ପଶ୍ଚିମବଙ୍ଗ ଜେଲ୍‌ରେ ସର୍ବାଧିକ ବାଂଲାଦେଶୀ ଅପରାଧୀ, ବିଜେପି ପୁଣି ଉଠାଇବ ଏନ୍‌ଆରସି ପ୍ରସଙ୍ଗ

କୋଲକାତା: ନ୍ୟାସନାଲ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆରବି)ର ତଥ୍ୟ ବିଜେପିକୁ ଏନ୍‌ଆରସି ପ୍ରସଙ୍ଗ ଉଠାଇବା ପାଇଁ ପୁନର୍ବାର ସୁଯୋଗ ଦେଇଛି। ଏଥିରୁ ଜଣାପଡ଼ିଛି ପଶ୍ଚିମବଙ୍ଗ ଜେଲରେ ଦେଶର ସବୁଠାରୁ ଅଧିକ କଏଦୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ବାଂଲାଦେଶୀ। ପଶ୍ଚିମବଙ୍ଗ ସହ ସାରା ଦେଶରେ ଏନ୍‌ଆରସି ଲାଗୁ କରିବାକୁ ଦାବି କରୁଥିବା ବିଜେପି ଏବେ ଏହି ତଥ୍ୟ ଆଧାରରେ ଏନ୍‌ଆରସି କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ପ୍ରସଙ୍ଗ କରାଇଛି। ଏନ୍‌ସିଆରବି ତଥ୍ୟ ଅନୁଯାୟୀ, ୨୦୧୭ ସୁଦ୍ଧା […]

nrc

nrc

Subrat Kumar Nayak
  • Published: Friday, 01 November 2019
  • Updated: 01 November 2019, 07:01 PM IST

Sports

Latest News

କୋଲକାତା: ନ୍ୟାସନାଲ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆରବି)ର ତଥ୍ୟ ବିଜେପିକୁ ଏନ୍‌ଆରସି ପ୍ରସଙ୍ଗ ଉଠାଇବା ପାଇଁ ପୁନର୍ବାର ସୁଯୋଗ ଦେଇଛି। ଏଥିରୁ ଜଣାପଡ଼ିଛି ପଶ୍ଚିମବଙ୍ଗ ଜେଲରେ ଦେଶର ସବୁଠାରୁ ଅଧିକ କଏଦୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ବାଂଲାଦେଶୀ। ପଶ୍ଚିମବଙ୍ଗ ସହ ସାରା ଦେଶରେ ଏନ୍‌ଆରସି ଲାଗୁ କରିବାକୁ ଦାବି କରୁଥିବା ବିଜେପି ଏବେ ଏହି ତଥ୍ୟ ଆଧାରରେ ଏନ୍‌ଆରସି କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ପ୍ରସଙ୍ଗ କରାଇଛି।

ଏନ୍‌ସିଆରବି ତଥ୍ୟ ଅନୁଯାୟୀ, ୨୦୧୭ ସୁଦ୍ଧା ପଶ୍ଚିମବଙ୍ଗରେ ୧,୩୭୯ ବିଦେଶୀ ଜେଲରେ ଥିଲେ। ଏହା ଦେଶର ବିଦେଶୀ କଏଦୀ ସଂଖ୍ୟାର ୬୨.୯% ବା ସର୍ବାଧିକ।

ତେବେ ଏହାକୁ ମୁଦ୍ଦା କରି ବିଜେପି କହିଛି, ଏହା ହିଁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ରହିଥିବା ଭୟର ପ୍ରକୃତ ଦୃଶ୍ୟ। କୋଲକତାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କର ଏକ ରାଲି ପରେ ପରେ ହିଁ ଏହି ତଥ୍ୟ ସାମ୍ନାକୁ ଆସିବା ପ୍ରସଙ୍ଗ ପାଇଁ ଇନ୍ଧନ ଯୋଗାଇଛି।

ବିଜେପି ନେତା ରାହୁଲ ସିହ୍ନା ଏହି ପ୍ରସଙ୍ଗରେ କହିଛନ୍ତି, “ଏହି କାରଣରୁ ହିଁ ବିଜେପି ଅନୁପ୍ରବେଶକାରୀଙ୍କୁ ଘଉଡ଼ାଇବାକୁ କହୁଛି। ଏହି ଲୋକେ ହିଁ ସୀମାରେ ବେଆଇନ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଗାଇ ଚାଲାଣ ଏବଂ ଅସ୍ତ୍ର ଚାଲାଣ ପରି କାମ କରୁଛନ୍ତି। ଆମେ ଏବେ ଏହି ପ୍ରସଙ୍ଗକୁ ଲୋକଙ୍କ ପାଖକୁ ନେବୁ। ସେମାନଙ୍କୁ ଜଣାଇବୁ ଏହି ବାଂଲାଦେଶୀମାନେ ଭାରତକୁ କାହିଁକି ବେଆଇନ ଭାବେ ଚାଲିଆସୁଛନ୍ତି।”

ଡିସେମ୍ବର ୩୧ର ତଥ୍ୟ ଅନୁଯାୟୀ, ସାରା ଦେଶର ବିଭିନ୍ନ ଜେଲରେ ୨,୨୨୭ ବିଦେଶୀ କଏଦୀ ଜେଲରେ ଅଛନ୍ତି। ଏଥିରୁ ପଶ୍ଚିମବଙ୍ଗରେ କେବଳ ୧,୩୭୯ ଜଣ। ସେହିଭଳି ମହାରାଷ୍ଟ୍ରରେ ଯଥାକ୍ରମେ ୧୫୫ ଜଣ ଏବଂ ୧୫୧ ଜଣ ବିଦେଶୀ ଜେଲରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story