭ମଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ମଧ୍ୟ ଏକ ରେକର୍ଡ। ସେଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି।”

ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଚଳିତ ବିହାର ବିଧାନସଭା ନିର୍ବାଚନରେ ମହାଗଠବନ୍ଧନ ଲଢ଼େଇ କରିଥିଲା। ଏଥିରେ ଆରଜେଡି ସମେତ କଂଗ୍ରେସ ଓ ବାମଦଳ ରହିଥିଲେ। ଆରଜେଡି ନିର୍ବାଚନରେ ୭୫ଟି ଆସନ ଜିତି ଏକକ ସର୍ବବୃହତ୍ତ ଦଳ ହୋଇଥିଲେ ହେଁ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ମହାଗଠବନ୍ଧନ ମ୍ୟାଜିକ ନମ୍ବର ୧୨୨ ପାର କରି ପାରି ନାହିଁ।

ମହାଗଠବନ୍ଧନ ସପକ୍ଷରେ ୧୧୧ଟି ଆସନ ରହିଛି। ଅନ୍ୟପକ୍ଷରେ ଏନଡିଏ ୧୨୫ଟି ଆସନ ଜିତି ବିହାରରେ ସରକାର ଗଠନ କରିବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story