ବିଜେପି ତଣ୍ଟିରେ ଲାଗିବ ‘ନା ଖାଉଙ୍ଗା ନା ଖାନେ ଦୁଙ୍ଗା’ ନାରା

ମୁମ୍ୱାଇ: ମହାରାଷ୍ଟ୍ରରେ ରାତି ଅଧିଆ ରାଜନୀତିକ ସମୀକରଣ ବଦଳାଇ ବିଜେପି ବିଧାୟକ ଦଳର ନେତା ଦେବେନ୍ଦ୍ର ଫଡ଼ନାଭିସ ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ସରକାର ଗଢ଼ିଛନ୍ତି। ଏହି ସରକାରକୁ ଅସାମ୍ୱିଧାନିକ ବୋଲି କହି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିବସେନା-ଏନସିପି-କଂଗ୍ରେସ। ଆସନ୍ତାକାଲି ଏହି ମାମଲାର ରାୟ ଶୁଣାଇବେ ସର୍ବୋଚ୍ଚ କୋର୍ଟ। ତେବେ ମାମଲା ଯାହା ହେଉ ନା କାହିଁକି ବିଜେପି ଅଜିତ ପାଓ୍ୱାରଙ୍କ ସମର୍ଥନରେ ସରକାର ଗଢ଼ିଥିବାରୁ ଏହି ପ୍ରସଙ୍ଗରେ ବିଜେପିକୁ ଅଡ଼ୁଆରେ ସାମ୍ନା କରିବାକୁ ପଡ଼ିପାରେ। […]

devendra-fadnavis

devendra-fadnavis

Subhransu Sekhar
  • Published: Sunday, 24 November 2019
  • Updated: 24 November 2019, 02:28 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ରାତି ଅଧିଆ ରାଜନୀତିକ ସମୀକରଣ ବଦଳାଇ ବିଜେପି ବିଧାୟକ ଦଳର ନେତା ଦେବେନ୍ଦ୍ର ଫଡ଼ନାଭିସ ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ସରକାର ଗଢ଼ିଛନ୍ତି। ଏହି ସରକାରକୁ ଅସାମ୍ୱିଧାନିକ ବୋଲି କହି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିବସେନା-ଏନସିପି-କଂଗ୍ରେସ। ଆସନ୍ତାକାଲି ଏହି ମାମଲାର ରାୟ ଶୁଣାଇବେ ସର୍ବୋଚ୍ଚ କୋର୍ଟ। ତେବେ ମାମଲା ଯାହା ହେଉ ନା କାହିଁକି ବିଜେପି ଅଜିତ ପାଓ୍ୱାରଙ୍କ ସମର୍ଥନରେ ସରକାର ଗଢ଼ିଥିବାରୁ ଏହି ପ୍ରସଙ୍ଗରେ ବିଜେପିକୁ ଅଡ଼ୁଆରେ ସାମ୍ନା କରିବାକୁ ପଡ଼ିପାରେ।

କାରଣ ଅଜିତ ପାଓ୍ୱାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି। ରାଜ୍ୟରେ ବିଜେପି ମଧ୍ୟ ଏହାକୁ ପ୍ରସଙ୍ଗ କରି ଅନେକ ଥର ଏନସିପିକୁ ଘେରିଥିଲା। ୨୦୧୪ରେ କେନ୍ଦ୍ରରେ ବିଜେପି ସରକାରକୁ ଆସିବା ପୂର୍ବରୁ ନାରା ଦେଇଆସୁଛି ‘ନା ଖାଉଙ୍ଗା ନା ଖାନେ ଦୁଙ୍ଗା’। ଏଭଳି ସ୍ଥିତିରେ ବିଜେପି ଜଣେ ଦୁର୍ନୀତି ଅଭିଯୁକ୍ତ ନେତାଙ୍କୁ ନେଇ ସରକାର ଗଢ଼ିବା ରାଜନୀତିକ ଏଜେଣ୍ଡାରୁ ଓହରିବା ସହିତ ସମାନ ବୋଲି ଚର୍ଚ୍ଚା ହେଉଛି।

୨୦୧୦ରେ କଂଗ୍ରେସ-ଏନସିପି ସରକାର ଥିଲା। ଅଜିତ ପାଓ୍ୱାର ପ୍ରଥମ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଠିକ୍ ଏହାର ଦୁଇ ବର୍ଷ ପରେ ତାଙ୍କ ବିରୋଧରେ ଜଳସେଚନ ଆବଣ୍ଟନ ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ଇସ୍ତଫା ଦେଇଥିଲେ। ଦୁଇ ବର୍ଷ ପରେ ମହାରାଷ୍ଟ୍ରର ଦୁର୍ନୀତି ନିବାରଣ ସଂସ୍ଥା ଅଜିତ ପାଓ୍ୱାରଙ୍କୁ ଏହି ୭୦ ହଜାର କୋଟି ଟଙ୍କା ଘୋଟାଲାରେ ସାମିଲ୍ ଥିବା କହିଥିଲା।

ସେହିପରି ଅଜିତ ପାଓ୍ୱାର ମହାରାଷ୍ଟ୍ର କୋପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ଥିବା ବେଳେ ଚିନି କଳ ମାନଙ୍କୁ କମ୍ ସୁଧ ହାରରେ ଋଣ ପ୍ରଦାନ କରିଥିବା ଅଭିଯୋଗ ରହିଛି। ପରେ ସେହି ଚିନିକଳ ମାନେ ନିଜକୁ ଦେବାଳିଆ ବୋଲି ଘୋଷଣା କରିଥିଲେ। ତେଣୁ ବ୍ୟାଙ୍କ ମାନେ ଋଣ ପରିଶୋଧ ନକରିବାରୁ ୨୦୦୭ରୁ ୧୧ ମଧ୍ୟରେ ୨୫ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା ବୋଲି ଅଭିଯୋଗ ରହିଛି।

ଏହାପରେ ଅଜିତ ପାଓ୍ୱାରଙ୍କ ବିରୋଧରେ ଧାରା ୪୨୦, ୪୦୯, ୪୦୬, ୪୬୫ ଓ ୪୬୭ ଭଳି ଦଫା ଲାଗିଛି। ଏହି ସମସ୍ତ ଦଫାକୁ ଆଧାର କରି ଫଡନାଭିସଙ୍କ ସମେତ ଅନ୍ୟାନ୍ୟ ବିଜେପି ନେତା ଅଜିତଙ୍କୁ ଜେଲ୍ ପଠାଇବା ପାଇଁ ଦାବି କରୁଥିଲେ। ହେଲେ ଏବେ ଫଡ଼ନାଭିସ ସେହି ଅଜିତ ପାଓ୍ୱାରଙ୍କୁ ସାଥିରେ ଆଣି ସରକାର ଗଢ଼ିଛନ୍ତି।

ସୂଚନାଯୋଗ୍ୟ, ୨୦୦୪ ଏବଂ ୨୦୦୯ରେ ଉପା ସରକାର ଥିଲା। ମନମୋହନ ସିଂହଙ୍କ ନେତୃତ୍ୱାଧୀନ ସରକାରରେ ଅନେକ କଂଗ୍ରେସ ନେତା ଏବଂ ସହଯୋଗୀ ଦଳର ନେତା ଦୁର୍ନୀତିରେ ସାମିଲ୍ ଥିବା ନେଇ ଜଣାପଡ଼ିଥିଲା। ଏହାପରେ ୨୦୧୪ରେ ବିଜେପି ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଇ ‘ନା ଖାଉଙ୍ଗା ନା ଖାନେ ଦୁଙ୍ଗା’ ନାରା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story