ସାଧୁ ସଂପ୍ରଦାୟର ନିଷ୍ପତ୍ତି, ନାଁ ପୂର୍ବରୁ ‘ସ୍ୱାମୀ’ ଲେଖିପାରିବେନି ଚିନ୍ମୟାନନ୍ଦ

ପ୍ରୟାଗରାଜ: ଶୁକ୍ରବାର ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ବିଜେପି ନେତା ଚିନ୍ମୟାନନ୍ଦଙ୍କ ପାଇଁ ଆଗକୁ ଆହୁରି ଅଡ଼ୁଆ ବଢ଼ିବ। ସେ ବିବାହ କରିନଥିଲେ। ଅନେକ ହିନ୍ଦୁ ଆଶ୍ରମ ଖୋଲିଥିଲେ। ସେଥିପାଇଁ ଚିନ୍ମୟାନନ୍ଦଙ୍କ ନାମ ଆଗରୁ ‘ସ୍ୱାମୀ’ ଲଗାଇବାକୁ ଅନୁମତି ଦେଇଥିଲା ଅଖିଳ ଭାରତୀୟ ଅକ୍ଷର ପରିଷଦ। ଏବେ ଏହି ‘ସ୍ୱାମୀ’ ବା ସାଧୁ ବୋଲି ଯେଉଁ ମର୍ଯ୍ୟାଦା ପାଇଥିଲେ ତାହା ହରାଇବେ ଚିନ୍ମୟାନନ୍ଦ। ଯୌନ ନିର୍ଯାତନା ଅଭିଯୋଗ ଆସିଥିବାରୁ ସାଧୁ ସଂଗଠନ ତାଙ୍କୁ […]

chinmayanand-arrested

chinmayanand-arrested

Subhransu Sekhar
  • Published: Sunday, 22 September 2019
  • Updated: 22 September 2019, 02:13 PM IST

Sports

Latest News

ପ୍ରୟାଗରାଜ: ଶୁକ୍ରବାର ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ବିଜେପି ନେତା ଚିନ୍ମୟାନନ୍ଦଙ୍କ ପାଇଁ ଆଗକୁ ଆହୁରି ଅଡ଼ୁଆ ବଢ଼ିବ। ସେ ବିବାହ କରିନଥିଲେ। ଅନେକ ହିନ୍ଦୁ ଆଶ୍ରମ ଖୋଲିଥିଲେ। ସେଥିପାଇଁ ଚିନ୍ମୟାନନ୍ଦଙ୍କ ନାମ ଆଗରୁ 'ସ୍ୱାମୀ' ଲଗାଇବାକୁ ଅନୁମତି ଦେଇଥିଲା ଅଖିଳ ଭାରତୀୟ ଅକ୍ଷର ପରିଷଦ। ଏବେ ଏହି ‘ସ୍ୱାମୀ’ ବା ସାଧୁ ବୋଲି ଯେଉଁ ମର୍ଯ୍ୟାଦା ପାଇଥିଲେ ତାହା ହରାଇବେ ଚିନ୍ମୟାନନ୍ଦ। ଯୌନ ନିର୍ଯାତନା ଅଭିଯୋଗ ଆସିଥିବାରୁ ସାଧୁ ସଂଗଠନ ତାଙ୍କୁ ସାଧୁ ସଦସ୍ୟରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। କାରଣ ଯିଏ ସାଧୁ ସେ ମୋହ, ମାୟାଠୁ ବହୁ ଦୂରରେ ରହିଥାଏ। ତେବେ ଚିନ୍ମୟାନନ୍ଦଙ୍କ ଦଳ କିନ୍ତୁ ତାଙ୍କୁ କେବେ ବହିଷ୍କାର କରିବ ସେ ନେଇ ପ୍ରଶ୍ନ ଉଠିଛି। ସମସ୍ତ ସାଧୁ ସଂଗଠନ ତାଙ୍କୁ ସାଧୁ ପଦବୀରୁ ବହିଷ୍କାର କରିବେ ବୋଲି ନିଷ୍ପତ୍ତି ନେଇ ସାରିଥିବା ବେଳେ ବିଜେପି କାହିଁକି ତାଙ୍କ ବାବଦରେ ନିରବ ରହିଛି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ସେ ନେଇ ପ୍ରଶ୍ନ ଉଠିଛି।

ଚିନ୍ମୟାନନ୍ଦ ଗିରଫ ହେବା ପରେ ଅଖିଳ ଭାରତୀୟ ଅକ୍ଷର ପରିଷଦ ଦ୍ୱାରା ନିକଟରେ ଏକ ବୈଠକ ହୋଇଥିଲା। ଯେଉଁଥିରେ ତାଙ୍କୁ ସାଧୁ ସଂପ୍ରଦାୟରୁ ବହିଷ୍କାର କରାଯିବ ବୋଲି ନିଷ୍ପତି ନିଆଯାଇଛି। ଅକ୍ଟୋବର ୧୦ରେ କିନ୍ତୁ ହେବାକୁ ଥିବା ଅଖିଳ ଭାରତୀୟ ଅକ୍ଷର ପରିଷଦର ସାଧାରଣ ପରିଷଦ ବୈଠକରେ ଏ ବାବଦରେ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ଅଖିଳ ଭାରତୀୟ ଅକ୍ଷର ପରିଷଦର ସଦସ୍ୟ ମହନ୍ତ ନରେନ୍ଦ୍ର ଗିରି ପ୍ରତିକ୍ରିୟାରେ କହିଛନ୍ତି ଚିନ୍ମୟାନନ୍ଦଙ୍କ ଦ୍ୱାରା କରାଯାଇଥିବା କାମ ଅପରାଧ। ଜଣେ ସାଧୁ ଏଭଳି କାମ କରିଥିବାରୁ ସାଧୁ ସଂପ୍ରଦାୟ ଏଥିପାଇଁ ଲଜ୍ଜିତ ବୋଲି ସେ କହିଛନ୍ତି।

୭୩ ବର୍ଷୀୟ ଚିନ୍ମୟାନନ୍ଦ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ରାଜ୍ୟମନ୍ତ୍ରୀ ଥିଲେ। ସେ ଏବଂ ମହନ୍ତ ଅଭୟଦନାଥ (ଯୋଗୀ ଆଦିତ୍ୟନାଥଙ୍କ ଶିକ୍ଷକ) ମିଶି ‘ରାମ ମନ୍ଦିର ମୁକ୍ତି ଯଜ୍ଞ ସମିତି’ ଗଢ଼ିଥିଲେ।

ଏହା ପୂର୍ବରୁ ଜାନୁଆରୀ ୧୯, ୧୯୮୬ରେ ଗଠନ ହୋଇଥିବା ରାମ ଜନ୍ମଭୂମି ଆନ୍ଦୋଳନ ସଂଘର୍ଷ ସମିତିର ଚିନ୍ମୟାନନ୍ଦ ଆବାହକ ମଧ୍ୟ ଥିଲେ।

ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ତଦନ୍ତ କରୁଥିବା ଏସଆଇଟି ଚିନ୍ମୟାନନ୍ଦଙ୍କୁ ତାଙ୍କ ଆଶ୍ରମରୁ ଗିରଫ କରିଥିଲା। ଏହାପରେ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।୨୦୧୧ରେ ମଧ୍ୟ ଚିନ୍ମୟାନନ୍ଦଙ୍କ ବିରୋଧରେ ସମାନ ଅଭିଯୋଗ ଆସିଥିଲା। ହେଲେ ପ୍ରଭାବଶାଳୀ ନେତା ଥିବାରୁ ମାମଲା ଥଣ୍ଡା ପଡ଼ିଯାଇଥିଲା ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story