ସାକ୍ଷୀଙ୍କ ପାଇଁ କନ୍ୟାଭୃଣ ହତ୍ୟା ଘଟଣା ବଢ଼ିବ: ବିଜେପି ବିଧାୟକ

ଭୋପାଲ: ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଜଣେ ଦଳିତ ପୁଅକୁ ବିବାହ କରିବା ଏବଂ ତାଙ୍କ ବାପାଙ୍କ ବିରୋଧରେ ହତ୍ୟା ଧମକର ଅଭିଯୋଗ ଆଣିବା ଘଟଣାକୁ ନେଇ ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଗୋପାଲ ଭାର୍ଗବ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ସାକ୍ଷୀ ତାଙ୍କ ବାପାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ସମାଜ ଉପରେ କୁପ୍ରଭାବ […]

sas

sas

Hemant Lenka
  • Published: Monday, 15 July 2019
  • Updated: 15 July 2019, 06:10 PM IST

Sports

Latest News

ଭୋପାଲ: ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଜଣେ ଦଳିତ ପୁଅକୁ ବିବାହ କରିବା ଏବଂ ତାଙ୍କ ବାପାଙ୍କ ବିରୋଧରେ ହତ୍ୟା ଧମକର ଅଭିଯୋଗ ଆଣିବା ଘଟଣାକୁ ନେଇ ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଗୋପାଲ ଭାର୍ଗବ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ସାକ୍ଷୀ ତାଙ୍କ ବାପାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ସମାଜ ଉପରେ କୁପ୍ରଭାବ ପକାଇବ। ଏପରି କି ଦେଶରେ କନ୍ୟାଭୃଣ ହତ୍ୟା ଘଟଣା ମଧ୍ୟ ବୃଦ୍ଧି ପାଇବ। ଲୋକମାନେ ଝିଅ ଜନ୍ମ କରିବାକୁ ମଧ୍ୟ ଆଉ ଚାହିଁବେ ନାହିଁ। ଅର୍ଥାତ ବିଧାୟକ ଗୋପାଲ ପରୋକ୍ଷରେ ସାକ୍ଷୀ ଦଳିତ ପିଲାକୁ ବିବାହ କରିଥିବାରୁ ଏହାକୁ ବିରୋଧ କରିଛନ୍ତି।

ଗୋପାଲ ଟ୍ୱିଟ କରି କହିଛନ୍ତି, “ମୋ ମତରେ ଏଭଳି ଖବର ଦ୍ୱାରା ଦେଶରେ ଅପ୍ରତ୍ୟାଶିକ ଭାବେ କନ୍ୟାଭୃଣ ହତ୍ୟା ମାମଲା ବଢ଼ିବ। ଏଥିସହ ମହିଳା-ପୁରୁଷଙ୍କ ମଧ୍ୟରେ ଲିଙ୍ଗଗତ ବ୍ୟବଧାନ ମଧ୍ୟ ବୃଦ୍ଧି ପାଇବ। ଆସନ୍ତା ୩ ବର୍ଷ ମଧ୍ୟରେ ସାମାଜିକ ସର୍ଭେରୁ ଏକଥା ସ୍ପଷ୍ଟ ରୂପ ସାମ୍ନାକୁ ଆସିବ। ଆଗକୁ ଘରୋଇ ହସ୍ପିଟାଲ ଓ ନର୍ସିଂ ହୋମରେ ଗର୍ଭପାତ ଘଟଣା ବୃଦ୍ଧି ପାଇବ।”  ଏଭଳି ବୟାନକୁ ସେ ନିଜସ୍ୱ ମତ ବୋଲି କହିଛନ୍ତି। ଏଥିସହ ଯଦି ଏହା କାହାକୁ ଆଘାତ ଦେବ, ତା’ହେଲେ ଏଥିପାଇଁ ସେ ଆଗୁଆ କ୍ଷମା ମଧ୍ୟ ମାଗି ନେଇଛନ୍ତି।

ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ଦଳିତ ପିଲା ଅଜିତେଶ କୁମାରଙ୍କୁ ବିବାହ କରିଥିଲେ। ଏହାପରେ ରାଜେଶ ଉଭୟଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ଖୋଦ୍‌ ସାକ୍ଷୀ ଏବଂ ଅଜିତେଶ ଭିଡିଓ ଜାରି କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story