‘ଉତ୍ପୀଡ଼ନ’ର ଶିକାର ମୁଶାରଫଙ୍କୁ ଭାରତ ନାଗରିକତ୍ୱ ଦେଉ: ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧିତ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ନେଇ ତାତ୍ସଲ୍ୟ କରିଛନ୍ତି। ମୁଶାରଫ ଦିଲ୍ଲୀର ଦରିଆଗଞ୍ଜରେ ରହୁଥିଲେ। ସେ ଏବେ ତାଙ୍କ ଦେଶ (ପାକିସ୍ତାନ)ରେ ଉତ୍ପୀଡନର ଶିକାର ହୋଇଛନ୍ତି। ଏବେ ଫାଷ୍ଟ ଟ୍ରାକ କୋର୍ଟ ଆଧାରରେ ତାଙ୍କୁ ନାଗରିକତ୍ୱ ଦେଇହେବ। କାରଣ ସେ ଦରିଆଗଞ୍ଜର ଏବଂ ଉତ୍ପୀଡନର ସାମ୍ନା କରୁଛନ୍ତି। ତେଣୁ ତାଙ୍କୁ ଆମ ଦେଶ ନାଗରିକତ୍ୱ ଦେଉ […]

SWAMI VS MUSHAROOF

Subhransu Sekhar
  • Published: Thursday, 19 December 2019
  • , Updated: 19 December 2019, 04:03 PM IST

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧିତ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ନେଇ ତାତ୍ସଲ୍ୟ କରିଛନ୍ତି। ମୁଶାରଫ ଦିଲ୍ଲୀର ଦରିଆଗଞ୍ଜରେ ରହୁଥିଲେ। ସେ ଏବେ ତାଙ୍କ ଦେଶ (ପାକିସ୍ତାନ)ରେ ଉତ୍ପୀଡନର ଶିକାର ହୋଇଛନ୍ତି। ଏବେ ଫାଷ୍ଟ ଟ୍ରାକ କୋର୍ଟ ଆଧାରରେ ତାଙ୍କୁ ନାଗରିକତ୍ୱ ଦେଇହେବ। କାରଣ ସେ ଦରିଆଗଞ୍ଜର ଏବଂ ଉତ୍ପୀଡନର ସାମ୍ନା କରୁଛନ୍ତି। ତେଣୁ ତାଙ୍କୁ ଆମ ଦେଶ ନାଗରିକତ୍ୱ ଦେଉ ବୋଲି ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି।

https://twitter.com/Swamy39/status/1207523204975087616

ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ଏବେ ଲଣ୍ଡନରେ ରହୁଛନ୍ତି। ଏବେ ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ରାଜଦ୍ରୋହ ମାମଲାରେ ତାଙ୍କ ବିରୋଧରେ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।

Related story